Topic on ବ୍ୟବହାରକାରୀଙ୍କ ଆଲୋଚନା:Soumendrak

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ

2
Ssgapu22 (ଆଲୋଚନାଅବଦାନ)


ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ସୌମେନ୍ଦ୍ର ସାର,
ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୧୮ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୮ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୪୨ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ କରାଯାଇଛି । ତନ୍ମଧ୍ୟରୁ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସ‌ହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିଥିବା ଖୁସିରେ ଅଗଷ୍ଟ ୧୫ରୁ ବଞ୍ଚେଇ ରଖିଥିବା ସେଉ-ବୁନ୍ଦିଆ ଟିକେ ଖାଆନ୍ତୁ ।-ଗପୁ (ମୋ ଆଲୋଚନା) ୧୫:୩୧, ୨୧ ଅଗଷ୍ଟ ୨୦୧୮ (IST)
Soumendrak (ଆଲୋଚନାଅବଦାନ)

ଧନ୍ୟବାଦ @Ssgapu22 ଭାଇ ।