ବେଲାଟାସେପ୍ଟ
Clinical data | |
---|---|
Trade names | Nulojix |
AHFS/Drugs.com | monograph |
MedlinePlus | a606016 |
data |
|
Pregnancy category | |
Routes of administration | Intravenous |
Legal status | |
Legal status | |
(verify) |
ବେଲାଟାସେପ୍ଟ, ବେପାର ନାମ ନୁଲୋଜିକ୍ସ, ହେଉଛି ଏକ ଔଷଧ ଯାହା ବୃକ୍କ ଓ୍ରତିରୋପଣ ପରେ ପ୍ରତ୍ୟାଖ୍ୟନ ରୋକିବା ପାଇଁ ବ୍ୟବହୃତ ହୁଏ । [୧] ଏହା କର୍ଟିକୋଷ୍ଟେରଏଡ ଏବଂ ମାଇକୋଫେନୋଲିକ୍ ଏସିଡ୍ ସହିତ ବ୍ୟବହୃତ ହୁଏ । [୨] ଯୁକ୍ତରାଜ୍ୟରେ ବ୍ୟବହାର ସାଧାରଣତଃ ଏହା ସୁପାରିଶ କରାଯାଏ ନାହିଁ । [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ଲୋହିତ ରକ୍ତ କଣିକା, ତରଳ ଝାଡ଼ା, ମୂତ୍ରନଳୀ ସଂକ୍ରମଣ, ଫୁଲା, କୋଷ୍ଠକାଠିନ୍ୟ, ଜ୍ୱର, କାଶ, ବାନ୍ତି, ଏବଂ କମ୍ କିମ୍ବା ଉଚ୍ଚ ପୋଟାସିୟମ୍ ରକ୍ତ ସ୍ତର ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, କର୍କଟ ଏବଂ ପୋଷ୍ଟଟ୍ରାନ୍ସପ୍ଲାଣ୍ଟ ଲିମ୍ଫୋପ୍ରୋଲିଫରେଟିଭ୍ ରୋଗ ହୋଇପାରେ। [୪] ଏହା ଏକ ରେକମ୍ବିନାଣ୍ଟ ଫ୍ୟୁଜନ୍ ପ୍ରୋଟିନ୍ ଯାହା ଏକଟି ସେଲ୍ ଆକ୍ଟିଭେସନ୍ ଇନହିବିଟର ଭାବରେ କାର୍ଯ୍ୟ କରେ । [୩] [୪]
୨୦୧୧ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ବେଲାଟାସେପ୍ଟ ଅନୁମୋଦିତ ହୋଇଥିଲା। [୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୩୫୫ ପାଉଣ୍ଡ ଅଟେ। । [୩] ଯୁକ୍ତରାଷ୍ଟରେ ଏହି ପରିମାଣର ମୂଲ୍ୟ ୯୩୦ ଡଲାର । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "DailyMed - NULOJIX- belatacept injection, powder, lyophilized, for solution". dailymed.nlm.nih.gov. Archived from the original on 25 March 2021. Retrieved 8 January 2022.
- ↑ ୨.୦ ୨.୧ ୨.୨ "Nulojix". Archived from the original on 22 June 2021. Retrieved 8 January 2022.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 893. ISBN 978-0857114105.
- ↑ ୪.୦ ୪.୧ "Belatacept Monograph for Professionals". Drugs.com (in ଇଂରାଜୀ). Archived from the original on 24 November 2020. Retrieved 8 January 2022.
- ↑ "Belatacept Prices, Coupons & Savings Tips - GoodRx". GoodRx. Retrieved 8 January 2022.