Topic on ଉଇକିପିଡ଼ିଆ:ଆଲୋଚନା ସଭା

Ssgapu22 (ଆଲୋଚନାଅବଦାନ)

୨୦୧୬ ମସିହାରୁ ଓଡ଼ିଆ ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନାରେ ଅଂଶଗ୍ରହଣ କରିଆସୁଛି । ଏଥର ବି ଆମେ ଏସିଆ ମାସ ଗଣସମ୍ପାଦନା ୨୦୨୦ରେ ଅଂଶଗ୍ରହଣ କରିବାକୁ ଯାଉଛେ । ୧ ନଭେମ୍ବର ୨୦୨୦ରୁ ଆରମ୍ଭ ହୋଇ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗଣ-ସମ୍ପାଦନାଟିରେ ନିଜ ଦେଶ ବ୍ୟତୀତ ଏସିଆ ମହାଦେଶ ସମ୍ବନ୍ଧୀତ ବିଭିନ୍ନ ପ୍ରସଙ୍ଗ ଲେଖିବାକୁ ଅନୁରୋଧ । ଏହି ପ୍ରସଙ୍ଗ ବିଷୟରେ ଅଧିକ ଜାଣିବାପାଇଁ ପ୍ରକଳ୍ପ ପୃଷ୍ଠାଟି ଦେଖନ୍ତୁ ।

"ଏସିଆ ମାସ ଗଣସମ୍ପାଦନା ୨୦୨୦ ବାବଦରେ"ଙ୍କୁ ଉତ୍ତର