Jump to content

ବ୍ୟବହାରକାରୀଙ୍କ ଆଲୋଚନା:Hariharprasadsatapathy

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଦରର Hariharprasadsatapathy, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ

ଧନ୍ୟବାଦ! – ~~~~

--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୨୭, ୯ ଫେବୃଆରୀ ୨୦୧୪ (UTC)

ଓଡ଼ିଆରେ ଲେଖିବେ କିପରି

[ସମ୍ପାଦନା]

ହରିହର ଭାଇ,

ଆପଣ ଚାଟସଭାରେ ଓଡ଼ିଆରେ କିପରି ଟାଇପ କରିବେ ତାହା ପଚାରିଥିଲେ । ତଳେ ତା'ର ଉତ୍ତର ଲେଖିଲି ।

୧. ମୁଁ ଓଡ଼ିଆରେ କେମିତି ଟାଇପ କରିପାରିବି ?
ଓଡ଼ିଆରେ ଟାଇପ କରିବା ନିମନ୍ତେ ପ୍ରଥମେ ଆପଣଙ୍କୁ ଲଗ-ଇନ କରିବାକୁ ପଡ଼ିବ । ସମସ୍ତ ପୃଷ୍ଠାରେ ଉପରେ ଡାହାଣ ପଟେ ଲଗ-ଇନ (Log-in) ଲିଙ୍କରେ କ୍ଲିକ କରି ଆପଣ ଲଗ-ଇନ କରିପାରିବେ । ତା' ପରେ ଉପରେ ଥିବା ପସନ୍ଦକୁ ଯାଇ "Enable the Universal Language Selector" (ଚିତ୍ରରେ ଦେଖା ହେଲା ଭଳି) ଅପ୍‌ସନ‌ଟି ସକ୍ରିୟ କରିବେ ।

ଏହା ପରେ ଆପଣ ଓଡ଼ିଆରେ ଟାଇପ କରି ଲେଖିପାରିବେ । ତେବେ ଲେଖିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଲେ-ଆଉଟ ବା ଅକ୍ଷର ସଜାଣି ମଧ୍ୟ ବାଛି ପାରିବେ । ଏଥିପାଇଁ ପୃଷ୍ଠାର ବାମ ପାଖରେ ଥିବା ଗିଅର ଆଇକନରେ କ୍ଲିକ କରନ୍ତୁ ।
ଏହିପରି ଏକ ବଡ଼ Popup Window ଖୋଲିବ

ଓଡ଼ିଆ ବାଛନ୍ତୁ

Apply settingsରେ କ୍ଲିକ କରନ୍ତୁ

ଉଇକିପିଡ଼ିଆରେ ଲେଖିବା ବାବଦରେ ଅଧିକ ଜାଣିବା ପାଇଁ ଏହି ଲିଙ୍କଟି (https://or.wikipedia.org/wiki/WP:CS) ବି ଦେଖିପାରିବେ ଓ ସେଠାରେ ଅଧିକ ପ୍ରଶ୍ନ ପଚାରିପାରିବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୧୮, ୧୧ ଫେବୃଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ

[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)