ବ୍ୟବହାରକାରୀ:Psubhashish/ଶିକ୍ଷଣ ୨୦୧୯/ଉଇକିମାନିଆ ୨୦୧୯ ଷ୍ଟକହୋମ
ଦେଖଣା
ଉଇକିମାନିଆ ୨୦୧୯ ସୁଇଡେନର ଷ୍ଟକହୋମଠାରେ ଅଗଷ୍ଟ ୧୬-୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଭାସିସ ଏହି ଭିଡ଼ିଓ ଶିକ୍ଷଣ ବାବଦରେ ଏକ ପ୍ରେଜେଣ୍ଟେସନ ପ୍ରଦାନ କରିଥିଲେ । (ପ୍ରେଜେଣ୍ଟେସନଟି ଏଠାରେ ଦେଖିପାରିବେ) ଏହି ଭାଷଣରେ ସେ କେତୋଟି ନିର୍ଦ୍ଦିଷ୍ଟ ବିଷୟରେ ଆଲୋକପାତ କରିଥିଲେ:
- ନୂଆ ଉଇକିଆଳିଙ୍କୁ ସହଜରେ ଉଇକିପିଡ଼ିଆରେ ସମ୍ପାଦନା ଶିଖାଇବାରେ ଭିଡ଼ିଓ ଶିକ୍ଷଣର ଆବଶ୍ୟକତା
- ଓଡ଼ିଆ ଉଇକିପିଡ଼ିଆ ବାବଦରେ ସମ୍ୟକ ସୂଚନା
- ଏହି ଶିକ୍ଷଣ ଆରମ୍ଭ ପଛର କାହାଣୀ
- ସ୍ଥାନୀୟ ଆବଶ୍ୟକତାକୁ ଆଖିରେ ରଖି ଭିଡ଼ିଓ ଶିକ୍ଷଣ ତିଆରି ପାଇଁ ସ୍କ୍ରିପ୍ଟ ଲେଖା
- ସ୍କ୍ରିପ୍ଟର ଅଭିନୟ ଓ ତାହାର ଉନ୍ନତୀକରଣ
- ଏକ ପରଖ ଭିଡ଼ିଓ ତିଆରି
- ଭିଡ଼ିଓ ସମ୍ପାଦନା ଓ ଆନୁଷଙ୍ଗିକ ଭିଡ଼ିଓ ସୁଟିଂ
- ସାଉଣ୍ଡ ଇଫେକ୍ଟର ଆବଶ୍ୟକତା ଓ ତିଆରି
- ସବଟାଇଟେଲ ତିଆରି ଓ ଯୋଡ଼ା
- ବିଭିନ୍ନ ଟୁଲ (ସଫ୍ଟଓଏର ଇତ୍ୟାଦି)
ସମ୍ବନ୍ଧିତ ଲିଙ୍କ
[ସମ୍ପାଦନା]ଖବରରେ
[ସମ୍ପାଦନା]- McAndrew, Ewan. "Wikimania 2019". thinking.is.ed.ac.uk. Retrieved 18 September 2019.
- Foundation, O. "Wikimania2019: From Sustainable Development Goals to Indigenous Languages". theofdn.org. Retrieved 18 September 2019.