ଭାରତର କେନ୍ଦ୍ରୀୟ ବଜେଟ
ଦେଖଣା
ଭାରତର କେନ୍ଦ୍ରୀୟ ବଜେଟ ସମ୍ବିଧାନର ଧାରା ୧୧୨ ଅନୁଯାଇ ଭାରତର ବାର୍ଷିକ ବଜେଟ ଅଟେ ।[୧] ଭାରତ ସରକାର ଏହାକୁ ଫେବୃୟାରୀ ମାସର ପ୍ରଥମ ଦିନରେ ପ୍ରସ୍ତାବିତ କରିଥାନ୍ତି ଯାହାଦ୍ୱାରା ଆର୍ଥିକ ବର୍ଷ ଆରମ୍ଭ ହେବ ପୂର୍ବରୁ ଏହାକୁ ଲାଗୁ କରିବାକୁ ଯଥେଷ୍ଟ ସମୟ ମିଳିପାରିବ । ୨୦୧୬ ପର୍ଯ୍ୟନ୍ତ ଏହା ଫେବୃୟାରୀ ମାସର ଅନ୍ତିମ ତାରିଖରେ ଦେଶର ଅର୍ଥମନ୍ତ୍ରୀଙ୍କଦ୍ୱାରା ପ୍ରକାଶ କରାଯାଉଥିଲା । ଅର୍ଥମନ୍ତ୍ରୀଙ୍କଦ୍ୱାରା ଏହି ପ୍ରସ୍ତାବିତ ବଜେଟ ସଂସଦର ଉଭୟ କକ୍ଷରେ ଅନୁମୋଦନ ମିଳିଲା ପରେ ନୂତନ ଭାରତୀୟ ଆର୍ଥିକ ବର୍ଷ, ୧ ଏପ୍ରିଲଠାରୁ ବିଧିବଦ୍ଧ ଭାବରେ ଲାଗୁ କରାଯାଇଥାଏ ।
ବଜେଟ ଉପସ୍ଥାପନା ସଂଖ୍ୟା
[ସମ୍ପାଦନା]କ୍ରମାଙ୍କ | ନାମ | ଥର |
---|---|---|
୧ | ମୋରାରଜୀ ଦେଶାଇ | ୧୦ |
୨ | ପି ଚିଦାମ୍ବରମ | ୯ |
୩ | ପ୍ରଣବ ମୁଖାର୍ଜୀ | ୮ |
୪ | ୟଶବନ୍ତ ସିନ୍ହା
ୟଶବନ୍ତ ରାଓ ଚଭନ |
୭ |
୫ | ମନମୋହନ ସିଂହ
ଟି କୃଷ୍ଣମଚାରୀ |
୬ |
ଆଧାର
[ସମ୍ପାଦନା]- ↑ "Procedure in Financial Matters" (PDF). Ministry of Law and Justice (India). p. 24. Archived from the original (PDF) on 24 August 2015. Retrieved 1 March 2015.
- ↑ "Chidambaram is second only to Morarji Desai in presenting Budget". www.businesstoday.in. Retrieved 29 September 2017.
ବାହ୍ୟ ଆଧାର
[ସମ୍ପାଦନା]- Government of India: Union Budget and Economic Survey Archived 2018-01-15 at the Wayback Machine.
- Economic Survey and Union Budget Archived 2018-01-15 at the Wayback Machine.
- List of Budget Speeches (since 1947) Archived 2016-12-24 at the Wayback Machine.
- Updates Budget 2019[permanent dead link]
- Live financial minister Mr arun jaitley