ବ୍ୟବହାରକାରୀ:MKar/ଉଇକିନିଶା

ଉଇକିପିଡ଼ିଆ‌ରୁ
  • ଉଇକି ଏକ ଚମତ୍କାର ନିଶା :) ନିଶା ଧରିବା ସହଜ କିନ୍ତୁ ଛାଡ଼ିବା...
  • ପ୍ରଥମ ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ର ଏପର୍ଯ୍ୟନ୍ତ ଅଧାରେ ରହିଛି ।
  • ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରକଳ୍ପ ଅଧାରେ ରହିଛି ।
    • ନିର୍ମଳ ଭାଇଙ୍କୁ ଧନ୍ୟବାଦ ଇଂରାଜୀ ଉଇକିରେ ସାହାଯ୍ୟ କରିଥିବାରୁ ।
  • ତାରିଖ ପ୍ରସଙ୍ଗ ସହ ତଥ୍ୟ ଯୋଡ଼ିବା ଅଧାରେ ରହିଛି ।
    • ପ୍ରସଙ୍ଗ ତିଆରିରେ ସାହାଯ୍ୟ କରିଥିବାରୁ ଶିତିକଣ୍ଠ ଭାଇଙ୍କୁ ଧନ୍ୟବାଦ ।
  • ନୂଆ ପ୍ରଧାନପୃଷ୍ଠା ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ।
  • ଫେବୃଆରୀ ୨୦୧୨ରେ ଆରମ୍ଭ କରିଥିବା ଅନୁବାଦ ଅଧାରେ ଛାଡ଼ିବା ।
    • ଜ୍ଞାନଭାଇଙ୍କୁ ଧନ୍ୟବାଦ, ସେ କାମଟି ହାତକୁ ନେଲେ
  • ପୂର୍ବରୁ ଟାଇପ କରି ସାରିଥିବା ତଥ୍ୟକୁ ଉଇକିକରଣ କରିବା ବାକି ଅଛି ।
  • ଓଡ଼ିଆ ଉଇକିପିଡ଼ିଆର ପୃଷ୍ଠା ସବୁକୁ ଉଇକିଡାଟା ମାଧ୍ୟମରେ ସଂଯୋଗ କରିବା ।
    • ଶିତିକଣ୍ଠଭାଇ ଟ୍ରାନ୍ସଉଇକି କରିଥିବା ଛାଞ୍ଚ ସବୁ ଉଇକିଡାଟା ମାଧ୍ୟମରେ ସଂଯୋଗ କରାଯିବ ।
  • ଓଡ଼ିଆ ଉଇକିପିଡ଼ିଆର ଠିକ ପରିଚାଳନା
    • ଆଦିତ୍ୟ ଭାଇଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ
  • ପରୋକ୍ଷ ପ୍ରଚାର ନିମନ୍ତେ ଆରମ୍ଭ କରିଥିବା ଫେସବୁକ କୋଠ ନିମନ୍ତେ ସମୟ ବାହର କରିବା ।
    • ଫେସବୁକ/ମେଲ ମାଧ୍ୟମରେ ନୂଆ ବ୍ୟବହାରକାରୀଙ୍କୁ ଯୋଗାଯୋଗ କରିବା
  • ଇଂରାଜୀ/ହିନ୍ଦୀ/ସଂସ୍କୃତ ଭାଷାର ଉଇକିପିଡ଼ିଆରେ ଅବଦାନ ହେତୁ ସମୟର ସ୍ଵଳ୍ପତା ।
    • ଅନୁରୋଧ କରୁଥିବା ଅନ୍ୟ ଭାଷାର ଉଇକିଆଳିଙ୍କୁ ସହଯୋଗ କରିବା
    • ଅନ୍ୟ ଭାଷାରେ ଉଇକିର ମୂଳନୀତିନିୟମ ଠିକ କରିବା
    • ଠିକ ପରିଚାଳନା/ନୀତିନିୟମ ବିଷୟରେ ଜାଣିବା
  • ନୂଆ ଓଡ଼ିଆ ଉଇକିପାଠାଗାର ସହ ପୁରୁଣା ଓଡ଼ିଆ ଉଇକିଭିଧାନକୁ ପର୍ଯ୍ୟାପ୍ତ ସମୟ ଦେଇ ହେଉନି ।
  • ଉଇକି ପାଠାଗାରରେ ସାହାଯ୍ୟ ପୃଷ୍ଠା ତିଆରି କରିବା ।
  • ବଟ ବାବଦରେ ଶିଖିବା ।

ଆଉରି ବାକି ଅଛି...