ବେଲାଟାସେପ୍ଟ

ଉଇକିପିଡ଼ିଆ‌ରୁ
ବେଲାଟାସେପ୍ଟ
Clinical data
Trade namesNulojix
AHFS/Drugs.commonograph
MedlinePlusa606016
data
Pregnancy
category
  • AU: C
  • US: N (Not classified yet)
Routes of
administration
Intravenous
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
  (verify)

ବେଲାଟାସେପ୍ଟ, ବେପାର ନାମ ନୁଲୋଜିକ୍ସ, ହେଉଛି ଏକ ଔଷଧ ଯାହା ବୃକ୍‌କ ଓ୍ରତିରୋପଣ ପରେ ପ୍ରତ୍ୟାଖ୍ୟନ ରୋକିବା ପାଇଁ ବ୍ୟବହୃତ ହୁଏ । [୧] ଏହା କର୍ଟିକୋଷ୍ଟେରଏଡ ଏବଂ ମାଇକୋଫେନୋଲିକ୍ ଏସିଡ୍ ସହିତ ବ୍ୟବହୃତ ହୁଏ । [୨] ଯୁକ୍ତରାଜ୍ୟରେ ବ୍ୟବହାର ସାଧାରଣତଃ ଏହା ସୁପାରିଶ କରାଯାଏ ନାହିଁ । [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ଲୋହିତ ରକ୍ତ କଣିକା, ତରଳ ଝାଡ଼ା, ମୂତ୍ରନଳୀ ସଂକ୍ରମଣ, ଫୁଲା, କୋଷ୍ଠକାଠିନ୍ୟ, ଜ୍ୱର, କାଶ, ବାନ୍ତି, ଏବଂ କମ୍ କିମ୍ବା ଉଚ୍ଚ ପୋଟାସିୟମ୍ ରକ୍ତ ସ୍ତର ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, କର୍କଟ ଏବଂ ପୋଷ୍ଟଟ୍ରାନ୍ସପ୍ଲାଣ୍ଟ ଲିମ୍ଫୋପ୍ରୋଲିଫରେଟିଭ୍ ରୋଗ ହୋଇପାରେ। [୪] ଏହା ଏକ ରେକମ୍ବିନାଣ୍ଟ ଫ୍ୟୁଜନ୍ ପ୍ରୋଟିନ୍ ଯାହା ଏକଟି ସେଲ୍ ଆକ୍ଟିଭେସନ୍ ଇନହିବିଟର ଭାବରେ କାର୍ଯ୍ୟ କରେ । [୩] [୪]

୨୦୧୧ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ବେଲାଟାସେପ୍ଟ ଅନୁମୋଦିତ ହୋଇଥିଲା। [୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୩୫୫ ପାଉଣ୍ଡ ଅଟେ। । [୩] ଯୁକ୍ତରାଷ୍ଟରେ ଏହି ପରିମାଣର ମୂଲ୍ୟ ୯୩୦ ଡଲାର । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "DailyMed - NULOJIX- belatacept injection, powder, lyophilized, for solution". dailymed.nlm.nih.gov. Archived from the original on 25 March 2021. Retrieved 8 January 2022.
  2. ୨.୦ ୨.୧ ୨.୨ "Nulojix". Archived from the original on 22 June 2021. Retrieved 8 January 2022.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 893. ISBN 978-0857114105.
  4. ୪.୦ ୪.୧ "Belatacept Monograph for Professionals". Drugs.com (in ଇଂରାଜୀ). Archived from the original on 24 November 2020. Retrieved 8 January 2022.
  5. "Belatacept Prices, Coupons & Savings Tips - GoodRx". GoodRx. Retrieved 8 January 2022.