ବ୍ୟବହାରକାରୀଙ୍କ ଆଲୋଚନା:Girija sankar panda

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଓଡିଆ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Girija sankar panda, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୫୮, ୩ ମାର୍ଚ୍ଚ ୨୦୧୪ (UTC)

Article ଭାଷା[ସମ୍ପାଦନା]

ଗିରିଜା ବାବୁ, ଆପଣଙ୍କ ଅବଦାନ ଓ ଆଗ୍ରହ ପାଇଁ ଅନେକ ଅନେକ ଧନ୍ୟବାଦ । କିନ୍ତୁ ଏହା ଓଡ଼ିଆ ଉଇକିପିଡିଆ ଅଟେ । ଏଥିରେ କେବଳ ଓଡ଼ିଆ ଭାଷାରେ Article ଲେଖା ଯାଏ । ଏଣୁ ଦୟାକରି ଆପଣ ଲେଖିଥିବା ମୂଲ୍ୟବାନ ଲେଖା ସବୁକୁ ଅନୁବାଦ କରିଇବାକୁ ଅନୁରୋଧ । ଓଡ଼ିଆ କିପରି ଲେଖିବେ ଜାଣିବା ପାଇଁ ଏହି ଲିଙ୍କ ଟି ଦେଖନ୍ତୁ - ଉଇକିପିଡ଼ିଆ:ଚାଟସଭା/ଉତ୍ତର, କିମ୍ବା କିଛି ପଚାରିବ କୁ ଚାହୁଁଥିଲେ ଏଠାରେ ପଚାରି ପାରିବେ - ଉଇକିପିଡ଼ିଆ:ଚାଟସଭା । ଧନ୍ୟବାଦ । --ଶିତିକଣ୍ଠ (ଆଲୋଚନା) ୧୪:୫୩, ୬ ମାର୍ଚ୍ଚ ୨୦୧୪ (UTC)

ଅବଦାନ ପାଇଁ ଧନ୍ୟବାଦ[ସମ୍ପାଦନା]

ଗିରିଜା ବାବୁ, ବିଜ୍ଞାନ ସମ୍ପର୍କିତ ଲେଖାରେ ଅବଦାନ କରିଥିବାରୁ ଅନେକ ଅନେକ ଧନ୍ୟବାଦ । ଓଡ଼ିଆ ଉଇକିପିଡିଆରେ ଥିବା ଏହି ବିଜ୍ଞାନ ପ୍ରକଳ୍ପଟିକୁ ବି ଟିକିଏ ଦେଖିବା ପାଇଁ ଅନୁରୋଧ । ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି ତେବେ ଅନ୍ୟ ଉଇକିଆଆଳି ମାନଙ୍କୁ ଆପଣ ଏହି ଫେସବୁକ ଗ୍ରୁପରେ ଭେଟିପରିବେ । ଆପଣ ଯଦି ଓଡ଼ିଆ ଲେଖିବାରେ କିଛି ଅସୁବିଧା ହେଉଛି ବୋଲି ଭାବୁଛନ୍ତି ତେବେ ତେବେ ଏହି ଟୁଲ ବ୍ୟବହାର କରି ଲେଖିପାରିବେ । ଧନ୍ୟବାଦ ।--ଶିତିକଣ୍ଠ (ଆଲୋଚନା) ୦୩:୧୬, ୯ ମାର୍ଚ୍ଚ ୨୦୧୪ (UTC)

ସହଜରେ ତାଲିକା ତିଆରି କରିବା ବାବଦରେ[ସମ୍ପାଦନା]

ପ୍ରିୟ ଗିରିଜା ବାବୁ ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ ଆଉଥରେ ସାଧୁବାଦ, ତେବେ ସହଜରେ ଲେଖିବା ନିମନ୍ତେ କିଛି ସୂଚନା ଓ ସେସବୁକୁ ବ୍ୟବହାର କରିବା ନିମନ୍ତେ ଅନୁରୋଧ ।

