ବୁନ୍ଦି , ରାଜସ୍ଥାନ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବୁନ୍ଦି
बूंदी
ଛୋଟୀ କାଶୀ
ସହର
Panoramic view of the old town and palace of Bundi.
Panoramic view of the old town and palace of Bundi.
Country India
StateRajasthan
DistrictBundi
Named forBunda Meena (tribal leader)
Elevation
268 m (879 ft)
Population
 (2001)
 • Total୧,୦୪,୪୫୭ [୧]
 • Density193/km2 (500/sq mi)
Languages
 • OfficialHindi
Time zoneUTC+5:30 (IST)
PIN
323001
Sex ratio922 /
Websitebundi.rajasthan.gov.in/content/raj/bundi/en/home.html
View of Bundi Fort and Palace from the Highway.
An alley in the old town. Many of Bundi's houses are painted blue.
Street scene from Bundi, Rajasthan.
Lady in Bundi in the year 1986.

ଭୌଗୋଳିକ ସ୍ଥିତି [ସମ୍ପାଦନା]

ବୁନ୍ଦି ସହର କୋଟାଠାରୁ 35 କିଲୋମିଟର ଓ ରାଜଧାନୀ ଜୟପୁରଠାରୁ 210 କିଲୋମିଟର ଦୂରରେ ଅବସ୍ଥିତ । ଏହାର ଦିଗବାରେଣୀ 25.44°N 75.64°E ଓ ଏହା ସମୁଦ୍ରପତ୍ତନଠାରୁ 876 ଫୁଟ ଉପରେ ରହିଛି । ଏହି ସହରର ତିନି ପାଟରେ ଅରାବଳି ପର୍ବତମାଳା ଘେରି ରହିଛି । କୋଟା - ଚିତୋର୍ଗଦ ରେଳ ପଥ ଏଠାକୁ ଯାଇଥିବା ବେଳେ ଏଠାରେ ରେଳ ଷ୍ଟେସନ ମଧ୍ୟ ରହିଛି । ଏଠାରେ କମଲେଶ୍ୱର ମନ୍ଦିର ଓ ବିଜାସନ ମାତାଙ୍କ ମନ୍ଦିର ରହିଥିବାରୁ ଏହା ପର୍ଯ୍ୟଟନ ସ୍ଥଳୀ ସହ ଏକ ହିନ୍ଦୁ ତୀର୍ଥସ୍ଥଳୀର ମାନନ୍ୟତା ପାଏ ।  

ଜନ  ସଂଖ୍ୟା[ସମ୍ପାଦନା]

2001 ଜନଗଣନା[୨] ଅନୁସାରେ ବୁନ୍ଦିର ଲୋକ ସଂଖ୍ୟା 88,312 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 53% ଓ ମହୀୟାଲା ସଂଖ୍ୟା 47% ଥିବା ବେଳେ ସାକ୍ଷରତା ହାର 67% ଥିଲା । 6 ବର୍ଷରୁ କମ ଜନସଂଖ୍ୟା 14 % । ତେବେ 2011 ଜନଗଣନାରେ ଲୋକ ସଂଖ୍ୟା 104, 457କୁ ବୃଧ୍ହୀ ହେଇଥିବା ଜଣା ପଡେ । 

ଇତିହାସ [ସମ୍ପାଦନା]

ପ୍ରାଚୀନ ସମୟରେ ଏଠାରେ ବିଭିନ୍ନ ଜଣ ଜାତି ଓ ପ୍ରଜାତିର ଲୋକ ରହୁଥିଲେ । 1342 ମସିହାରେ ରାଓ ଦେବା ହଡା ନାମକ ଜଣେ ରାଜପୁତ ମୁଖିଆ  ଏହାକୁ ଅଧିକାରକୁ ନେଇ ବୁନ୍ଦି ରାଜ୍ୟ ଗଠନ କରିଥିଲେ । 

ପର୍ଯ୍ୟଟକ ଆକର୍ଷଣ ସବୁ [ସମ୍ପାଦନା]

