ବ୍ୟବହାରକାରୀଙ୍କ ଆଲୋଚନା:Jiboner&to
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୩ ବର୍ଷ ପୂର୍ବେ by Psubhashish in topic ଗୋଲ୍ଡମାଇନ୍ସ ଟେଲିଫିଲ୍ମ ଲିମିଟେଡ୍ ପ୍ରସଙ୍ଗ
ଆଦରର Jiboner&to, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ସୁଭ (ଆଳାପ) ୦୯:୧୮, ୩ ଫେବୃଆରୀ ୨୦୨୨ (IST)
ଗୋଲ୍ଡମାଇନ୍ସ ଟେଲିଫିଲ୍ମ ଲିମିଟେଡ୍ ପ୍ରସଙ୍ଗ
[ସମ୍ପାଦନା]ଦୟାକରି ପ୍ରସଙ୍ଗ ତିଆରି କରିବା ଆଗରୁ ଉଇକିପିଡ଼ିଆ:ନିୟମାବଳୀ ଦେଖିବା ପାଇଁ ଅନୁରୋଧ । ଆପଣ ନିକଟରେ ତିଆରି କରିଥିବା ପ୍ରସଙ୍ଗ ସିଧା ମେସିନ ଟ୍ରାନ୍ସଲେସନଦ୍ୱାରା ତିଆରି ଓ ଉଇକିପିଡ଼ିଆରେ ରହିବା ଅନୁପଯୁକ୍ତ । ପ୍ରସଙ୍ଗଟିର ମାନ ଆଗାମୀ ଦଶଦିନ ଭିତରେ (ଫେବୃଆରୀ ୧୩ ତାରିଖ ସୁଦ୍ଧା) ଉନ୍ନତ ନ କରାଗଲେ ତାହାକୁ ଲିଭାଇଦିଆଯିବ । ସୁଭ (ଆଳାପ) ୦୯:୨୫, ୩ ଫେବୃଆରୀ ୨୦୨୨ (IST)