ସଂଖ୍ୟାଦିଆ ତାଲିକା (numbered list) ତିଆରି କରିବା ପାଇଁ ୧, ୨, ୩, ୪ ବଦଳରେ '''#''' ଚିହ୍ନ ଦିଅନ୍ତୁ, ଏହା ଆପଣଙ୍କର ସମୟ ବଞ୍ଚାଇବ ଓ ନିର୍ଭୁଲ ହେବ । ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ ପ୍ରସଙ୍ଗରେ ଏହାକୁ ପରଖ କରି ଦେଖିପାରିବେ (ବାମ ପଟେ ଲେଖିଥିବା ୧, ୨, ୩, ୪, ସବୁ ଲିଭାଇ ସେ ସ୍ଥାନରେ # ଲେଖି ଦିଅନ୍ତୁ) । ସେମିତି ଚିହ୍ନଦିଆ ତାଲିକା (bulleted list) ପାଇଁ '''*''' ଦିଅନ୍ତୁ । ତାଲିକା ବାବଦରେ ଅଧିକ ଜାଣିବା ନିମନ୍ତେ ଇଂରାଜୀ ଉଇକିପିଡ଼ିଆର ତାଲିକା ପୃଷ୍ଠାଟି ଦେଖନ୍ତୁ ।
ଟ୍ରାନ୍ସଲିଟରେସନ ବ୍ୟବହାର କରି ଟାଇପ କରୁଥିଲେ ପୂର୍ଣ୍ଣଚ୍ଛେଦ ଲେଖିବା ପାଇଁ shift + z ବ୍ୟବହାର କରନ୍ତୁ । ଲେଖିବାରେ କିଛି ଅସୁବିଧା ହେଉଥିଲେ ଜଣାଇବାକୁ ଅନୁରୋଧ, ଧନ୍ୟବାଦ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୫୮, ୪ ଅପ୍ରେଲ ୨୦୧୪ (UTC)

A barnstar for you![ସମ୍ପାଦନା]

The Writer's Barnstar
ପ୍ରିୟ ଗିରିଜା ବାବୁ,

ଓଡ଼ିଆ ଉଇକିପିଡ଼ିଆରେ ବିଜ୍ଞାନ ସମ୍ପର୍କିତ ଲେଖାରେ ସକ୍ରିୟ ଅବଦାନ ଯୋଗୁଁ ଏହି ଛୋଟିଆ ଉପହାରଟିଏ । ଶିତିକଣ୍ଠ (ଆଲୋଚନା) ୦୬:୨୫, ୨୫ ଅପ୍ରେଲ ୨୦୧୪ (UTC)

ନୂଆ ପ୍ରସଙ୍ଗ୍ଗ ତିଆରି ବାବଦରେ[ସମ୍ପାଦନା]

ଗିରିଜା ବାବୁ, ଆପଣ ଏତେ ଆଗ୍ରହ ନେଇ ଉଇକିପିଡ଼ିଆରେ ଲେଖାଲେଖି କରିବା ଦେଖି ଖୁସି ଲାଗୁଛି । ତେବେ ନିକଟରେ ଆପଣ ତିଆରିଥିବା ଓଡ଼ିଆ ମସଲାଋ ଇଂରାଜୀ ପ୍ରତିଶବ୍ଦ ଏକ ଲେଖାଯୋଗ୍ୟ ପ୍ରସଙ୍ଗ ନୁହେଁ । କାରଣ ଏହା ଏକ ଉପାଦେୟ ଲେଖା ହେଲେ ହେଁ ଏନସାଇକ୍ଲୋପିଡ଼ିଆରେ ରହିପାରିବ ନାହିଁ । ବରଂ ଏହା ଉଇକିଅଭିଧାନରେ ରହିବ, କିନ୍ତୁ ପ୍ରତିଟି ଶବ୍ଦ ଅଲଗା ଅଲଗା ପୃଷ୍ଠାରେ । ତେବେ ମସଲାର ତାଲିକା ଟିକେ ଭିନ୍ନ ଧରଣର ତିଆରି କଲେ ତାହା ରହିପାରିବ । ଏସବୁ ମସଲା ବାକି ରାଜ୍ୟରେ ମଧ୍ୟ ମିଳିଥାଏ । ତେଣୁ ଇଂରାଜୀ ଲେଖା w:List of Indian spicesର ଆଧାରରେ ଆପଣ ଏ ଲେଖାଟିକୁ ସାମାନ୍ୟ ବଦଳାଇପାରିବେ । ଯଦି କିଛି ଅଧିକ ଜାଣିବାକୁ ଚାହାନ୍ତି ତାହେଲେ ମୋତେ ଏଇ ଆଲୋଚନା ତଳେ ପଚାରିପାରିବେ । --ସୁଭାସିସ ପାଣିଗାହି ଆଳାପ ୦୩:୧୭, ୫ ଫେବୃଆରୀ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)