ବ୍ୟବହାରକାରୀ:Psubhashish/ଶିକ୍ଷଣ ୨୦୧୯

ଉଇକିପିଡ଼ିଆ‌ରୁ

୨୦୧୯ ମସିହା ମଇ-ଜୁନ ମାସରେ ଓଡ଼ିଆ ଉଇକିପିଡ଼ିଆ ନିମନ୍ତେ କିଛି ଅତ୍ୟାବଶ୍ୟକ ଭିଡ଼ିଓ ଶିକ୍ଷଣ (tutorial/user guide) ତିଆରି କରିବା ଯୋଜନା ବାସ୍ତବ ରୂପରେଖ ନେବା ଆରମ୍ଭ କଲା । ଏହା ପ୍ରଥମେ ୨୦୧୬ ଓଡ଼ିଆ ଉଇକିପିଡ଼ିଆ ଜନ୍ମତିଥିରେ ମୃତ୍ୟୁଞ୍ଜୟଙ୍କ ଦ୍ୱାରା ପ୍ରସ୍ତାବିତ ଓ ଉପସ୍ଥିତ ଉଇକିଆଳିଙ୍କ ଭିତରେ ଆଲୋଚିତ ହୋଇ ପରେ ସୌମେନ୍ଦ୍ରଙ୍କ ଦ୍ୱାରା ଆଲୋଚନା ସଭାରେ ପୁନଃଆଲୋଚିତ ହେଲା । ବେଙ୍ଗାଳୁରୁଠାରେ ସୌମେନ୍ଦ୍ର ଓ ମୁଁ (ସୁଭାସିସ) ପ୍ରଥମ ପର୍ଯ୍ୟାୟରେ ଦୁଇଟି ବିଷୟରେ ଶିକ୍ଷଣ ପାଇଁ ବିଷୟବସ୍ତୁ ତିଆରି କଲୁ ଓ ତା'ର ଫିଲ୍ମିଂ କଲୁ । ଭିଡ଼ିଓ ଏଡ଼ିଟିଂ ଅନେକ ସମୟସାପେକ୍ଷ ହୋଇଥିବାରୁ ଏହି ଦୁଇଟି ଭିଡ଼ିଓ ପ୍ରଥମେ ରଫ-କଟ (ସମ୍ପୂର୍ଣ୍ଣ ଭାବେ ଏଡ଼ିଟିଂ ନ ହୋଇ କେବଳ ମୋଟାମୋଟି ଏଡ଼ିଟିଂ କରି ପ୍ରଥମେ ସମସ୍ତଙ୍କ ମତ ପାଇଁ ଛଡ଼ାଯାଏ । ମତ ମିଳିଲା ପରେ ବଦଳ କରି ଫାଇନାଲ କପି ଛଡ଼ାଯାଏ) ଭାବେ ଏଠାରେ ଅଗଷ୍ଟ ମାସ ପ୍ରଥମ-ଦ୍ୱିତୀୟ ସପ୍ତାହ ଆଡ଼କୁ ଏଠାରେ ଆଲୋଚନା ପାଇଁ ଛଡ଼ାଯିବ ।

ଭିଡ଼ିଓ ୧[ସମ୍ପାଦନା]

ମତାମତ[ସମ୍ପାଦନା]

(ସୋର୍ସ ଉଇକି ଏଡ଼ିଟର ବ୍ୟବହାର କରୁଥିଲେ ତଳକୁ ତଳ * ଦେଇ ଲଗ ଇନ କରି ଉପର ଭିଡ଼ିଓ ବାବଦରେ ନିଜ ମତ ଦେବେ ଓ ଶେଷକୁ --~~~~ ଦେବେ ଫଳରେ ମତ ସହ ବ୍ୟବହାରକାରୀ ନାମ ରହିବ)

ଭିଡ଼ିଓ ୨[ସମ୍ପାଦନା]

ମତାମତ[ସମ୍ପାଦନା]

(ସୋର୍ସ ଉଇକି ଏଡ଼ିଟର ବ୍ୟବହାର କରୁଥିଲେ ତଳକୁ ତଳ * ଦେଇ ଲଗ ଇନ କରି ଉପର ଭିଡ଼ିଓ ବାବଦରେ ନିଜ ମତ ଦେବେ ଓ ଶେଷକୁ --~~~~ ଦେବେ ଫଳରେ ମତ ସହ ବ୍ୟବହାରକାରୀ ନାମ ରହିବ)