"ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
No edit summary |
||
୪ କ ଧାଡ଼ି: | ୪ କ ଧାଡ଼ି: | ||
କ୍ରମିକସଂଖ୍ୟା ମୌଳିକ ଅନୁପାତ(ଶତକଡାରେ) |
କ୍ରମିକସଂଖ୍ୟା ମୌଳିକ ଅନୁପାତ(ଶତକଡାରେ) |
||
# ଅମ୍ଲଜାନ ୬୫ |
# ଅମ୍ଲଜାନ ୬୫ |
୧୬:୫୦, ୬ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ
ମାନବ ଶରୀର ହେଉଛି ବିଭିନ୍ନ ମୌଳିକ ଓ ଯୌଗିକର ଏକ ମିଶ୍ରଣ । ଜଣେ ୭୦ କିଲୋଗ୍ରାମ ବିଶିଷ୍ଟ ମଣିଷ ଶରୀରରେ ମୌଳିକ ପଦାର୍ଥ ଗୁଡିକର ଅନୁପାତ ନିମ୍ନରେ ଦର୍ଶାଯାଇଛି ।
କ୍ରମିକସଂଖ୍ୟା ମୌଳିକ ଅନୁପାତ(ଶତକଡାରେ)
- ଅମ୍ଲଜାନ ୬୫
- କାର୍ବନ ୧୮
- ହାଇଡ୍ରୋଜେନ ୧୦
- ଯବକ୍ଷାରଜାନ ୩
- କାଲସିୟମ ୧.୫
- ଫସ୍ଫରସ ୧
- ସଲଫର ୦.୨୫
- କ୍ଲୋରିନ ୦.୧୫
- ସୋଡିୟମ ୦.୧୫
- ମାଗ୍ନେସିୟମ ୦.୦୫
- ପୋଟାସିୟମ ୦.୨
- ଲୌହ ୦.୦୦୬
- ଫ୍ଲୋରିନ ୦.୦୦୩୭
- ଜିଙ୍କ ୦.୦୦୩୨
- ସିଲିକନ ୦.୦୦୨
- ଜିରକୋନିୟମ ୦.୦୦୦୬
- ରୁବିଡିୟମ ୦.୦୦୦୪୬
- ଷ୍ଟ୍ରୋନସିୟମ ୦.୦୦୦୪୬
- ବ୍ରୋମିନ୍ ୦.୦୦୦୨୯
- ସୀସା ୦.୦୦୦୧୭
- ନିଓବିୟମ ୦.୦୦୦୧୬
- କପର୍ ୦.୦୦୦୧
- ଆଲୁମିନିୟମ ୦.୦୦୦୦୮୭
- କାଡମିୟମ ୦.୦୦୦୦୭୨
- ବୋରୋନ ୦.୦୦୦୦୬୯