ବ୍ୟବହାରକାରୀଙ୍କ ଆଲୋଚନା:Sitaram Agrawalla

Page contents not supported in other languages.
ଉଇକିପିଡ଼ିଆ‌ରୁ

ସ୍ୱାଗତ ଓ ନମିତା ଅଗ୍ରୱାଲରେ ଆପଣଙ୍କ ବଦଳ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଧ୍ୟାନଦେବେ ଯେ ନମିତା ଅଗ୍ରୱାଲରେ ନିକଟରେ ଆପଣଙ୍କର ସମ୍ପାଦନା ଉଇକିପିଡ଼ିଆର ନିୟମାବଳୀର ଉଲ୍ଲଂଘନ କରୁଥିବାରୁ ତାହାକୁ ବଦଳାଯାଇଛି । ଦୟାକରି ନିଜର ସମ୍ପାଦନାରେ ସବୁବେଲେ ଆଧାର ଯୋଡ଼ିବେ ଓ ଆଗକୁ କୌଣସି ସମ୍ପାଦନା ଆଗରୁ ଏହି ପୃଷ୍ଠାରୁ ସମସ୍ତ ନିୟମ ପଢ଼ି ତାହାକୁ ନିଜ ଲେଖାରେ ବ୍ୟବହାର କରିବେ । --ସୁଭ (ଆଳାପ) ୧୦:୦୦, ୪ ଡିସେମ୍ବର ୨୦୧୯ (IST)[reply]

Sitaram Agrawalla, ଧନ୍ୟବାଦ – ~~~~