ବେଲ୍ଲାମ୍ପାଲ୍ଲୀ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bellampalli
బెల్లంపల్లి
बेल्लमपल्ली
CountryIndia
StateTelangana
DistrictAdilabad
Sub-districtsBellampalli, Kasipet
Area
 • ସମୁଦାୟ46.3 km2 (17.9 sq mi)
Population
 (2011)[୧] [୧]
 • Total୫୫,୮୪୧
Time zoneUTC+5.30 (IST)

ବେଲ୍ଲାମ୍ପାଲ୍ଲୀ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆଦିଲବଦ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବେଲ୍ଲାମ୍ପାଲ୍ଲୀ ସହରର ମୋଟ ଜନସଂଖ୍ୟା ୬୬୬୬୦ ଅଟେ ।[୨] ସେଥି ମଧ୍ୟରୁ ୫୦.୬୫% ଜଣ ପରୁଷ ହୋଇଥିବା ବେଳେ ୪୯.୩୫% ଜଣ ନାରୀ ଅଟନ୍ତି । ବେଲ୍ଲାମ୍ପାଲ୍ଲୀର ସାକ୍ଷରତା ହାର ୬୫.୦୮% ଅଟେ । ଏହା ଜାତୀୟ ହାରଠାରୁ ୦.୨୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୦୮% ପ୍ରତିଶତ ପୁରୁଷ ଓ ୨୮.୦୦% ନାରୀ ଅଟନ୍ତି । ୧୦.୫୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ତେଲୁଗୁ ବେଲ୍ଲାମ୍ପାଲ୍ଲୀର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Census 2011". The Registrar General & Census Commissioner, India. Retrieved 26 July 2014. {{cite web}}: line feed character in |publisher= at position 5 (help); line feed character in |title= at position 8 (help)
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]