ଭାତ୍ତିପ୍ରୋଲୁ
ଭାତ୍ତିପ୍ରୋଲୁ
భట్టిప్రోలు | |
---|---|
![]() Buddhist Maha Stupa at Bhattiprolu | |
Country | India |
State | Andhra Pradesh |
District | Guntur |
Mandal | Bhattiprolu |
Government | |
• Type | Panchayati raj |
• Body | ଭାତ୍ତିପ୍ରୋଲୁ Gram Panchayat |
• Sarpanch | Kambam Mariyamma |
Area | |
• Total | 25.15 km2 (9.71 sq mi) |
Elevation | 6 m (20 ft) |
Population (2011)[୩] | |
• Total | ୧୧,୦୯୨ |
• Density | 440/km2 (1,100/sq mi) |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | AP |
ଭାତ୍ତିପ୍ରୋଲୁ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଗୁନ୍ଟୂର ଜିଲ୍ଲାର ଏକ ଗ୍ରାମ । ତେନଳୀ ଡିଭିଜନର ଭୋତ୍ତି ପ୍ରୋଲୁ ମଣ୍ଡଳର ଏହା ମୁଖ୍ୟାଳୟ । [୪]ଏହା ଆନ୍ଧ୍ରପ୍ରଦେଶର ରାଜଧାନୀର ଏକ ଅଂଶବିଶେଷ । .[୫]
ଇତିହାସ [ସମ୍ପାଦନା]
ଏହାର ପ୍ରାଚୀନ ନାମ ପ୍ରତିପାଳପୁର ଥିଲା । ଏହା ପ୍ରାଚୀନ ବୌଦ୍ଧ କାଳରେ ଏକ ସମ୍ବରୁଧ ସହର ଥିଲା ।ସାଲ ରାଜ୍ୟରେ ଶତାବହନ ବଂଶ ସମୟରେ ଏହା ଏକ ଉଲ୍ଲେଖନୀୟ ବୌଦ୍ଧ କେନ୍ଦ୍ର ରହିଥିଲା । ଖ୍ରୀଷ୍ଟପୂର୍ବ 230 ମସିହାରେ ଏଠାରେ ରାଜା କୁବେରକ ଶାସନ କରୁଥିଲେ । ଏଠାରେ 2 ୟ ବା 3 ୟ ଶତାବ୍ଦୀରେ ନିର୍ମିତ ବୁଦ୍ଧ ସ୍ତୂପ ରହିଛି ।
ସ୍ତୂପ ଓ ସିଲାଲେଖ [ସମ୍ପାଦନା]
1870 ମସିହାରେ ଏଠାରେ 3ଟି ମୃତିକା ସ୍ତୂପ ଆବିଷ୍କାର କରାଯାଇଥିଲା । 1892 ମସିହାରେ ସେଠାରେ ଖନନ କାର୍ଯ୍ୟ ଆଲେକଜାଣ୍ଡାର ଋଆଙ୍କଦ୍ୱାରା ହେଇଥିଲା । ସେତେବେଳେ ଏଠାରୁ କ୍ଷ୍ଦିତ ଲେଖା ଥିବା ପ୍ରସ୍ତର ନିର୍ମିତ କୁଣ୍ଡ , ବୁଦ୍ଧ ପ୍ରତିମୂର୍ତି ଓ ଅଳଙ୍କାର ସବୁ ମିଳିଥିଲା । ସ୍ତୂପ 40 ମିଟର ପରିଧି ବିଶିଷ୍ଟ ଥିଲା ।ଏକ ବିଶାଳ ସ୍ତମ୍ଭ ରହିଥିବା ମୁଖ୍ୟ ସ୍ତୂପର ଭଗ୍ନାବଶେଷ ମଧ୍ୟ ଅନେକ ସଂଖ୍ୟକ ବୁଦ୍ଧ ମୂର୍ତି ସହ ମିଳିଥିଲା । ତମ୍ବା ନିର୍ମିତ ବୃହତ ପାତ୍ର ମଧ୍ୟରେ ରୌପ୍ୟ ନିର୍ମିତ ପାତ୍ର ଥିବା ଅବସ୍ଥାରେ ମଧ୍ୟ ମିଳିଥିଲା । ଏହା ମଧ୍ୟରେ ସ୍ୱର୍ଣ ନିର୍ମିତ ଏକ ଡବା ଭିତରେ କିଛି ଅସ୍ଥି ଥିବାର ମଧ୍ୟ ଦେଖାଯାଇଥିଲା ।
ଭୋତ୍ତିପ୍ରୋଲୁର ଖନନଦ୍ୱାରା ଅତି ପ୍ରାଚୀନ ଦକ୍ଷିଣ ଭାରତର ବ୍ରାହ୍ମୀ ଲିପି ବିଷୟରେ ପ୍ରମାଣ ମିଳିଥିଲା । .[୬] ବୁଦ୍ଧଙ୍କ ଶରୀରାବଶେଷ ରହିଥିବା ପାତ୍ର ମଧ୍ୟରୁ ଏହି ଲିପି ରହିଥିଲା । ଏଇତିହାସିକମାନେ ଏହି ଲିପିକୁ ତେଲୁଗୁ ଓ କନ୍ନଡ ଭାଷାର ମୂଳ ଭାଷା କହନ୍ତି ।[୭]
