ବ୍ୟବହାରକାରୀଙ୍କ ଆଲୋଚନା:MKar/ଓଡ଼ିଆ କଥାଚିତ୍ର ଛାଞ୍ଚ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ଛାଞ୍ଚରେ କିଛି ବଦଳ ପାଇଁ ଅନୁରୋଧ[ସମ୍ପାଦନା]

ଭାଇ ଛାଞ୍ଚରେ କିଛି ବଦଳ ପାଇଁ ଅନୁରୋଧ କରୁଛି:

  • ଚୋରି ଚୋରି ମନ ଚୋରିରେ ଏବେ ସେହି ପ୍ରସଙ୍ଗ ଭିତରେ ଥିବା ବିଭିନ୍ନ ତଥ୍ୟକୁ ନେଇ କିଛି ବାକ୍ୟ ମୁଁ କେବଳ ଯୋଡ଼ିଛି । ଅଧିକ ହେଲେ ୩-୫ ମିନିଟ ଭିତରେ ଏତକ ଲେଖାଯାଇ ପାରିବ ଆଉ ଉପକ୍ରମ ପାରାଗ୍ରାଫରେ କେବଳ ଗୋଟାଏ ଧାଡ଼ିରୁ ଅଧିକ ବାକ୍ୟ କିଛି ଦରକାରୀ ତଥ୍ୟ ସହ ରହିବ । ଫଳରେ:
    • ଲେଖାଟି ପଢୁଥିବା ପାଠକଙ୍କୁ ପ୍ରସଙ୍ଗଟି ଖୁବ ଛୋଟ ଲାଗିବ ନାହିଁ ।
    • ଅନେକ ସମୟରେ ୱେବ କ୍ରଲିଂରେ ପ୍ରଥମ ପାରାଗ୍ରାଫଟି ଆସୁଥିବାରୁ ଏଥିରେ ଅଧିକ ତଥ୍ୟ ରହିଲେ ସିନେମା ସମ୍ବନ୍ଧିତ ପ୍ରସଙ୍ଗଗୁଡ଼ିକ ୱେବ ସର୍ଚରେ ସହଜରେ ଆସିବ ।
  • ଓଡ଼ିଆ ମୁଭି ଡାଟାବେସରେ ଥିବା ଉଣା ଅଧିକ ସିନେମାର ସବିଶେଷ ଭୀମ ସିଂହଙ୍କ ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ ବହିରୁ ଆସିଥିବାରୁ OMDBରୁ ନିଆଯାଇଥିବା ତଥ୍ୟ ପାଇଁ ଯୋଡ଼ିଏ ଆଧାର ରହିବ । ଏଣୁ କେବଳ ଏହି କ୍ଷେତ୍ରରେ ବହିଟି ପାଇଁ ଗୋଟେ ସ୍ଥାୟୀ ଆଧାର ଆମେ ବାଇ-ଡିଫଲ୍ଟ ଦେଇପାରିବା କି?
<ref name="singh">{{cite book|last=ସିଂହ|first=ଭୀମ|title=ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ}}</ref> 
 ବଦଳ କରିଦେଇଛି । ମତାମତ ନିମନ୍ତେ ସାଧୁବାଦ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୨୪, ୧୩ ଫେବୃଆରୀ ୨୦୧୬ (IST)[reply]