Topic on ଉଇକିପିଡ଼ିଆ:ଆଲୋଚନା ସଭା

Sailesh (CIS-A2K) (ଆଲୋଚନାଅବଦାନ)

ଆସନ୍ତା ୨୨ ତାରିଖରେ ମୁଁ @Hellohappy ଭାଇଙ୍କ ପାଇଁ ଗୋଟେ ହାଙ୍ଗଆଉଟ କଲଟେ ଯୋଜନା କରିଛି, ବର୍ଲିନରେ ହେଉଥିବା ସମିଟ ପୂର୍ବରୁ ଏହି ବିଷୟରେ ଅଧିକ ଜାଣିବା ପାଇଁ ।

ଯଦି ଅନ୍ୟ କେହି ଇଚ୍ଚୁକ ଅଛନ୍ତି ଏହିଥିରେ ଯୋଗ ଦେବାପାଇଁ ତେବେ ମତେ ଯୋଗାଯୋଗ କରନ୍ତୁ । ମୁଁ କଲର ଗୋଟେ ଦିନ ପୂର୍ବରୁ ଲିଙ୍କ ଏଠି ଛାଡିବି ।

Soumendrak (ଆଲୋଚନାଅବଦାନ)

୨୨ ତାରିଖ ଦିନ ୧୦ଟା ଆଗରୁ କି ସନ୍ଧ୍ୟା ୭ଟା ପରେ ହେଲେ, ମୁଁ ଯୋଗ ଦେବାକୁ ଚେଷ୍ଟା କରିପାରିବି ।

Pmsarangi (ଆଲୋଚନାଅବଦାନ)

I am interested to join. Please share link and inform how to join. I dont have indic language input on phone so replied in English. Sorry

Subas Chandra Rout (ଆଲୋଚନାଅବଦାନ)

ମୁଁ ଯୋଗଦେବି ।

Soumendrak (ଆଲୋଚନାଅବଦାନ)
Hellohappy (ଆଲୋଚନାଅବଦାନ)

ଆଲୋଚନା ପୂର୍ବରୁ ଆମେ ୨ଟି ପ୍ରଶ୍ନର ଉତ୍ତର ଖୋଜି ପାଇଲେ ଭଲ ହେବ । ପ୍ରଶ୍ନ ଗୁଡିକ ସମିଟ ପକ୍ଷରୁ ମତେ ପଚରାଯାଇଛି ।


୧) Milestone in the past 12 months * Important event, achievement, change within your organization/group ଏଥିରେ ଆମକୁ ୩ଟି Milestone ବିଷୟରେ ଲେଖିବାକୁ ଅଛି ।


୨) Our biggest challenge ahead * What problems, challenges, issues your organization/group is facing ଆମେ ଭୋଗୁଥିବା ସବୁଠାରୁ ବଡ଼/ଗୁରୁତ୍ୱପୂର୍ଣ୍ଣ ଅସୁବିଧା ଗୁଡ଼ିକ କଣ ?

"Movement Strategy ବିଷୟରେ ଅଧିକ ଜାଣିବା ପାଇଁ ଗୋଟେ ଆଲୋଚନା ।"ଙ୍କୁ ଉତ୍ତର