Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା

4
Ssgapu22ଙ୍କ ଲିଖିତ ସାରାଂଶ

ଏହି ଗଣ-ସମ୍ପାଦନା ମାର୍ଚ୍ଚ ୩୧ରୁ ଶେଷ ହୋଇଗଲାଣି ।

Ssgapu22 (ଆଲୋଚନାଅବଦାନ)

ପୂର୍ବବର୍ଷମାନଙ୍କ ଭଳି ଏହି ବର୍ଷ ମଧ୍ୟ ମହିଳା ମାସ ଗଣ-ସମ୍ପାଦନା ବା ଉଇକି ଲଭ୍‌ସ୍ ଓମେନ୍ ଗଣସମ୍ପାଦନା ଆୟୋଜନ କରାଯାଉଛି । ଏଥିରେ ମହିଳାମାନଙ୍କ ବିଷୟରେ ନୂଆ ପ୍ରସଙ୍ଗ ଲେଖାଯିବ ବା ପୂର୍ବରୁ ଥିବା ପ୍ରସଙ୍ଗଗୁଡ଼ିକର ଉନ୍ନତୀକରଣ କରାଯିବ । ଏହି ପ୍ରତିଯୋଗୀତା ଆସନ୍ତା ଫେବୃଆରୀ ୧ରୁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ଚାଲିବ ।

ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଏଠାରେ ନିଜ ନାମ ଯୋଡ଼ନ୍ତୁ ।

Soumendrak (ଆଲୋଚନାଅବଦାନ)

ଏଥର କଣ କେବଳ ଦକ୍ଷିଣ ଏସିଆ ମହିଳାମାନଙ୍କର ପ୍ରସଙ୍ଗ ଲେଖାଯିବ ?

Ssgapu22 (ଆଲୋଚନାଅବଦାନ)

ହଁ ଖାଲି ଦକ୍ଷିଣ ଏସିଆର ମହିଳାମାନଙ୍କର ପ୍ରସଙ୍ଗ ଲେଖାଯିବ ।

미솔파 (ଆଲୋଚନାଅବଦାନ)