Jump to content

ବୁଟେନାଫାଇନ

ଉଇକିପିଡ଼ିଆ‌ରୁ
ବୁଟେନାଫାଇନ
Clinical data
Trade namesMentax, Lotrimin Ultra, others
SynonymsButenafine hydrochloride
AHFS/Drugs.commonograph
Pregnancy
category
  • US: C (Risk not ruled out) []
    Routes of
    administration
    Topical (cream)
    Legal status
    Legal status
    • OTC (Lotrimin Ultra), ℞-only (Mentax)
    Pharmacokinetic data
    MetabolismLiver
    Elimination half-life35–100 hours
    Identifiers
    • [(4-tert-butylphenyl)methyl](methyl)(naphthalen-1-ylmethyl)amine
    Chemical and physical data
    FormulaC23H27N
    Molar mass317.47
    3D model (JSmol)
    • N(C)(Cc1ccc(cc1)C(C)(C)C)Cc3c2ccccc2ccc3
    • InChI=1S/C23H27N/c1-23(2,3)21-14-12-18(13-15-21)16-24(4)17-20-10-7-9-19-8-5-6-11-22(19)20/h5-15H,16-17H2,1-4H3 checkY
    • Key:ABJKWBDEJIDSJZ-UHFFFAOYSA-N checkY
      (verify)

    ବୁଟେନାଫାଇନ, ଏକ ବେପାର ନାମ ମେଣ୍ଟାକ୍ସ, ହେଉଛି ଏକ ଆଣ୍ଟିଫଙ୍ଗାଲ୍ ବା କବକ ବିରୋଧୀ ଔଷଧ ଯାହା ରିଙ୍ଗୱର୍ମ ଏବଂ ପିଟ୍ରିଆସିସ ଭର୍ସିକଲର ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ଚର୍ମରେ ପ୍ରୟୋଗ କରାଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ଏବଂ ଫୋଡ଼ିହେବା ଅନୁଭବ ହୁଏ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନାହିଁ; ତଥାପି, ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ | [] ଏହା ଏକ ବେନଜିଲାମାଇନ୍, ଯାହା ଆଲାମାଇନ୍ ଦଳର ଟେରବିନାଫାଇନ୍ ସହିତ ସମାନ । [] ଏହା କୋଷର ବାହ୍ୟ ପରଦା ଉପରେ ପ୍ରଭାବ ପକାଇ କାମ କରେ ବୋଲି ବିଶ୍ୱାସ କରାଯାଏ । []

    ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ବୁଟେନାଫାଇନ୍ ଅନୁମୋଦିତ ହୋଇଥିଲା। [] ଏହା କାଉଣ୍ଟର ଉପରେ ଉପଲବ୍ଧ। [] ଯୁକ୍ତରାଷ୍ଟ୍ରରେ ୨୦୨୨ମସିହାରେ ୩୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ଡଲାର । []

    1. Mylan Pharmaceuticals Inc. "Mentax (butenafine hydrochloride) Cream. Human Prescription Drug Label". dailymed.nlm.nih.gov. National Institutes of Health, U.S. National Library of Medicine, Health & Human Services. Archived from the original on 28 August 2016. Retrieved 24 August 2016.
    2. 1 2 3 "Butenafine Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 12 January 2022.
    3. 1 2 3 4 "Butenafine Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 12 January 2022.
    4. "Butenafine topical Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 12 January 2022.
    5. "Butenafine topical Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 12 January 2022.
    6. "Butenafine topical Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 12 January 2022.