ବୀରେନ୍ଦ୍ର ପାଣ୍ଡେ
Appearance
ବୀରେନ୍ଦ୍ର ପାଣ୍ଡେ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | କିଶୋର କୁମାର ମହାନ୍ତି |
ପର ଅଧିକାରୀ | କିଶୋର କୁମାର ମହାନ୍ତି |
ନିର୍ବାଚନ ମଣ୍ଡଳୀ | ଝାରସୁଗୁଡ଼ା |
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ଶୈରିନ୍ଦ୍ରୀ ନାୟକ |
ପର ଅଧିକାରୀ | କିଶୋର କୁମାର ମହାନ୍ତି |
ନିର୍ବାଚନ ମଣ୍ଡଳୀ | ଝାରସୁଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ମାର୍ଚ୍ଚ ୧୯୪୮ |
ମୃତ୍ୟୁ | ୧୯ ମାର୍ଚ୍ଚ ୨୦୨୩ ଭୁବନେଶ୍ୱର | (ବୟସ ୭୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଶକୁନ୍ତଳା ପାଣ୍ଡେ |
ବାପା/ବୋଉ | ଗଲବ ଚନ୍ଦ୍ର ପାଣ୍ଡେ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବୀରେନ୍ଦ୍ର ପାଣ୍ଡେ (୧ ମାର୍ଚ୍ଚ ୧୯୪୮ - ୧୯ ମାର୍ଚ୍ଚ ୨୦୨୩)[୧] ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବୀରେନ୍ଦ୍ର ପାଣ୍ଡେ ୧୯୪୮ ମସିହାର ମାର୍ଚ୍ଚ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଲବ ଚନ୍ଦ୍ର ପାଣ୍ଡେ ଓ ପତ୍ନୀଙ୍କ ନାମ ଶକୁନ୍ତଳା ପାଣ୍ଡେ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ବୀରେନ୍ଦ୍ର ପାଣ୍ଡେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।[୨]
ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଝାରସୁଗୁଡ଼ା | କଂଗ୍ରେସ (ଇ) |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଝାରସୁଗୁଡ଼ା | କଂଗ୍ରେସ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଝାରସୁଗୁଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
[ସମ୍ପାଦନା]- ↑ "ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ". ଧରିତ୍ରୀ. 20 March 2023. p. ୩. Retrieved 20 March 2023.
- ↑ ୨.୦ ୨.୧ "Shri Birendra Pandey". odishaassembly.nic.in. Odisha Assembly. Retrieved 7 August 2021.