ବେତୱା ନଦୀ

Coordinates: 25°55′N 80°12′E / 25.917°N 80.200°E / 25.917; 80.200
ଉଇକିପିଡ଼ିଆ‌ରୁ
Betwa River (बेतवा)
Betwa River near Orchha
ଦେଶ India
ରାଜ୍ୟ Madhya Pradesh, Uttar Pradesh
City Vidisha
Source Vindhya Range
 - location Raisen district, Madhya Pradesh
Mouth Yamuna
 - location Hamirpur, Uttar Pradesh
 - coordinates 25°55′N 80°12′E / 25.917°N 80.200°E / 25.917; 80.200
Discharge for Rajghat Dam
 - average ୬୫୮ m3/s (୨୩,୨୩୭ cu ft/s) [୧]
 - max ୩,୧୭୮ m3/s (୧,୧୨,୨୩୦ cu ft/s)

ବେତୱା ବା ବେତ୍ରାବତୀ , ଉତ୍ତର ଭାରତୀୟ  ରାଜ୍ୟରେ ପ୍ରବାହିତ ଏକ ନଦୀ ।ଏହା ଯମୁନା ନଦୀର ଏକ ଉପନଦୀ । ଏହା ମଧ୍ୟପ୍ରଦେଶର ବିନ୍ଧ୍ୟ ପର୍ବତମାଳାରେ ହୋସଙ୍ଗାବାଦର ଉତ୍ତରରୁ ନିର୍ଗତ ହେଇ ଉତ୍ତର ପୂର୍ବ ଗିଗାରେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର  ଓରଛାକୁ ପ୍ରବାହିତ ହୁଏ । ଏହାର ଅର୍ଦ୍ଧାଧିକ ଦୈର୍ଘ୍ୟ , ଯାହା ସୁନାବ୍ୟା ନୁହେ, ମାଳବ ମାଳଭୂମି ଦେଇ ପ୍ରବାହିତ ହେଇଥାଏ । ବେତୱା ଓ ଯମୁନା ନଦୀର ସଂଗମ ଉତ୍ତରପ୍ରଦେଶର ହମୀରପୁରଠାରେ ଓରଛା ସନ୍ନିକଟରେ ଘଟେ ।   .[୨]

ଇତିହାସ [ସମ୍ପାଦନା]

River Betwa close to the 11th century Bhojeshwar Temple at Bhojpur, Madhya Pradesh
Chhatris on the bank of Betwa river

 ସଂସ୍କୃତ ଭାଷାରେ ବେତୱାକୁ ଭେତ୍ରାବତୀ କୁହାଯାଇଥାଏ । ପୁରାଣ ମହାଭାରତରେ ଏହାର ଉଲ୍ଲେଖ ଚରମାନବତୀ ନଦୀ ସହ ରହିଛି ।ଭେତ୍ରାବତୀକୁ ଶୁକ୍ତିମାଟି ନାମରେ ଭି କୁହାଯାଏ । ପ୍ରାଚୀନ ଛେଦୀ ରାଜବଂଶର ରାଜଧାନୀ ଏହି ନଦୀର ତଟରେ ଥିଲା । ଏହି ନଦୀର ଉପ୍ପତି ସ୍ଥଳରୁ ଯମୁନା ସହ ସଙ୍ଗମ ପର୍ଯ୍ୟନ୍ତ ଦୈର୍ଘ୍ୟ 590 କିଲୋମିଟର ଯାହା ମଧ୍ୟରୁ 232 କିଲୋମିଟର ମଧ୍ୟ ପ୍ରଦେଶରେ ଓ ଅବଶିଷ୍ଟ ଉତ୍ତରପ୍ରଦେଶରେ ପ୍ରବାହିତ । 1973 ମସିହାରେ ଉଭୟ ରାଜ୍ୟ ମଧ୍ୟରେ ବୁଝାମଣା ହେଇ ବେତୱା ନଦୀ ବୋର୍ଡ (BRB)  ଗଠନ ହେଇ କେନ୍ଦ୍ର ଜଳସଂପଦ ମନ୍ତ୍ରୀ , ଶକ୍ତି ମନ୍ତ୍ରୀ ଓ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଗଣ ସଦସ୍ୟ ରହିଛନ୍ତି .[୩]

ଭବିଷ୍ୟତ ଯୋଜନା [ସମ୍ପାଦନା]

 ନଦୀ ସଂଯୋଗୀକରଣ ଯୋଜନା ଅନୁସାରେ ବେତୱା ନଦୀ ସହ କେଁ ନଦୀର ସଂଯୋଗ କରାଯାଉଛି । ଏହି ନଦୀରେ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶର ମିଳିତ ଉଦ୍ୟମରେ ମାତାତିଲା ବନ୍ଧ ନିର୍ମାଣ କରାଯାଉଛି । ଏଠାରେ ବିଦେଶାଗତ ବହୁ ପକ୍ଷୀ ଆସିଥାନ୍ତି । .[୪]କେଁ ନଦୀ ସହ ସଂଯୋଗୀକରଣ ଓ କେନାଲ ନିର୍ମାଣ ପରେ 7,00.000 ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳି ପାରିବ। 

Dams[ସମ୍ପାଦନା]

  • ରାଜଘାଟ ଡେମ 
  • ମତାତିଲା ଡେମ 
  • ପରିଚ୍ଛା ଡେମ 
  • ଧୁରୱାରା ଡେମ 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. Chaube, U.C.; Suryavanshi, Shakti; Nurzaman, Lukman; Pandey, Ashish (Nov 7, 2011). "Synthesis of flow series of tributaries in Upper Betwa basin" (PDF). International Journal of Environmental Sciences. 1 (7). Retrieved 12 February 2014.
  2. "Betwa River". Archived from the original on 2016-08-24. Retrieved 2016-12-04.{{cite web}}: CS1 maint: bot: original URL status unknown (link)
  3. Betwa River Board[permanent dead link] Ministry of Water Resources website.
  4. Shukla, D.C. 1994 Habitat characteristics of wetlands of the Betwa Basin, India, and wintering populations of endangered waterfowl species.

ବାହାର ଲିଙ୍କ [ସମ୍ପାଦନା]