ବ୍ୟବହାରକାରୀ:DashNistha/ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା

ଉଇକିପିଡ଼ିଆ‌ରୁ

ସାମାଜିକ ସୁରକ୍ଷା ଯୋଜନା ଅଧିନସ୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧ ମଇ ୨୦୧୫ରେ ଶୁଭାରମ୍ଭ ହୋଇଥିବା ଏକ ବୀମା ଯୋଜନା । ଏହି ବୀମା ଯୋଜନା ଅନ୍ତର୍ଗତ ଏକ ବର୍ଷର ବୀମା କଭର ମିଳିବ । ଏହା ପ୍ରତିବର୍ଷ ନବୀକରଣ ଯୋଗ୍ୟ ଅଟେ । ଯେକୌଣସି ଦୁର୍ଘଟନ ଜନିତ ମୃତ୍ୟୁରେ ଏହି ବୀମା ରାଶି ମିଳିବ ଏହି ଯୋଜନା ଭାରତୀୟ ଜୀବନ ବୀମା ନିଗମ ସହ ପ୍ରସ୍ତୁତ ଏବଂ ପରିଚାଳିତ କରାଯାଉଛି । ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ଏବଂ ଅନ୍ୟ ବୀମା କମ୍ପାନୀ ଯେଉଁମାନେ ଉକ୍ତ ଯୋଜନାରେ ଯୋଗଦେବାକୁ ଚାହିଁବେ ବ୍ୟାଙ୍କ ସହ ଅନୁବନ୍ଧିତ ହେବେ ସେମାନେ ସେମାନଙ୍କ ଗ୍ରାହକମାନଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରିପାରିବେ ।


କଭର ସୁବିଧା[ସମ୍ପାଦନା]

ନାମାଙ୍କନ ଅବଧି[ସମ୍ପାଦନା]

ନାମାଙ୍କନ ପ୍ରକ୍ରିୟା[ସମ୍ପାଦନା]

ଲାଭ[ସମ୍ପାଦନା]

ପ୍ରିମିୟମ[ସମ୍ପାଦନା]

ବୀମା ରାଶି କେତେ ମିଳିବ[ସମ୍ପାଦନା]

ଯୋଗ୍ୟତା[ସମ୍ପାଦନା]

ମୂଖ୍ୟ ପଲିସିଧାରୀ[ସମ୍ପାଦନା]

ଆଶ୍ବାସନାର ସମାପ୍ତି[ସମ୍ପାଦନା]

ସରକାରଙ୍କ ଯୋଗଦାନ[ସମ୍ପାଦନା]

ପ୍ରଶାସନ[ସମ୍ପାଦନା]

ପ୍ରିମିୟମର ବିନିଯୋଗ[ସମ୍ପାଦନା]

ଉଦ୍ଧୃତି[ସମ୍ପାଦନା]