ବ୍ୟବହାରକାରୀଙ୍କ ଆଲୋଚନା:Daniel bg~orwiki

Page contents not supported in other languages.
ଉଇକିପିଡ଼ିଆ‌ରୁ

ପାଛୋଟା!

ଓଳିଗି, Daniel bg ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth (ମୋ କଥା) ୦୬:୨୫, ୧୭ ମାର୍ଚ ୨୦୧୧ (UTC)

Hola! Normalmente trabajo con todas las Wikipedias, haciendo estudios para intentar detectar aquellas que tienen un alto contenido de vínculos externos o archivos basura, y ésta era una de ellas, por eso pedí acceso temporal a la administración. Al igual que tú, no conozco el idioma, y al parecer hay muy pocos usuarios que sí lo conocen... quien sabe, por ahí, será cerrada dentro de algún tiempo por falta de actividad. Como verás, mi primera prioridad fue crear Wikipedia:Protected titles, la plantilla Template:Tl y la plantilla {{protected title}}, para clausurar páginas que sean usadas por spambots. Mas que tareas de mantenimiento, no creo que podamos hacer mucho más. Es bueno saber que hay alguien más intentando mantener el orden aquí. Saludos y suerte. -- ReyBrujo ୦୩:୩୬, ୨୦ February ୨୦୦୭ (UTC)

Hi. I'm Sainsf. I'm thinking of using navigation boxes in this wiki. The codes I had copied and pasted here from English Wikipedia work, but are colourless. For example:


This wiki needs to be formatted. If you are an administrator here, please help me, if you are not then help me contact any one administrator you know. I know the Odia language very well, as I am a native. Please help me. Or those babel boxes you've on your user page can have their codes copied to turn into other navigation boxes etc. Thanks, --Sainsf ୧୪:୩୦, ୨୬ October ୨୦୧୦ (UTC)

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]


ଆଜ୍ଞା ନମସ୍କାର Daniel bg~orwiki,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୩:୩୮, ୮ ଅଗଷ୍ଟ ୨୦୧୧ (UTC)

Your account will be renamed[ସମ୍ପାଦନା]

୦୪:୨୩, ୧୮ ମାର୍ଚ୍ଚ ୨୦୧୫ (UTC)

୧୦:୦୯, ୧୯ ଅପ୍ରେଲ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)