ବୟସ ଦାଗ

ଉଇକିପିଡ଼ିଆ‌ରୁ
Age spot
Liver spot, solar lentigo,[୧] lentigo senilis,[୧]:686 old age spot,[୨] senile freckle[୨]
Age spots on the left hand of a 63-year-old light-skinned man
ବିଭାଗDermatology
ଲକ୍ଷଣDarker areas of skin[୩]
ଅବଧିLong-term[୩]
କାରଣSun exposure[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination[୩]
ସଠିକ ରୋଗ ନିର୍ଣ୍ଣୟMelanoma, freckles, seborrheic keratosis, multiple lentigines syndrome[୩][୪]
ପ୍ରତିକାରSunscreen, avoiding the sun[୩]
ଚିକିତ୍ସାCryotherapy, laser therapy[୫]
PrognosisGood[୩]
ପୁନଃପୌନିକVery common[୩]

ବୟସ ଦାଗ, (ଇଂରାଜୀରେ ଅନ୍ୟ ନାମ solar lentigo, "lentigo senilis", "old age spot", "senile freckle"), ବାର୍ଦ୍ଧକ୍ୟ ସହିତ ଜଡିତ ଚର୍ମର କଳା ଦାଗମାନଙ୍କୁ କୁହାଯାଏ । [୩] ସେଗୁଡ଼ିକ ହାଲୁକା ହଳଦିଆ, ବାଦାମୀ, କଳା ପର୍ଯ୍ୟନ୍ତ ରଙ୍ଗ ହୋଇଥାଏ । [୩] [୬] ସେମାନଙ୍କର ଆକୃତି ପରିବର୍ତ୍ତନଶୀଳ ଏବଂ ଅନେକ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ । [୩] ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସୀମା ରେଖା ଥାଏ । [୩] ସୂର୍ଯ୍ୟ କିରଣ ଦେହାରେ ବାରମ୍ବାର ପଢ଼ୁଥିଲେ ଏହି ଦାଗ ଦଳ ଭାବରେ ମଧ୍ୟ ଦେଖାଯାଏ । [୩]

ଏହାର କାରଣ ହେଉଛି ସୂର୍ଯ୍ୟ କିରଣ | [୩] [୭] ଏହାର ଅନ୍ତର୍ନିହିତ ପ୍ରଣାଳୀରେ ପିଗମେଣ୍ଟ ମେଲାନିନର ଜମା ହୋଇଯାଏ । [୩] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ। [୩] ଅସ୍ପଷ୍ଟ କ୍ଷେତ୍ରରେ ଏକ ବାୟୋପ୍ସି କରାଯାଇପାରେ । [୩]

ଏହି ଅବସ୍ଥା ଗୁରୁତର ନୁହେଁ। [୩] ଚିକିତ୍ସାରେ କ୍ରାଓଥେରାପି କିମ୍ବା ଲେଜର ଥେରାପି ବ୍ୟବହାର କରାଯାଏ । [୫] ପ୍ରଭାବିତ ଅଞ୍ଚଳରେ ୩୦% ଟ୍ରାଇକ୍ଲୋରୋଆସେଟିକ୍ ଏସିଡ୍ ବ୍ୟବହାର ସହାୟକ ହୋଇପାରେ । [୬] ହାଇଡ୍ରୋକ୍ଇନୋନ ସାହାଯ୍ୟରେ ଚର୍ମ ଧଳା କରିବାର ପ୍ରୟାସ ଫଳପ୍ରଦ ନୁହେଁ। [୩] ଚିକିତ୍ସା ବିନା ଏହା ଏକ ଦୀର୍ଘକାଳୀନ ଅବସ୍ଥା ହୋଇ ରହେ | [୩] ପ୍ରତିରୋଧ ନିମନ୍ତେ ସୌର ପରଦା ବ୍ୟବହାର ସୂର୍ଯ୍ୟ କିରଣ ଏଡ଼େଇ ଦିଆଯାଏ । [୩]

ଏହି ରୋଗ ଅତି ସାଧାରଣ, ବିଶେଷତଃ ୪୦ ବର୍ଷ ବୟସ ପରେ । [୩] ସେମାନେ କ‌କେସିଆନ୍ ଏବଂ ଏସୀୟମାନଙ୍କଠାରେ ଏହି ଦାଗ ଅଧିକ ଦେଖାଯାଏ । [୪] ଏହାକୁ ବେଳେବେଳେ "ଯକୃତ ଦାଗ" କୁହାଯାଏ କିନ୍ତୁ ସେମାନଙ୍କର ଯକୃତ ସମସ୍ୟା ସହିତ କୌଣସି ସମ୍ପର୍କ ନାହିଁ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ James, William D.; Berger, Timothy G.; et al. (2006). Andrews' Diseases of the Skin: Clinical Dermatology. Saunders Elsevier. ISBN 0-7216-2921-0.
  2. ୨.୦ ୨.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. pp. 1716–17. ISBN 1-4160-2999-0.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ ୩.୨୧ "Solar lentigo | DermNet NZ". dermnetnz.org. Archived from the original on 16 January 2021. Retrieved 10 June 2021.
  4. ୪.୦ ୪.୧ "Solar Lentigo". fpnotebook.com. Archived from the original on 4 March 2021. Retrieved 10 June 2021.
  5. ୫.୦ ୫.୧ ୫.୨ "Hyperpigmentation - Dermatologic Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 14 April 2021. Retrieved 10 June 2021.
  6. ୬.୦ ୬.୧ Plensdorf, S; Livieratos, M; Dada, N (2017-12-15). "Pigmentation Disorders: Diagnosis and Management". American family physician. 96 (12): 797–804. PMID 29431372.
  7. "Ultraviolet (UV) Radiation". www.cancer.org (in ଇଂରାଜୀ). Archived from the original on 2021-04-30. Retrieved 2020-07-07.