"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଟିକେ Hellohappy ପୃଷ୍ଠାଟିକୁ ଅନୁଗୁଳ ସ୍ୱୟାଂଶାସିତ ସରକାରୀ କଲେଜରୁ ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜକୁ ଘୁଞ୍ଚାଇଲେ |
ଟିକେ removing htttp from website, url is the right place for links |
||
୩୩ କ ଧାଡ଼ି: | ୩୩ କ ଧାଡ଼ି: | ||
== ବିଭାଗ ସବୁ == |
== ବିଭାଗ ସବୁ == |
||
କଳା ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ସହିତ ଏଠାରେ ବିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ପାଠ୍ୟକ୍ରମ ରହିଛି ।<ref>{{cite web |url=http://dheodisha.gov.in/SAMS/HonoursReportDetails.aspx |website= |
କଳା ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ସହିତ ଏଠାରେ ବିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ପାଠ୍ୟକ୍ରମ ରହିଛି ।<ref>{{cite web |url=http://dheodisha.gov.in/SAMS/HonoursReportDetails.aspx |website=dheodisha.gov.in |publisher=dheodisha |accessdate=31 July 2019}}</ref> ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର ବିଭାଗ ଅଛି । |
||
== ଛାତ୍ରାବାସ == |
== ଛାତ୍ରାବାସ == |
||
ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି । |
ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି । |
୨୧:୧୦, ୨୯ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ
ଅନୁଗୁଳ ସ୍ୱୟାଂଶାସିତ ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୫୭ |
ପ୍ରକାର | ସହ-ଶିକ୍ଷା |
ଅଧ୍ୟକ୍ଷ | ପ୍ରୀତମ ରାଜା |
ପ୍ରଶାସନୀକ ସଦସ୍ୟ | ୧୫୦+ |
ଛାତ୍ର ଛାତ୍ରୀ ସଂଖ୍ୟା | ୩୦୦୦+ |
ତଳସ୍ନାତକ | ସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ), ଏମବିଏ |
ଅବସ୍ଥାନ | ଅନୁଗୋଳ, ଓଡ଼ିଶା, ଭାରତ 20°49′47″N 85°06′12″E / 20.82984°N 85.103252°E |
ଅନୁବନ୍ଧନ | ୟୁଜିସି(UGC), ନାକ୍(NAAC), ଉତ୍କଳ ବିଶ୍ୱବିଦ୍ୟାଳୟ |
ୱେବସାଇଟ | gaca |
ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୋଳ[୧] ସହରରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ।[୨] ଏହା ୧୯୫୭ ମସିହାରେ ସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ ୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ ।
ଇତିହାସ
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ 'ଅନୁଗୋଳ ସରକାରୀ କଲେଜ' ଭାବରେ ୧୯୭୬ରୁ ରହିଛି ଓ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ । ୨୦୦୬-୭ରେ ଏହି କଲେଜ NAACଦ୍ୱାରା ଏକ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା ।
ବିଭାଗ ସବୁ
କଳା ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ସହିତ ଏଠାରେ ବିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ପାଠ୍ୟକ୍ରମ ରହିଛି ।[୩] ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର ବିଭାଗ ଅଛି ।
ଛାତ୍ରାବାସ
ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି ।
ଆଧାର
- ↑ "Colleges/Universities". angul.nic.in. Anugul District Administration. Retrieved 31 July 2019.
- ↑ Ashish Kumar (2006). Handbook of Universities. Atlantic Publishers & Dist. pp. 371–. ISBN 978-81-269-0607-9.
- ↑ dheodisha.gov.in. dheodisha http://dheodisha.gov.in/SAMS/HonoursReportDetails.aspx. Retrieved 31 July 2019.
{{cite web}}
: Missing or empty|title=
(help)
ବାହ୍ୟ ସଂଯୋଗ
This article about a university or college in Odisha, India is a stub. You can help Wikipedia by expanding it. |