Jump to content

ଭାତ୍ତିପ୍ରୋଲୁ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

ଭାତ୍ତିପ୍ରୋଲୁ
భట్టిప్రోలు
Buddhist Maha Stupa at Bhattiprolu
Buddhist Maha Stupa at Bhattiprolu
CountryIndia
StateAndhra Pradesh
DistrictGuntur
MandalBhattiprolu
Government
 • TypePanchayati raj
 • Bodyଭାତ୍ତିପ୍ରୋଲୁ Gram Panchayat
 • SarpanchKambam Mariyamma
Area
 • ସମୁଦାୟ25.15 km2 (9.71 sq mi)
Elevation6 m (20 ft)
Population
 (2011)[୩]
 • Total୧୧,୦୯୨
 • Density440/km2 (1,100/sq mi)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣAP
Bhattiprolu is one of the Holy relic sites of Andhra Pradesh


ଭାତ୍ତିପ୍ରୋଲୁ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଗୁନ୍ଟୂର ଜିଲ୍ଲାର ଏକ ଗ୍ରାମ । ତେନଳୀ ଡିଭିଜନର ଭୋତ୍ତି ପ୍ରୋଲୁ  ମଣ୍ଡଳର ଏହା ମୁଖ୍ୟାଳୟ । [୪]ଏହା ଆନ୍ଧ୍ରପ୍ରଦେଶର ରାଜଧାନୀର ଏକ ଅଂଶବିଶେଷ । .[୫]

ଇତିହାସ [ସମ୍ପାଦନା]

ଏହାର ପ୍ରାଚୀନ ନାମ ପ୍ରତିପାଳପୁର ଥିଲା । ଏହା ପ୍ରାଚୀନ ବୌଦ୍ଧ କାଳରେ ଏକ ସମ୍ବରୁଧ ସହର ଥିଲା ।ସାଲ ରାଜ୍ୟରେ ଶତାବହନ ବଂଶ ସମୟରେ ଏହା ଏକ ଉଲ୍ଲେଖନୀୟ ବୌଦ୍ଧ କେନ୍ଦ୍ର ରହିଥିଲା । ଖ୍ରୀଷ୍ଟପୂର୍ବ 230 ମସିହାରେ ଏଠାରେ ରାଜା କୁବେରକ ଶାସନ କରୁଥିଲେ । ଏଠାରେ 2 ୟ ବା 3 ୟ ଶତାବ୍ଦୀରେ ନିର୍ମିତ ବୁଦ୍ଧ ସ୍ତୂପ ରହିଛି ।  

ସ୍ତୂପ ଓ ସିଲାଲେଖ [ସମ୍ପାଦନା]

1870 ମସିହାରେ ଏଠାରେ 3ଟି ମୃତିକା ସ୍ତୂପ ଆବିଷ୍କାର କରାଯାଇଥିଲା । 1892 ମସିହାରେ ସେଠାରେ ଖନନ କାର୍ଯ୍ୟ ଆଲେକଜାଣ୍ଡାର ଋଆଙ୍କଦ୍ୱାରା ହେଇଥିଲା । ସେତେବେଳେ ଏଠାରୁ କ୍ଷ୍ଦିତ ଲେଖା ଥିବା ପ୍ରସ୍ତର ନିର୍ମିତ କୁଣ୍ଡ , ବୁଦ୍ଧ ପ୍ରତିମୂର୍ତି ଓ ଅଳଙ୍କାର ସବୁ ମିଳିଥିଲା । ସ୍ତୂପ 40 ମିଟର ପରିଧି ବିଶିଷ୍ଟ ଥିଲା ।ଏକ ବିଶାଳ ସ୍ତମ୍ଭ ରହିଥିବା ମୁଖ୍ୟ ସ୍ତୂପର ଭଗ୍ନାବଶେଷ ମଧ୍ୟ ଅନେକ ସଂଖ୍ୟକ ବୁଦ୍ଧ ମୂର୍ତି ସହ ମିଳିଥିଲା । ତମ୍ବା ନିର୍ମିତ ବୃହତ ପାତ୍ର ମଧ୍ୟରେ ରୌପ୍ୟ ନିର୍ମିତ ପାତ୍ର ଥିବା ଅବସ୍ଥାରେ ମଧ୍ୟ ମିଳିଥିଲା । ଏହା ମଧ୍ୟରେ ସ୍ୱର୍ଣ  ନିର୍ମିତ ଏକ ଡବା ଭିତରେ କିଛି ଅସ୍ଥି ଥିବାର ମଧ୍ୟ ଦେଖାଯାଇଥିଲା । 

