ବ୍ୟବହାରକାରୀଙ୍କ ଆଲୋଚନା:Waldyrious
ପାଛୋଟା!
ଓଳିଗି, Waldir ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ
- ଶିକ୍ଷଣ
- ଫରଦଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}}
କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!
--Srikant Kedia ୧୫:୪୪, ୭ ଡିସେମ୍ବର ୨୦୧୧ (UTC)
Waldyriousଙ୍କ ସହ ଏକ ଆଲୋଚନା ଆରମ୍ଭ କରନ୍ତୁ
Talk pages are where people discuss how to make content on ଉଇକିପିଡ଼ିଆ the best that it can be. Start a new discussion to connect and collaborate with Waldyrious. What you say here will be public for others to see.