ବ୍ୟବହାରକାରୀ:MKar/ଉଇକିନିଶା
ଦେଖଣା
- ଉଇକି ଏକ ଚମତ୍କାର ନିଶା :) ନିଶା ଧରିବା ସହଜ କିନ୍ତୁ ଛାଡ଼ିବା...
- ପ୍ରଥମ ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ର ଏପର୍ଯ୍ୟନ୍ତ ଅଧାରେ ରହିଛି ।
- ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରକଳ୍ପ ଅଧାରେ ରହିଛି ।
- ନିର୍ମଳ ଭାଇଙ୍କୁ ଧନ୍ୟବାଦ ଇଂରାଜୀ ଉଇକିରେ ସାହାଯ୍ୟ କରିଥିବାରୁ ।
- ତାରିଖ ପ୍ରସଙ୍ଗ ସହ ତଥ୍ୟ ଯୋଡ଼ିବା ଅଧାରେ ରହିଛି ।
- ପ୍ରସଙ୍ଗ ତିଆରିରେ ସାହାଯ୍ୟ କରିଥିବାରୁ ଶିତିକଣ୍ଠ ଭାଇଙ୍କୁ ଧନ୍ୟବାଦ ।
- ନୂଆ ପ୍ରଧାନପୃଷ୍ଠା ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ।
- ଫେବୃଆରୀ ୨୦୧୨ରେ ଆରମ୍ଭ କରିଥିବା ଅନୁବାଦ ଅଧାରେ ଛାଡ଼ିବା ।
- ଜ୍ଞାନଭାଇଙ୍କୁ ଧନ୍ୟବାଦ, ସେ କାମଟି ହାତକୁ ନେଲେ
- ପୂର୍ବରୁ ଟାଇପ କରି ସାରିଥିବା ତଥ୍ୟକୁ ଉଇକିକରଣ କରିବା ବାକି ଅଛି ।
- ସୁଭାଶିଷଭାଇ ଏକାଠି କରୁଥିବା ତଥ୍ୟକୁ ଉଇକିକରଣ କରି ପ୍ରସଙ୍ଗ ତିଆରି କରାଯିବ ।
- ଆଗ୍ରହ ଥିଲେ ମଧ୍ୟ ଅଧିକ ଆଧାର ପାଇଁ ନୂଆ ପ୍ରକଳ୍ପରେ ଭାଗ ନେବାକୁ ପଛଘୁଞ୍ଚା
- ଓଡ଼ିଆ ଉଇକିପିଡ଼ିଆର ପୃଷ୍ଠା ସବୁକୁ ଉଇକିଡାଟା ମାଧ୍ୟମରେ ସଂଯୋଗ କରିବା ।
- ଶିତିକଣ୍ଠଭାଇ ଟ୍ରାନ୍ସଉଇକି କରିଥିବା ଛାଞ୍ଚ ସବୁ ଉଇକିଡାଟା ମାଧ୍ୟମରେ ସଂଯୋଗ କରାଯିବ ।
- ଓଡ଼ିଆ ଉଇକିପିଡ଼ିଆର ଠିକ ପରିଚାଳନା
- ଆଦିତ୍ୟ ଭାଇଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ
- ପରୋକ୍ଷ ପ୍ରଚାର ନିମନ୍ତେ ଆରମ୍ଭ କରିଥିବା ଫେସବୁକ କୋଠ ନିମନ୍ତେ ସମୟ ବାହର କରିବା ।
- ଫେସବୁକ/ମେଲ ମାଧ୍ୟମରେ ନୂଆ ବ୍ୟବହାରକାରୀଙ୍କୁ ଯୋଗାଯୋଗ କରିବା
- ଇଂରାଜୀ/ହିନ୍ଦୀ/ସଂସ୍କୃତ ଭାଷାର ଉଇକିପିଡ଼ିଆରେ ଅବଦାନ ହେତୁ ସମୟର ସ୍ଵଳ୍ପତା ।
- ଅନୁରୋଧ କରୁଥିବା ଅନ୍ୟ ଭାଷାର ଉଇକିଆଳିଙ୍କୁ ସହଯୋଗ କରିବା
- ଅନ୍ୟ ଭାଷାରେ ଉଇକିର ମୂଳନୀତିନିୟମ ଠିକ କରିବା
- ଠିକ ପରିଚାଳନା/ନୀତିନିୟମ ବିଷୟରେ ଜାଣିବା
- ନୂଆ ଓଡ଼ିଆ ଉଇକିପାଠାଗାର ସହ ପୁରୁଣା ଓଡ଼ିଆ ଉଇକିଭିଧାନକୁ ପର୍ଯ୍ୟାପ୍ତ ସମୟ ଦେଇ ହେଉନି ।
- ଉଇକି ପାଠାଗାରରେ ସାହାଯ୍ୟ ପୃଷ୍ଠା ତିଆରି କରିବା ।
- ବଟ ବାବଦରେ ଶିଖିବା ।
ଆଉରି ବାକି ଅଛି...