Jump to content

ବେଜଲୋଟୋକ୍ସୁମାବ

ଉଇକିପିଡ଼ିଆ‌ରୁ
ବେଜଲୋଟୋକ୍ସୁମାବ
Monoclonal antibody
TypeWhole antibody
SourceHuman
TargetClostridium difficile toxin B
Clinical data
Trade namesZinplava
AHFS/Drugs.commonograph
MedlinePlusa617003
data
Pregnancy
category
    Routes of
    administration
    Intravenous
    ATC code
    Legal status
    Legal status
    Identifiers
    CAS Number
    DrugBank
    ChemSpider
    • none
    UNII
    KEGG
    Chemical and physical data
    FormulaC6464H9974N1726O2014S46
    Molar mass୧,୪୫,୫୬୫.୭୨ g·mol−1

    ବେଜଲୋଟୋକ୍ସୁମାବ, ବିକ୍ରୟ ନାମ ଜିନପ୍ଲାଭା, ଏକ ଔଷଧ ଯାହା କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣରର ପୁନରାବୃତି ରୋକିବା ପାଇଁ ବ୍ୟବହୃତ ହୁଏ । [] ଆଣ୍ଟିବାୟୋଟିକ୍ ସହିତ ଏହା ବ୍ୟବହୃତ ହୁଏ । [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ଜ୍ୱର ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କ୍ଲୋଷ୍ଟ୍ରିଡିୟମ୍ ଡିଫାଇସିଲ ଟକ୍ସିନ ବି ସହିତ ଅନୁବନ୍ଧିତ ହୋଇଥାଏ । []

    ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ମେଡିକାଲ୍ ବ୍ୟବହାର ପାଇଁ ବେଜଲୋଟକ୍ସୁମାବ୍ ଅନୁମୋଦିତ ହୋଇଥିଲା । [] [] ଯୁକ୍ତରାଷ୍ଟ୍ରରେ ଏହାର ଏକ ୧୦୦୦ମିଗ୍ରା ଭାଏଲ ମୂଲ୍ୟ ପ୍ରାୟ ୪,୦୦୦ ଡଲାର ଅଟେ । []

    1. 1 2 3 "Zinplava". Archived from the original on 9 January 2021. Retrieved 10 January 2022.
    2. 1 2 "Zinplava". Archived from the original on 9 January 2021. Retrieved 10 January 2022.
    3. 1 2 "DailyMed - ZINPLAVA- bezlotoxumab injection, solution". dailymed.nlm.nih.gov. Archived from the original on 11 August 2021. Retrieved 10 January 2022.
    4. "Bezlotoxumab (Zinplava) Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 10 January 2022.
    5. "DailyMed - ZINPLAVA- bezlotoxumab injection, solution". dailymed.nlm.nih.gov. Archived from the original on 11 August 2021. Retrieved 10 January 2022.
    6. "Zinplava Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 25 October 2021. Retrieved 10 January 2022.