  • 1354 ମସିହାରେ ନିର୍ମିତ ତାରାଗଡ ଦୁର୍ଗ ଏଠାରେ ଏକ ଦର୍ଶନୀୟ ପ୍ରାଚୀନ ସ୍ଥାପତ୍ୟ । ଏହା 16 ତମ ଶତାବ୍ଦୀରେ ଭୀମ ବୁରୁଜ ନାମରେ ଏକ ଦୁର୍ଗ ଭାବରେ ଥିଲା । 
  • ବୁନ୍ଦି ରାଜମହଳ ପାହାଡର ସମୀପ ଅଞ୍ଚଳରେ ଅବସ୍ଥିତ ଏବଂ ଏହା ପ୍ରାଚୀନ ମୁରାଲ ଚିତ୍ରପଟ ଓ ଚରୁ କଳା ସହ ରହିଛି । 
  • ବୁନ୍ଦି ନିକଟରେ ଅନନ୍ୟ ଧାରଣର ସ୍ଟେପ କୂପ ଦେଖିବାକୁ ମିଳେ । ଏହା ମଧ୍ୟରୁ 'ରାଣିଜୀ କି ବୋରୀ " ନାମକ କୂପ 46 ମିଟର ତଳକୁ ଖନନ କରି 1699 ମସିହାରେ ନିର୍ମିତ ହେଇଥିଲା । ଏହାର ପାଉଞ୍ଚ ଦେଇ ତଳକୁ ଯାଇ ହୁଏ । 
  • ବୁନ୍ଦି ନିକଟରେ ନବଲ ସାଗର ନାମକ ଏକ କୁତ୍ରିମ ହ୍ରଦ ରହିଛି । ବିଭିନ୍ନ ନାଳ ଦେଇ ଏଠାକୁ ଜଳ ପ୍ରବେଶ କରିଥାଏ । ଏହା ମଧ୍ୟରେ ଏକ ବରୁଣ ଦେବତାଙ୍କ ମଦିର ରହିଛି ଯାହା ଅର୍ଦ୍ଧ ଭାଗ ଜଳରେ ବୁଡି ରହିଥାଏ । 

ସ୍ଟେପ କୂପ[ସମ୍ପାଦନା]

ବୁନ୍ଦି ସହରରେ 50ରୁ ଉର୍ଦ୍ଧ ପ୍ରାଚୀନ  ସ୍ଟେପ କୂପ ରହିଛି । ଏଠି ମଧ୍ୟରୁ ଅନେକ ବ୍ୟବହାର ହୁଏ ନାହିଁ । କେବଳ 'ରାଣିଜୀ କି ବଓୟାରି" ନାମକ କୂପ ବର୍ତ୍ତମାନ ପର୍ଯ୍ୟଟକମାନଙ୍କୁ ଆଗ୍ରହ ପ୍ରଦାନ କରିଥାଏ । 

Gallery[ସମ୍ପାଦନା]


ଯାନୀ ଯାତ୍ରା [ସମ୍ପାଦନା]

1. କଜାଲି ତିଜ  2. ଗଙ୍ଗାଉର ଉତ୍ସବ  3. ବୁନ୍ଦି ଉତ୍ସବ 


ଆଧାର [ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; bundi_census2011 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Census of India 2001: Data from the 2001 Census, including cities, villages and towns (Provisional)".

ବାହାର ଲିଙ୍କ [ସମ୍ପାଦନା]

ପୁନଶ୍ଚ ପଠନ [ସମ୍ପାଦନା]

  • Bayley, C.S. Chiefs and Leading Families in Rajputana (hardback). India: Office of the superintendent of Government Printing. p. 114. ISBN 81-206-1066-0. 
  • Beny, Roland; Matheson, Sylvia A. (1984). Rajasthan – Land of Kings. London: Frederick Muller. p. 200 pages. ISBN 0-584-95061-6. 
  • Crump, Vivien; Toh, Irene (1996). Rajasthan (hardback). London: Everyman Guides. p. 400 pages. ISBN 1-85715-887-3. 
  • Martinelli, Antonio; Michell, George (2005). The Palaces of Rajasthan. London: Frances Lincoln. p. 271 pages. ISBN 978-0-7112-2505-3. 
  • Sodhi, Jiwan (1999). A Study of Bundi School of Painting (hardback). India: Abhinav Publications. ISBN 81-7017-347-7. 
  • Tod, James. Annals and Antiquities of Rajasthan (With a Preface by Douglas Sladen). 54, Jhansi Road, New Delhi-1100055: Oriental Books Reprint Corporation.