"ଏଚ.ଡି. ଦେବଗୌଡ଼ା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Saileshpat (ଆଲୋଚନା | ଅବଦାନ) |
Saileshpat (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Infobox Officeholder |
|||
| image = Deve Gowda BNC.jpg |
|||
| alt = H D Deve Gowda |
|||
| caption = H. D. Deve Gowda |
|||
| office = [[List of Prime Ministers of India |11th]] [[Prime Minister of India]] |
|||
| president = [[Shankar Dayal Sharma]] |
|||
| term_start = 1 June 1996 |
|||
| term_end = 21 April 1997 |
|||
| predecessor = [[Atal Bihari Vajpayee]] |
|||
| successor = [[I. K. Gujral|Inder Kumar Gujral]] |
|||
}} |
|||
'''ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା'''(ଜନ୍ମ ୧୮ ମଇ ୧୯୩୩)<ref name="pmindia1"><cite class="citation web">[http://pmindia.nic.in/pm_gowda.html "Shri H. D. Deve Gowda"]. </cite></ref><ref>{{Cite web}}</ref> ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।<ref name="www.britannica.com">{{Cite web}}</ref> ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ [[କର୍ଣ୍ଣାଟକ|କର୍ଣାଟକର]] ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା]] ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।<ref name="janata.in">{{Cite web}}</ref> |
'''ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା'''(ଜନ୍ମ ୧୮ ମଇ ୧୯୩୩)<ref name="pmindia1"><cite class="citation web">[http://pmindia.nic.in/pm_gowda.html "Shri H. D. Deve Gowda"]. </cite></ref><ref>{{Cite web}}</ref> ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।<ref name="www.britannica.com">{{Cite web}}</ref> ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ [[କର୍ଣ୍ଣାଟକ|କର୍ଣାଟକର]] ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା]] ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।<ref name="janata.in">{{Cite web}}</ref> |
||
୦୦:୩୧, ୩ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଏଚ.ଡି. ଦେବଗୌଡ଼ା | |
---|---|
11th Prime Minister of India | |
କାର୍ଯ୍ୟକାଳ 1 June 1996 – 21 April 1997 | |
ରାଷ୍ଟ୍ରପତି | Shankar Dayal Sharma |
ପୂର୍ବ ଅଧିକାରୀ | Atal Bihari Vajpayee |
ପର ଅଧିକାରୀ | Inder Kumar Gujral |
ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା(ଜନ୍ମ ୧୮ ମଇ ୧୯୩୩)[୧][୨] ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।[୩] ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ କର୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।[୪]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।[୫][୬][୭][୮][୯] ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।[୧୦] ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।[୧୧]
ରାଜନୈତିକ ଜୀବନ
ଗୌଡ଼ା ୧୯୫୩ ମସିହାରେ ଭାରତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।[୧୨] ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନସଭାର ସଦସ୍ୟ ହେଇଥିଲେ। ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ।କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।[୧୩] ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ ଜନତା ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।
୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।
ପଦ
- ୧୯୬୨–୮୯ : କର୍ଣାଟକ ବିଧାନସଭା ସଦସ୍ୟ
- ୧୯୭୨-୭୬ : ବିରୋଧୀ ଦଳ ନେତା।
- ୧୯୯୧ : ୧୦ମ ଲୋକସଭା ସଦସ୍ୟ।
- ୧୯୯୪-୯୬ : କର୍ଣାଟକ ର ମୁଖ୍ୟମନ୍ତ୍ରୀ
- ଜୁନ ୧୯୯୬-ଅପ୍ରିଲ ୧୯୯୭: ଭାରତର ପ୍ରଧାନମନ୍ତ୍ରୀ
ଆଧାର
- ↑ "Shri H. D. Deve Gowda".
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ http://www.ndtv.com/india-news/caste-based-politics-has-to-end-in-karnataka-deve-gowda-491714
- ↑ http://www.rediff.com/news/2008/apr/21spec.htm
- ↑
{{cite web}}
: Empty citation (help) - ↑ http://164.100.47.132/LssNew/Members/Biography.aspx?mpsno=3960
- ↑ Home Minister's Office
- ↑
{{cite web}}
: Empty citation (help)