ବ୍ୟବହାରକାରୀଙ୍କ ଆଲୋଚନା:Aditya prasad nayak

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Aditya prasad nayak, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୧୪:୪୦, ୧୧ ନଭେମ୍ବର ୨୦୧୫ (UTC)

ଆପଣଙ୍କ ତିଆରି ଓଁ ଲେଖାଟି ଲିଭାହେବା ଉପରେ! ଅଧିକ ଲେଖା ଯୋଡ଼ି ତା'କୁ ବଞ୍ଚାନ୍ତୁ[ସମ୍ପାଦନା]

ଆପଣଙ୍କ ତିଆରି ଓଁ ଲେଖାଟି ଲିଭାହେବା ଉପରେ! ଅଧିକ ଲେଖା ଯୋଡ଼ି ତା'କୁ ବଞ୍ଚାନ୍ତୁ! ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାରୁ ଅନୁବାଦ ମଧ୍ୟ କରିପାରିବେ । ଏହି ଭଳି ଅନେକ ଲେଖା ଆଗରୁ ଭଲ ଭାବେ ଲେଖାଯାଇଥିବାରୁ ଓଡ଼ିଆରେ ଆଉଥରେ ମୂଳରୁ ଲେଖିବାର ଆବଶ୍ୟକତା ନାହିଁ । ଆପଣ ସିଧା ଅନୁବାଦ କରିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୧୨:୫୯, ୪ ଡିସେମ୍ବର ୨୦୧୫ (UTC)