ବ୍ୟବହାରକାରୀଙ୍କ ଆଲୋଚନା:Sanat Kumar Behera

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆପଣ ଉଇକିପିଡ଼ିଆରେ ଲେଖିବାକୁ କିଛି ସହଯୋଗ ଲୋଡୁଛନ୍ତି କି??[ସମ୍ପାଦନା]

କ୍ଲିକ କରି ପ୍ରଶ୍ନଟିଏ ପଚାରନ୍ତୁ
ଆଦରର Sanat Kumar Behera!,

{{ safesubst:#if: |{{{message}}}| ଆପଣ ଉଇକିପିଡ଼ିଆରେ ଲେଖିବା ବାବଦରେ ଏକ କର୍ମଶାଳାରେ ଯୋଗ ଦେଇଥିଲେ ।

♦ ଯଦି ଆପଣଙ୍କୁ କୌଣସି ପ୍ରକାରର ସହଯୋଗ ଲୋଡ଼ା ତେବେ ଦୟାକରି ଏହି ଲିଙ୍କକୁ ଯାଆନ୍ତୁ: ଚାଟସଭା
ଯଦି ଆପଣ କି ପ୍ରକାରର ପ୍ରସଙ୍ଗ ଲେଖିବେ ତାହା ଜାଣିପାରୁନାହାନ୍ତି ତେବେ ଏଠାରେ ଆପଣଙ୍କ ପାଇଁ ପାଞ୍ଚୋଟି ନମୁନା ରହିଲା: ଅନୁଗୋଳ, ନାଲକୋନଗର, ନାଲକୋ, ଦେଉଳଝରି ଉଷ୍ଣପ୍ରସ୍ରବଣ ଓ [[ବିଜୁ ପଟ୍ଟନାୟକ] ।
♦ ଉପରେ ଥିବା ଲିଙ୍କରେ କ୍ଲିକ କରି ପ୍ରସଙ୍ଗଟି ପଢ଼ନ୍ତୁ, ସେଥିରେ କିଛି ଭୁଲ ଥିଲେ ବାଛନ୍ତୁ, ଏହାକୁ ବଦଳାନ୍ତୁରେ କ୍ଲିକ କରନ୍ତୁ, ତହିଁରେ କିଛି ଉପଯୋଗୀ ତଥ୍ୟ ଯୋଡ଼ନ୍ତୁ ଓ ଏକ ପ୍ରମାଣଯୋଗ୍ୟ ମୂଳ ଆଧାର ଯହିଁରୁ ଆପଣ ସେହି ତଥ୍ୟ ନେଇଛନ୍ତି ତାହାର ବିବରଣୀ ଦିଅନ୍ତୁ ।
♦ ଆପଣ କରିଥିବା ବଦଳର ଏକ ଛୋଟ ସାରକଥା ଦିଅନ୍ତୁ ଓ ସାଇତିବେ ରେ କ୍ଲିକ କରି ଲେଖାଟି ସାଇତନ୍ତୁ ।
ଲେଖି ଚାଲନ୍ତୁ!}}

-- ସୁଭ (ଆଲୋଚନା)