ବୁଟୋକୋନାଜୋଲ

ଉଇକିପିଡ଼ିଆ‌ରୁ
ବୁଟୋକୋନାଜୋଲ
Clinical data
Trade namesGynazole-1, Femstat-3, others
AHFS/Drugs.commonograph
MedlinePlusa682012
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
Vaginal cream
Legal status
Legal status
  • US: OTC / Rx-only
Identifiers
  • (RS)-1-[4-(4-Chlorophenyl)-2-(2,6-dichlorophenyl)sulfanylbutyl]imidazole
Chemical and physical data
FormulaC19H17Cl3N2S
Molar mass୪୧୧.୭୭ g·mol−1
3D model (JSmol)
  • Clc1ccc(cc1)CCC(Sc2c(Cl)cccc2Cl)Cn3ccnc3
  • InChI=1S/C19H17Cl3N2S/c20-15-7-4-14(5-8-15)6-9-16(12-24-11-10-23-13-24)25-19-17(21)2-1-3-18(19)22/h1-5,7-8,10-11,13,16H,6,9,12H2 checkY
  • Key:SWLMUYACZKCSHZ-UHFFFAOYSA-N checkY
  (verify)

ବୁଟୋକୋନାଜୋଲ, ଏକ ବିକ୍ରୟ ନାମ ଜିନାଜୋଲ -୧, ଯାହା ଯୋନୀପଥ କବକ ସଂକ୍ରମଣ ପାଇଁ ଏକ କବକରୋଧୀ ଓଷଧ ଅଟେ। [୧] ଏହା ଯୋନୀ ଭିତରେ ବ୍ୟବହୃତ ହୁଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, କୁଣ୍ଡେଇ ହେବା ଏବଂ ପେଟ ଯନ୍ତ୍ରଣା ହୋଇପାରେ । [୧] ଏହାର ବ୍ୟବହାର କଲେ ପ୍ରୟୋଗର ୩ ଦିନ ପରେ କଣ୍ଡୋମକୁ ଦୁର୍ବଳ କରିପାରେ।| [୧] ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ । [୧] ଏହା ଏକ ଇମିଡାଜୋଲ୍ | [୧]

ବୁଟୋକୋନାଜୋଲ ପ୍ରଥମେ ୧୯୭୮ରେ ତିଆରି ହୋଇଥିଲା ଏବଂ ୧୯୯୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୨] [୧] ଏହା ପ୍ରେସକ୍ରିପସନ ବିନା ଉପଲବ୍ଧ। [୧] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୦୫ ଡଲାର ଅଟେ। [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Butoconazole Monograph for Professionals". Drugs.com (in ଇଂରାଜୀ). Archived from the original on 3 January 2022. Retrieved 12 January 2022.
  2. Grayson, M. Lindsay; Crowe, Suzanne M.; McCarthy, James S.; Mills, John; Mouton, Johan W.; Norrby, S. Ragnar; Paterson, David L.; Pfaller, Michael A. (29 October 2010). Kucers' The Use of Antibiotics Sixth Edition: A Clinical Review of Antibacterial, Antifungal and Antiviral Drugs (in ଇଂରାଜୀ). CRC Press. p. 1893. ISBN 978-1-4441-4752-0. Archived from the original on 12 January 2022. Retrieved 12 January 2022.
  3. "Gynazole-1 Prices, Coupons & Savings Tips - GoodRx". GoodRx. Archived from the original on 29 October 2016. Retrieved 12 January 2022.