Topic on ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ

Laxmikanta (ଆଲୋଚନାଅବଦାନ)

ଗୋଟେ ପୃଷ୍ଠା ତିଆରି କଲା ବେଳେ ନାଁଟି ଭୁଲ୍ ହେଇଗଲା| ତାକୁ ସଂପାଦନା କରି ପରିବର୍ତ୍ତନ କଲା ବେଳକୁ ସେଭ୍ ହେଉନାହିଁ | ଏହାର କିଛି ସମାଧାନ ଅଛି କି? ନା ପୃଷ୍ଠା କାଟିବାକୁ ପଡିବ |

Soumendrak (ଆଲୋଚନାଅବଦାନ)

@Laxmikanta

ମୁଁ ଜାଭାସ୍କ୍ରିପ୍ଟ ପୃଷ୍ଠାଟିକୁ ଘୁଞ୍ଚାଇ ନାମ ଠିକ କରିଦେଲି ।

ଭବିଷ୍ୟତରେ କେମିତି ପୃଷ୍ଠାକୁ move କରିବାକୁ ପଡ଼ିବ ଜାଣିବାପାଇଁ, ଏଠାରେ ଦେଖନ୍ତୁ: https://en.wikipedia.org/wiki/Help:How_to_move_a_page

"ଦଣ୍ଡପାଣିବେହରା"ଙ୍କୁ ଉତ୍ତର