Geography[ସମ୍ପାଦନା]
ଏହାର ଭୌଗୋଳିକ ସ୍ଥିତି 16°06′09″N 80°46′51″E / 16.1026°N 80.7807°E ଓ ଏହା ସମୁଦ୍ରପତ୍ତାନଠାରୁ ମାତ୍ର 20 ଫୁଟ ଉପରେ ରହିଛି । [୨]
ଶାସନ [ସମ୍ପାଦନା]
ଏହା ଏକ ଅଗ୍ରମପଞ୍ଚାୟତ ଅଞ୍ଚଳ । [୮][୯] ଏଠାରେ 16ଟି ବାଦ ରହିଛି । [୧୦]ପ୍ରତି ବାଦରେ ମେମ୍ବର ଛଡା ତାଙ୍କ ମଧ୍ୟରୁ ସରପଞ୍ଚ ରହିଥାନ୍ତି । [୧୧][୧୨] =en}}
ଯାତାୟତ [ସମ୍ପାଦନା]
ଗ୍ରାମଟି ଜାତୀୟ ରାଜପଥ 214A ଉପରେ ରହିଛି । ଏହାର ନିକଟତମ ରେଳଷ୍ଟେସନ ଗୁନ୍ଟୂରଠାରେ ରହିଛି । [୧୩]
ପୁନଶ୍ଚ ଦେଖଣା [ସମ୍ପାଦନା]
- Villages in Bhattiprolu mandal
- Bhattiprolu alphabet
ଆଧାର [ସମ୍ପାଦନା]
- ↑ "District Census Handbook – Guntur" (PDF). Census of India. p. 14,474. Retrieved 22 September 2015.
- ↑ ୨.୦ ୨.୧ "Maps, Weather, and Airports for Bhattiprolu, India". fallingrain.com.
- ↑ "Census 2011". The Registrar General & Census Commissioner, India. Retrieved 1 August 2014.
- ↑ "Adminsistrative divisions of Guntur district" (PDF). guntur.nic.in. Retrieved 26 May 2014.
- ↑ "District wise mandals and villages covered in Krishna and Guntur districts" (PDF). Andhra Pradesh Capital Region Development Authority. Government of Andhra Pradesh. Retrieved 23 September 2015.
- ↑ Ananda Buddha Vihara
- ↑ "Epigraphist extraordinaire". The Hindu.
- ↑ "Gram Panchayat Identification Codes" (PDF). Saakshar Bharat Mission. p. 97. Retrieved 5 July 2016.
- ↑ "Bhattiprolu Village Panchayat". National Panchayat Portal. Retrieved 6 May 2016.
- ↑ "Elected Representatives". National Panchayat Portal. Retrieved 6 May 2016.
- ↑ Social Science (in ଇଂରାଜୀ). Vk Publications. p. 117. ISBN 9788179732144.
- ↑ "List of elected Sarpanchas in Grampanchayat of Guntur district, 2013" (PDF). State Election Commission. Retrieved 5 June 2016.
- ↑ "Map of Bhattiprolu". Indiarailinfo. Retrieved 12 December 2014.