ବ୍ୟବହାରକାରୀଙ୍କ ଆଲୋଚନା:Hariharprasadsatapathy

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Hariharprasadsatapathy, ଧନ୍ୟବାଦ – ~~~~

--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୨୭, ୯ ଫେବୃଆରୀ ୨୦୧୪ (UTC)

ଓଡ଼ିଆରେ ଲେଖିବେ କିପରି[ସମ୍ପାଦନା]

ହରିହର ଭାଇ,

ଆପଣ ଚାଟସଭାରେ ଓଡ଼ିଆରେ କିପରି ଟାଇପ କରିବେ ତାହା ପଚାରିଥିଲେ । ତଳେ ତା'ର ଉତ୍ତର ଲେଖିଲି ।

୧. ମୁଁ ଓଡ଼ିଆରେ କେମିତି ଟାଇପ କରିପାରିବି ?
ଓଡ଼ିଆରେ ଟାଇପ କରିବା ନିମନ୍ତେ ପ୍ରଥମେ ଆପଣଙ୍କୁ ଲଗ-ଇନ କରିବାକୁ ପଡ଼ିବ । ସମସ୍ତ ପୃଷ୍ଠାରେ ଉପରେ ଡାହାଣ ପଟେ ଲଗ-ଇନ (Log-in) ଲିଙ୍କରେ କ୍ଲିକ କରି ଆପଣ ଲଗ-ଇନ କରିପାରିବେ । ତା' ପରେ ଉପରେ ଥିବା ପସନ୍ଦକୁ ଯାଇ "Enable the Universal Language Selector" (ଚିତ୍ରରେ ଦେଖା ହେଲା ଭଳି) ଅପ୍‌ସନ‌ଟି ସକ୍ରିୟ କରିବେ ।

ଏହା ପରେ ଆପଣ ଓଡ଼ିଆରେ ଟାଇପ କରି ଲେଖିପାରିବେ । ତେବେ ଲେଖିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଲେ-ଆଉଟ ବା ଅକ୍ଷର ସଜାଣି ମଧ୍ୟ ବାଛି ପାରିବେ । ଏଥିପାଇଁ ପୃଷ୍ଠାର ବାମ ପାଖରେ ଥିବା ଗିଅର ଆଇକନରେ କ୍ଲିକ କରନ୍ତୁ ।
ଏହିପରି ଏକ ବଡ଼ Popup Window ଖୋଲିବ

ଓଡ଼ିଆ ବାଛନ୍ତୁ

Apply settingsରେ କ୍ଲିକ କରନ୍ତୁ

ଉଇକିପିଡ଼ିଆରେ ଲେଖିବା ବାବଦରେ ଅଧିକ ଜାଣିବା ପାଇଁ ଏହି ଲିଙ୍କଟି (https://or.wikipedia.org/wiki/WP:CS) ବି ଦେଖିପାରିବେ ଓ ସେଠାରେ ଅଧିକ ପ୍ରଶ୍ନ ପଚାରିପାରିବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୧୮, ୧୧ ଫେବୃଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)