Topic on ଉଇକିପିଡ଼ିଆ:ଆଲୋଚନା ସଭା

ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨ରେ ଭାଗ ନେବାକୁ ଅନୁରୋଧ

1
Ssgapu22 (ଆଲୋଚନାଅବଦାନ)

ପୂର୍ବ ବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଆୟୋଜନ କରାଯାଇଛି । ଫେବୃଆରୀ ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗଣସମ୍ପାଦନାରେ ମାନବ ସଂସ୍କୃତିର ବିବିଧତା ଉପରେ ପ୍ରବନ୍ଧ ଗଢ଼ାଯିବ । ଏହି ବର୍ଷ ଆମେ ବିଶ୍ୱ ସମୁଦାୟର ଲୋକକଥା ଏବଂ ଲିଙ୍ଗଗତ ଅନୁପାତକୁ ଲକ୍ଷ୍ୟ ରଖି ପ୍ରସଙ୍ଗ ଗଢ଼ିବାକୁ ଅନ୍ୟାନ୍ୟ ଗୋଷ୍ଠୀ ସହ ସହଭାଗୀତା ମଧ୍ୟ କରୁଛେ ।


ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁରୋଧ ।

"ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨ରେ ଭାଗ ନେବାକୁ ଅନୁରୋଧ"ଙ୍କୁ ଉତ୍ତର