Jump to content

ବୋବ୍ୱିଲି

ଉଇକିପିଡ଼ିଆ‌ରୁ
(ବୋବ୍ବିଲିରୁ ଲେଉଟି ଆସିଛି)
Bobbili
బొబ్బిలి
Musical concert Mandapam at simhachalam
Musical concert Mandapam at simhachalam
CountryIndia
StateAndhra Pradesh
DistrictVizianagaram
Government
  MLASujay Krishna Rangarao, Ravu Venkata
Area
  ସମୁଦାୟ25.60 km2 (9.88 sq mi)
Elevation
103 m (338 ft)
Population
 (2011)[]
  Total୫୬,୮୧୯
  Density2,200/km2 (5,700/sq mi)
Languages
  OfficialTelugu
Time zoneUTC+5:30 (IST)
PIN
535 xxx
Telephone code91–8944
Sex ratio1:1 /
WebsiteBobbili Municipality
Statue of Thandra Paparayudu at RK Beach


ବୋବ୍ୱିଲି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ବିଜିଅ‌‌ନଗରଅମ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ବୋବ୍ୱିଲି ୧୮.୫୭୩୫ ଉତ୍ତର ଅକ୍ଷାଂଶ ଓ ୮୩.୩୫୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୮୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବୋବ୍ୱିଲି ସହରର ମୋଟ ଜନସଂଖ୍ୟା ୫୦୧୪୦ ଅଟେ ।[] ସେଥି ମଧ୍ୟରୁ ୪୯.୯୫% ଜଣ ପରୁଷ ହୋଇଥିବା ବେଳେ ୫୦.୦୫% ଜଣ ନାରୀ ଅଟନ୍ତି । ବୋବ୍ୱିଲିର ସାକ୍ଷରତା ହାର ୬୩.୫୭% ଅଟେ । ଏହା ଜାତୀୟ ହାରଠାରୁ ୧.୨୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୭୧% ପ୍ରତିଶତ ପୁରୁଷ ଓ ୨୭.୮୬% ନାରୀ ଅଟନ୍ତି । ୧୧.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ବୋବ୍ୱିଲିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Basic Information of Municipality". Municipal Administration & Urban Development Department, Govt. of Andhra Pradesh. Archived from the original on 4 March 2016. Retrieved 11 August 2014.
  2. "Census 2011". The Registrar General & Census Commissioner, India. Retrieved 11 August 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]