ଭାତପାରା
ଦେଖଣା
Bhatapara | |
|---|---|
city | |
| ଦେଶ | |
| ରାଜ୍ୟ | Chhattisgarh |
| ଜିଲ୍ଲା | Raipur |
| Elevation | 261 m (856 ft) |
| Population (2001) | |
| • Total | ୫୦,୦୮୦ |
| ଭାଷା | |
| • ସରକାରୀ | Hindi, Chhattisgarhi |
| Time zone | UTC+5:30 (IST) |
ଭାତପାରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଛତିଶଗଡ଼ର ରଇପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଭାତପାରା ୨୧.୭୩୩୩ ଉତ୍ତର ଅକ୍ଷାଂଶ ଓ ୮୧.୯୩୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୫୬ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭାତପାରା ସହରର ମୋଟ ଜନସଂଖ୍ୟା ୫୦୦୮୦ ଅଟେ ।[୨] ସେଥି ମଧ୍ୟରୁ ୫୦.୯୬% ଜଣ ପରୁଷ ହୋଇଥିବା ବେଳେ ୪୯.୦୪% ଜଣ ନାରୀ ଅଟନ୍ତି । ଭାତପାରାର ସାକ୍ଷରତା ହାର ୬୪.୬୬% ଅଟେ । ଏହା ଜାତୀୟ ହାରଠାରୁ ୦.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୭.୫୩% ପ୍ରତିଶତ ପୁରୁଷ ଓ ୨୭.୧୩% ନାରୀ ଅଟନ୍ତି । ୧୪.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଭାତପାରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.