ବେଲ୍ଲାମ୍ପାଲ୍ଲୀ
ଦେଖଣା
Bellampalli
బెల్లంపల్లి बेल्लमपल्ली | |
---|---|
Country | India |
State | Telangana |
District | Adilabad |
Sub-districts | Bellampalli, Kasipet |
Area | |
• ସମୁଦାୟ | 46.3 km2 (17.9 sq mi) |
Population | |
• Total | ୫୫,୮୪୧ |
Time zone | UTC+5.30 (IST) |
ବେଲ୍ଲାମ୍ପାଲ୍ଲୀ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆଦିଲବଦ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବେଲ୍ଲାମ୍ପାଲ୍ଲୀ ସହରର ମୋଟ ଜନସଂଖ୍ୟା ୬୬୬୬୦ ଅଟେ ।[୨] ସେଥି ମଧ୍ୟରୁ ୫୦.୬୫% ଜଣ ପରୁଷ ହୋଇଥିବା ବେଳେ ୪୯.୩୫% ଜଣ ନାରୀ ଅଟନ୍ତି । ବେଲ୍ଲାମ୍ପାଲ୍ଲୀର ସାକ୍ଷରତା ହାର ୬୫.୦୮% ଅଟେ । ଏହା ଜାତୀୟ ହାରଠାରୁ ୦.୨୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୦୮% ପ୍ରତିଶତ ପୁରୁଷ ଓ ୨୮.୦୦% ନାରୀ ଅଟନ୍ତି । ୧୦.୫୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ତେଲୁଗୁ ବେଲ୍ଲାମ୍ପାଲ୍ଲୀର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Census 2011". The
Registrar General & Census Commissioner, India. Retrieved 26 July 2014.
{{cite web}}
: line feed character in|publisher=
at position 5 (help); line feed character in|title=
at position 8 (help) - ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.