ଭୋତ୍ତିପ୍ରୋଲୁର ଖନନଦ୍ୱାରା ଅତି ପ୍ରାଚୀନ ଦକ୍ଷିଣ ଭାରତର ବ୍ରାହ୍ମୀ ଲିପି ବିଷୟରେ ପ୍ରମାଣ ମିଳିଥିଲା । .[୬] ବୁଦ୍ଧଙ୍କ ଶରୀରାବଶେଷ ରହିଥିବା ପାତ୍ର ମଧ୍ୟରୁ ଏହି ଲିପି ରହିଥିଲା । ଏଇତିହାସିକମାନେ ଏହି ଲିପିକୁ ତେଲୁଗୁ ଓ କନ୍ନଡ ଭାଷାର ମୂଳ ଭାଷା କହନ୍ତି ।[୭]

Geography[ସମ୍ପାଦନା]

ଏହାର ଭୌଗୋଳିକ ସ୍ଥିତି  16°06′09″N 80°46′51″E / 16.1026°N 80.7807°E / 16.1026; 80.7807 ଓ ଏହା ସମୁଦ୍ରପତ୍ତାନଠାରୁ ମାତ୍ର 20 ଫୁଟ ଉପରେ ରହିଛି । [୨]

ଶାସନ [ସମ୍ପାଦନା]

ଏହା ଏକ ଅଗ୍ରମପଞ୍ଚାୟତ ଅଞ୍ଚଳ । [୮][୯] ଏଠାରେ 16ଟି ବାଦ ରହିଛି । [୧୦]ପ୍ରତି ବାଦରେ ମେମ୍ବର ଛଡା ତାଙ୍କ ମଧ୍ୟରୁ ସରପଞ୍ଚ ରହିଥାନ୍ତି । [୧୧][୧୨] =en}}

ଯାତାୟତ [ସମ୍ପାଦନା]

ଗ୍ରାମଟି ଜାତୀୟ ରାଜପଥ 214A ଉପରେ ରହିଛି । ଏହାର ନିକଟତମ ରେଳଷ୍ଟେସନ ଗୁନ୍ଟୂରଠାରେ ରହିଛି । [୧୩]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Villages in Bhattiprolu mandal
  • Bhattiprolu alphabet

ଆଧାର [ସମ୍ପାଦନା]

  1. "District Census Handbook – Guntur" (PDF). Census of India. p. 14,474. Retrieved 22 September 2015.
  2. ୨.୦ ୨.୧ "Maps, Weather, and Airports for Bhattiprolu, India". fallingrain.com.
  3. "Census 2011". The Registrar General & Census Commissioner, India. Retrieved 1 August 2014.
  4. "Adminsistrative divisions of Guntur district" (PDF). guntur.nic.in. Retrieved 26 May 2014.
  5. "District wise mandals and villages covered in Krishna and Guntur districts" (PDF). Andhra Pradesh Capital Region Development Authority. Government of Andhra Pradesh. Archived from the original (PDF) on 23 September 2015. Retrieved 23 September 2015.
  6. "Ananda Buddha Vihara". Archived from the original on 2007-09-30. Retrieved 2016-12-14.
  7. "Epigraphist extraordinaire". The Hindu. Archived from the original on 2007-03-26. Retrieved 2016-12-14.
  8. "Gram Panchayat Identification Codes" (PDF). Saakshar Bharat Mission. p. 97. Archived from the original (PDF) on 18 August 2017. Retrieved 5 July 2016.
  9. "Bhattiprolu Village Panchayat". National Panchayat Portal. Archived from the original on 20 October 2020. Retrieved 6 May 2016.
  10. "Elected Representatives". National Panchayat Portal. Archived from the original on 21 September 2016. Retrieved 6 May 2016.
  11. Social Science (in ଇଂରାଜୀ). Vk Publications. p. 117. ISBN 9788179732144.
  12. "List of elected Sarpanchas in Grampanchayat of Guntur district, 2013" (PDF). State Election Commission. Archived from the original (PDF) on 29 June 2016. Retrieved 5 June 2016.
  13. "Map of Bhattiprolu". Indiarailinfo. Retrieved 12 December 2014.