ବିସାକୋଡିଲ

ଉଇକିପିଡ଼ିଆ‌ରୁ
ବିସାକୋଡିଲ
Clinical data
Trade namesFleet, Dulcolax, Brooklax, others
AHFS/Drugs.commonograph
MedlinePlusa601027
Pregnancy
category
  • B
Routes of
administration
By mouth, rectal
Legal status
Legal status
  • OTC
Pharmacokinetic data
Bioavailability15%
MetabolismLiver (CYP450-mediated)
Onset of action6 to 12 hr (by mouth), <1 hr (rectal)[୧]
Elimination half-life16 Hours
ExcretionPrimarily in the feces, systemically absorbed drug is excreted in the urine
Identifiers
  • (pyridin-2-ylmethanediyl)dibenzene-4,1-diyl diacetate
    OR
    4,4'-(pyridin-2-ylmethylene)bis(4,1-phenylene) diacetate
ECHA InfoCard100.009.132 Edit this at Wikidata
Chemical and physical data
FormulaC22H19NO4
Molar mass୩୬୧.୪0 g·mol−1
3D model (JSmol)
  • O=C(Oc1ccc(cc1)C(c2ccc(OC(=O)C)cc2)c3ncccc3)C
  • InChI=1S/C22H19NO4/c1-15(24)26-19-10-6-17(7-11-19)22(21-5-3-4-14-23-21)18-8-12-20(13-9-18)27-16(2)25/h3-14,22H,1-2H3 checkY
  • Key:KHOITXIGCFIULA-UHFFFAOYSA-N checkY
  (verify)

ବିସାକୋଡିଲ ଏକ ଔଷଧ ଯାହା କୋଷ୍ଠକାଠିନ୍ୟ ଏବଂ କୋଲୋନୋସ୍କୋପି ପୂର୍ବରୁ ଅନ୍ତନଳୀକୁ ସଫା କରିବା ପାଇଁ ବ୍ୟବହାର କରାଯାଏ ।[୨] [୩] ଏହାକୁ ପାଟିରେ ଦିଆଯାଇପାରେ କିମ୍ବା ମଳଦ୍ୱାରରେ ସଠିକ୍ ଭାବରେ ବ୍ୟବହାର କରାଯାଇପାରେ । [୧] ସାଧାରଣତଃ ପାଟିରେ ଦେଲେ ତାହାର ପ୍ରଭାବ ୬ରୁ 12 ଘଣ୍ଟା ମଧ୍ୟରେ ହୋଇଥାଏ ମଳଦ୍ୱାରରେ ଦେଲେ ସଠିକ୍ ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଥାଏ ।| [୧] ଦୀର୍ଘକାଳୀନ ବ୍ୟବହାର ସୁରକ୍ଷିତ ଥିବା ପରି ଦେଖାଯାଏ । [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟର କ୍ରାମ୍ପ ଏବଂ ବାନ୍ତି ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିର୍ଜଳନ, ଇଲେକ୍ଟ୍ରୋଲାଇଟ୍ ସମସ୍ୟା ଏବଂ ଆଞ୍ଜିଓଇଡିମା ହୋଇପାରେ । [୫] ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତ ସୁରକ୍ଷିତ ଥିବା ପରି ଦେଖାଯାଏ |।[୬] ଏହା ଏକ ପ୍ରକାର ଇତ୍ତେଜକ ରେଚକ । [୧] ଜଳ ଏବଂ ଇଲେକ୍ଟ୍ରୋଲାଇଟ୍ ଅବଶୋଷଣକୁ ପରିବର୍ତ୍ତନ କରି ବୃହତ୍ ଅନ୍ତନଳୀଗୁଡ଼ିକର ସଂକୋଚନକୁ ବୃଦ୍ଧି କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ । [୧] [୪]

୧୯୫୨ ମସିହାରେ ବିସାକୋଡିଲ୍ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୫୩ ମହାରେରେ ଡାକ୍ତରୀ ବ୍ୟବହାରରେ ଆସିଥିଲା। [୭] [୮] ଏହା ଏକ ଜେନେରିକ୍ iଔଷଧ ଭାବରେ କାଉଣ୍ଟର ଉପରେ ଉପଲବ୍ଧ ହୁଏ ଏବଂ ଏହା ଶସ୍ତା ଅଟେ । [୫] [୪] ଏହା ଡୁଲକୋଲାକ୍ସ ଏବଂ ଫ୍ଲିଟ୍ ଇତ୍ୟାଦି ଅନେକ ବ୍ରାଣ୍ଡ ନାମରେ ବିକ୍ରି ହୁଏ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Bisacodyl Monograph for Professionals". Drugs.com (in ଇଂରାଜୀ). Archived from the original on 13 February 2021. Retrieved 13 February 2021.
  2. ୨.୦ ୨.୧ ୨.୨ "Bisacodyl Monograph for Professionals". Drugs.com (in ଇଂରାଜୀ). Archived from the original on 13 February 2021. Retrieved 13 February 2021.
  3. Wexner SD, Beck DE, Baron TH, Fanelli RD, Hyman N, Shen B, Wasco KE (June 2006). "A consensus document on bowel preparation before colonoscopy: prepared by a task force from the American Society of Colon and Rectal Surgeons (ASCRS), the American Society for Gastrointestinal Endoscopy (ASGE), and the Society of American Gastrointestinal and Endoscopic Surgeons (SAGES)". Gastrointestinal Endoscopy. 63 (7): 894–909. doi:10.1016/j.gie.2006.03.918. PMID 16733101.
  4. ୪.୦ ୪.୧ ୪.୨ Wald A (January 2016). "Constipation: Advances in Diagnosis and Treatment". JAMA (Review). 315 (2): 185–91. doi:10.1001/jama.2015.16994. PMID 26757467.
  5. ୫.୦ ୫.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 65-66. ISBN 978-0-85711-369-6.{{cite book}}: CS1 maint: date format (link)
  6. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 65-66. ISBN 978-0-85711-369-6.{{cite book}}: CS1 maint: date format (link)
  7. Engel, Jürgen; Kleemann, Axel; Kutscher, Bernhard; Reichert, Dietmar (2009). Pharmaceutical Substances, 5th Edition, 2009: Syntheses, Patents and Applications of the most relevant APIs (in ଇଂରାଜୀ). Georg Thieme Verlag. p. 161. ISBN 978-3-13-179275-4. Archived from the original on 2021-08-28. Retrieved 2020-11-09.
  8. Capasso, Francesco; Gaginella, Timothy S. (2012). Laxatives: A Practical Guide (in ଇଂରାଜୀ). Springer Science & Business Media. p. PT65. ISBN 978-88-470-2227-0. Archived from the original on 2021-08-28. Retrieved 2020-11-09.