ବ୍ୟବହାରକାରୀ:Psubhashish/ଶିକ୍ଷଣ ୨୦୧୯/ଉଇକିମାନିଆ ୨୦୧୯ ଷ୍ଟକହୋମ

ଉଇକିପିଡ଼ିଆ‌ରୁ
ପ୍ରେଜେଣ୍ଟେସନ
ଉଇକିମାନିଆରେ ପ୍ରେଜେଣ୍ଟେସନ ସମୟରେ ଉପସ୍ଥିତ ଉଇକିଆଳିଗଣ

ଉଇକିମାନିଆ ୨୦୧୯ ସୁଇଡେନର ଷ୍ଟକହୋମଠାରେ ଅଗଷ୍ଟ ୧୬-୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଭାସିସ ଏହି ଭିଡ଼ିଓ ଶିକ୍ଷଣ ବାବଦରେ ଏକ ପ୍ରେଜେଣ୍ଟେସନ ପ୍ରଦାନ କରିଥିଲେ । (ପ୍ରେଜେଣ୍ଟେସନଟି ଏଠାରେ ଦେଖିପାରିବେ) ଏହି ଭାଷଣରେ ସେ କେତୋଟି ନିର୍ଦ୍ଦିଷ୍ଟ ବିଷୟରେ ଆଲୋକପାତ କରିଥିଲେ:

  • ନୂଆ ଉଇକିଆଳିଙ୍କୁ ସହଜରେ ଉଇକିପିଡ଼ିଆରେ ସମ୍ପାଦନା ଶିଖାଇବାରେ ଭିଡ଼ିଓ ଶିକ୍ଷଣର ଆବଶ୍ୟକତା
  • ଓଡ଼ିଆ ଉଇକିପିଡ଼ିଆ ବାବଦରେ ସମ୍ୟକ ସୂଚନା
  • ଏହି ଶିକ୍ଷଣ ଆରମ୍ଭ ପଛର କାହାଣୀ
  • ସ୍ଥାନୀୟ ଆବଶ୍ୟକତାକୁ ଆଖିରେ ରଖି ଭିଡ଼ିଓ ଶିକ୍ଷଣ ତିଆରି ପାଇଁ ସ୍କ୍ରିପ୍ଟ ଲେଖା
  • ସ୍କ୍ରିପ୍ଟର ଅଭିନୟ ଓ ତାହାର ଉନ୍ନତୀକରଣ
  • ଏକ ପରଖ ଭିଡ଼ିଓ ତିଆରି
  • ଭିଡ଼ିଓ ସମ୍ପାଦନା ଓ ଆନୁଷଙ୍ଗିକ ଭିଡ଼ିଓ ସୁଟିଂ
  • ସାଉଣ୍ଡ ଇଫେକ୍ଟର ଆବଶ୍ୟକତା ଓ ତିଆରି
  • ସବଟାଇଟେଲ ତିଆରି ଓ ଯୋଡ଼ା
  • ବିଭିନ୍ନ ଟୁଲ (ସଫ୍ଟଓଏର ଇତ୍ୟାଦି)

ସମ୍ବନ୍ଧିତ ଲିଙ୍କ[ସମ୍ପାଦନା]

ଖବରରେ[ସମ୍ପାଦନା]

  • McAndrew, Ewan. "Wikimania 2019". thinking.is.ed.ac.uk. Retrieved 18 September 2019.
  • Foundation, O. "Wikimania2019: From Sustainable Development Goals to Indigenous Languages". theofdn.org. Retrieved 18 September 2019.