"ବସନ୍ତ ମଞ୍ଜରୀ ଦେବୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ Regular Character Changes |
||
୧୧ କ ଧାଡ଼ି: | ୧୧ କ ଧାଡ଼ି: | ||
| death_place = |
| death_place = |
||
| office = Member: |
| office = Member: |
||
| constituency = [[ରଣପୁର ( |
| constituency = [[ରଣପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ରଣପୁର]] |
||
| term = |
| term = |
||
| predecessor = |
| predecessor = |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
|nationality=ଭାରତୀୟ}} |
|nationality=ଭାରତୀୟ}} |
||
ବସନ୍ତ ମଞ୍ଜରୀ ଦେବୀ, ପ୍ରଥମ ମହିଳା ଭାବେ ରାଜ୍ୟର ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ ଥିଲେ ।<ref>[http://members.iinet.net.au/~royalty/ips/r/ranpur.html], RANPUR (Princely State)</ref> ସେ ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।<ref>[http://www.odishahelpline.com/Profile-of-Late-Basant-Manjari-Devi-of-RANPUR-constituency-985.html], Late Basant Manjari Devi | MLA Profile</ref> ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, |
ବସନ୍ତ ମଞ୍ଜରୀ ଦେବୀ, ପ୍ରଥମ ମହିଳା ଭାବେ ରାଜ୍ୟର ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ ଥିଲେ ।<ref>[http://members.iinet.net.au/~royalty/ips/r/ranpur.html], RANPUR (Princely State)</ref> ସେ ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।<ref>[http://www.odishahelpline.com/Profile-of-Late-Basant-Manjari-Devi-of-RANPUR-constituency-985.html], Late Basant Manjari Devi | MLA Profile</ref> ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ଦୁଇଟି ପର୍ଯ୍ୟୟରେ କାର୍ଯ୍ୟ କରିଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।<ref>[http://www.indianrajputs.com/view/nilgiri], Nilgiri Princely State</ref> |
||
==ଆଧାର== |
==ଆଧାର== |
୧୧:୧୧, ୭ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ବସନ୍ତ ମଞ୍ଜରୀ ଦେବୀ | |
---|---|
ବସନ୍ତ ମଞ୍ଜରୀ ଦେବୀ | |
Member: | |
ନିର୍ବାଚନ ମଣ୍ଡଳୀ | ରଣପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୦୦ |
ମୃତ୍ୟୁ | Error: Need valid birth date (second date): year, month, day |
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର (ବି: ୧୯୨୮) |
ଘର | ରଣପୁର, ଓଡ଼ିଶା |
ବସନ୍ତ ମଞ୍ଜରୀ ଦେବୀ, ପ୍ରଥମ ମହିଳା ଭାବେ ରାଜ୍ୟର ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ ଥିଲେ ।[୧] ସେ ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୨] ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ଦୁଇଟି ପର୍ଯ୍ୟୟରେ କାର୍ଯ୍ୟ କରିଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।[୩]