Jump to content

ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

ପ୍ରତ୍ୟେକ ମାସରେ ଅନ୍‌ଲାଇନ୍‌ରେ ମେଳଣ ବାବଦରେ

2
Ssgapu22 (ଆଲୋଚନାଅବଦାନ)

ଗତବର୍ଷ ୨୦୨୩ରେ, ଉଇକି କନ୍‌ଫରେନ୍ସ ଇଣ୍ଡିଆ ପରେ ଆମେ ଜୁଲାଇ ମାସରୁ ଅକ୍ଟୋବର ମାସ ଯାଏଁ ଏକ ଅନ୍‌ଲାଇନ୍ କଲ୍‌ର ଆୟୋଜନ କରିଥିଲେ, କିନ୍ତୁ ତା' ପରଠାରୁ ଆଉ ହେଇପାରୁନାହିଁ । ପ୍ରତ୍ୟେକ ମାସର ଶେଷ ରବିବାର ଦିନ ରାତି ୯ଟାରୁ ୯ଟା ୩୦ ଯାଏଁ ଛୋଟିଆ କଲ୍‌ ଗୋଟିଏ ଆୟୋଜନ କରିବାକୁ ପ୍ରସ୍ତାବ ରଖୁଛି । ଏହି କଲ୍ ଆମେ ଗୁଗୁଲ୍ ମିଟ୍ ଜରିଆରେ କରିବା ଏବଂ ଏହାକୁ ସିଡ୍ୟୁଲ୍ କରିକି ରଖିପାରିବା, ଯାହାକି କାହା ଦ୍ୱାରା ପରିଚାଳିତ ହେବ ନାହିଁ, ଫଳରେ ଯେଉଁମାନେ ଉପସ୍ଥିତ ହୋଇପାରିବେ ଆଲୋଚନା କରିପାରିବେ ଏବଂ ସଂକ୍ଷିପ୍ତ ଆଲୋଚନାରେ ଶେଷ କରିବା ପାଇଁ ସମୟ ବି କମ୍ କରିବାକୁ ହେବ ।

ସମସ୍ତଙ୍କର ମତାମତ ଅପେକ୍ଷାରେ ।

Chinmayee Mishra (ଆଲୋଚନାଅବଦାନ)

ଦରକାରୀ ପଦକ୍ଷେପ ।