Topic on ଉଇକିପିଡ଼ିଆ:ଆଲୋଚନା ସଭା

ସେପ୍ଟେମ୍ବର ମାସର ଅନ୍‌ଲାଇନ୍ ମେଳଣ

1
Ssgapu22ଙ୍କ ଲିଖିତ ସାରାଂଶ

ଏହି ମାସର କଲ୍‌ଟି ଆୟୋଜିତ ହୋଇଯାଇଛି ଓ ଆଲୋଚିତ ପ୍ରସଙ୍ଗ ବିଷୟରେ ଲେଖାସରିଛି ।

Ssgapu22 (ଆଲୋଚନାଅବଦାନ)

ସେପ୍ଟେମ୍ବର ମାସର ଶେଷ ରବିବାର (୨୪ ତାରିଖ) ଦିନ ଏହି ମାସର ଅନ୍‌ଲାଇନ୍ କଲ୍ ଆୟୋଜନ କରାଯିବ । ଏଥି ନିମନ୍ତେ ପୃଷ୍ଠା ତିଆରି ହୋଇସାରିଛି । ଆଲୋଚନା ହେବାକୁ ପ୍ରସଙ୍ଗ ଉପରେ ୪ଟି ପ୍ରସଙ୍ଗ ଲେଖାଯାଇଛି, ଅନ୍ୟ ଆଲୋଚିତ ପ୍ରସଙ୍ଗ ଯୋଡ଼ିବାକୁ ଅନୁରୋଧ ।