"ଛାୟାପଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
(ଅଧିକ ତଥ୍ୟ ++)
ଟିକେ
 
== ଛାୟାପଥର ପ୍ରକାର==
ଅଧିକାଂଶ ଛାୟାପଥର କେନ୍ଦ୍ର ତାରା ମାନଙ୍କଦ୍ୱାରାତାରାମାନଙ୍କଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭିକନାଭି କୁହାଯାଏ ଏବଂ ଏହି ନାଭିକନାଭି ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଲଖଗୋଳ ବିଜ୍ଞାନୀ ମାନେ ଛାୟାପଥକୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । ସମସ୍ତ ଆକାଶ ଗଙ୍ଗାଆକାଶଗଙ୍ଗା ବ୍ରହ୍ମାଣ୍ଡ ଭିତରେ ଉପସ୍ଥିତ ରହିଛନ୍ତି । ଅବଲୋକନିୟ ବ୍ରହ୍ମାଣ୍ଡରେ 2 ଟ୍ରେଲିୟନ ଟ୍ରିଲିୟନ (10<sup>12</sup>) ଆକାଶ ଗଙ୍ଗାଆକାଶଗଙ୍ଗା ରହିଛନ୍ତି <ref name="NYT-20161017">{{cite news |last=Fountain |first=Henry |title=Two Trillion Galaxies, at the Very Least |url=https://www.nytimes.com/2016/10/18/science/two-trillion-galaxies-at-the-very-least.html |date=17 October 2016 |work=[[The New York Times]] |accessdate=17 October 2016 }}</ref> ଏବଂ ଅନୁମାନିତ (1 × 10<sup>24</sup>) ତାରା ରହିଛନ୍ତି ।<ref name="ESA-2019">{{cite web |author=Staff |title=How Many Stars Are There In The Universe? |url=https://www.esa.int/Our_Activities/Space_Science/Herschel/How_many_stars_are_there_in_the_Universe |date=2019 |work=[[European Space Agency]] |accessdate=21 September 2019 }}</ref><ref>{{Cite journal|title=The Structure of the Universe|doi=10.1007/978-1-4614-8730-2_10}}</ref> "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ମିଲ୍କିଆକାଶଗଙ୍ଗା ୱେ) ଏହାର ଅନ୍ତର୍ଗତରେ ଆସିଥାଏ । "ଦୀର୍ଘ ବୃତ୍ତୀୟ ଛାୟାପଥ" ମୁଖ୍ୟତଃ ଚକ୍ରାକାର କିମ୍ବା ଗୋଲାକାର ହୋଇଥାଏ । ଏହି ଛାୟାପଥ ଗୁଡିକର କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡକୁଆଡ଼କୁ ଚମକ କମ ହୋଇଥାଏ । ଏହି ଛାୟାପଥରେ ସ୍ଥିତ ତାରା ମାନତାରାମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାଏ । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହି ନଥାଏରହିନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।
 
ଖାଗୋଳିୟ ସାହିତ୍ୟରେ କ୍ୟାପିଟାଲ G ସହିତ ଛାୟାପଥ ଶବ୍ଦର ବ୍ୟବହାର ଆକାଶ ଗଙ୍ଗା, ମିଲ୍କିଆକାଶଗଙ୍ଗା ୱେ ପାଇଁ କରାଯାଏ । ମିଲ୍କିଆକାଶଗଙ୍ଗା ୱେ ଶବ୍ଦ ପ୍ରଥମ ଥର ଇଂରାଜୀ ଭାଷାରେ (Chaucer)ର ଏକ କବିତାରେ ସାମ୍ନାକୁ ଆସିଥିଲା ।
{{Quote|
:"See yonder, lo, the Galaxyë<br />&nbsp;Which men clepeth the Milky Wey,<br />&nbsp;For hit is whyt".<ref>Geoffrey Chaucer. ''The House of Fame'', ~1380.{{Cite web
| title=Online Etymology Dictionary
| accessdate=2007-01-03 }}</ref>}}
[[File:Milky Way Arch.jpg|thumb|center|600px|ମିଲ୍କି[[ଚିଲି]]<nowiki/>ଠାରେ ୱେଆକାଶଗଙ୍ଗାର ଉପଗ୍ରହନିଆଯାଇଥିବା ଆକାଶଏକ ଗଙ୍ଗାରମାଛ ବାମଆଖି ପାର୍ଶ୍ୱରେସଦୃଶ ଦେଖା ଯାଉଛିଛବି]]
 
==ଆଧାର==
୪,୪୬୭

ଗୋଟି ସମ୍ପାଦନା

ଦିଗବାରେଣି ମେନୁ