କୋଶିସ୍ ଫିଲ୍ମ
Koshish | |
---|---|
ଫାଇଲ:KoshishFilmPoster.jpg | |
ନିର୍ଦ୍ଦେଶକ | Gulzar |
ପ୍ରଯୋଜକ | Romu N.Sippy Raj N.Sippy |
ସଂଳାପ | Gulzar |
କଳାକାର | Sanjeev Kumar Jaya Bhaduri |
ସଙ୍ଗୀତ | Madan Mohan |
ଚିତ୍ରଗ୍ରହଣ | K. Vaikunth |
ସମ୍ପାଦକ | Waman B. Bhosle Gurudutt Shirali |
ମୁକ୍ତିଲାଭ ତାରିଖ | December 1, 1972 |
କଥାଚିତ୍ରର ସମୟ | 125 min |
ଦେଶ | India |
ଭାଷା | Hindi |
କୋଶିସ୍ , (ହିନ୍ଦୀ : कोशिश, ଅନୁବାଦ Effort) 1972 ମସିହା ରେ ନିର୍ମିତ ଏକ ହିନ୍ଦୀ ଫିଲ୍ମ । ଏଥିରେ ସଜନିବ କୁମାର ଓ ଜାୟା ଭାଦୁରି ଅଭିନୟ କରିଥିଲେ ଓ ଗୁଲଜାର ଏହାର ନିର୍ଦେଶନା ଦେଇଥିଲେ ।
ଭାରତୀୟ ଫିଲ୍ମ ଇତିହାସ ରେ " କୋଶିସ୍ " କୁ ଏକ ଅନବଦ୍ୟ ଫିଲ୍ମ ର ମାନ୍ୟତା ଦିଆ ଯାଇଥାଏ । ଏହାର ନାୟକା ଓ ନାୟିକା ସଂଜୀବ କୁମାର ଓ ଜାୟା ଭାଦୁରି ଏକ ମୁକ ଓ ବଧିର ଦମ୍ପତି ର ଭୂମିକା ଅତି ପ୍ରକୃତିକ ଭାବରେ ଅଭିନୟ କରିଥିଲେ ଓ କାହାଣୀ ମଧ୍ୟ ଅତି ସଂବେଦନଶୀଳ ଥିଲା । ଉଭୟ ପଟି ଓ ପତ୍ନୀ ମୁକ ବଧିର ହେଲେ ମଧ୍ୟ ସଂଶର ର ସବୁ ଅସୁବିଧା , ଦ୍ଵନ୍ଦ , ହତାଶା କୁ ସାମ୍ନା କରି ସେମାନେ କେବଳ ଆଶା ଓ ଦୃଢ ଆତ୍ମବିଶ୍ଵାସ ଦ୍ଵାରା ସଫଳ ହେଇଥିଲେ ।
ସଂକ୍ଷିପ୍ତ କାହାଣୀ
ଅସାଧାରଣ ପରିସ୍ଥିତି ରେ ଅନାସହାନୁଭୂତି ଶୀଳ ସମାଜ ରେ କିଭଳି ଭାବରେ ସମ୍ମାନ ର ସହିତ ମଧ୍ୟ ବଞ୍ଚି ହେବ , ଏହି ଫିଲ୍ମ ର ମୁଖ୍ୟ ସମ୍ବାଦ ଥିଲା । ହଋ ( ସଂଜୀବ କୁମାର ) ଓ ଆରତୀ ( ଜାୟା ଭାଦୁରି ) ଉଭୟ ମୁକ ଓ ବଧିର । ପରିଚୟ ହେଲା ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ପ୍ରସ୍ଫୁତିତ ହେଇଥିଲା ଓ ସେମାନେ ବିବାହ ବନ୍ଧନ ରେ ବାନ୍ଧି ଜୀବନ ବିତେଇବାକୁ ବାହାରିଲେ । କେବଳ ଆଶା , ବିଶ୍ବାସ ଓ ଅନ୍ଧ ଥିବା ବୃଦ୍ଧ ନାରାୟଣ ( ଓଁ ପ୍ରକାଶ ) ଙ୍କ ସହାୟତା ରେ ସେମାନେ ସବୁ ଅସୁବିଧା ସତ୍ବେ ଜୀବନ ଜାପାନ କାଲେ । ତାଙ୍କର ପ୍ରଥମ ଶିଶୁ ପୁତ୍ର , କାନୁ ( ଆରତୀ ଙ୍କ ଭାଇ ) ଙ୍କ ଲୋଭ ପାଇଁ ଅକାଳ ମୃତ୍ୟୁ ତାଙ୍କ ଦୁହିଙ୍କ ଜୀବନ ରେ ଅଶେଷ ଦୁଖ ଆଣିଦେଇଥିଲା । ତେବେ ତଥାପି ହତାଶ ନ ହେଇ ସେମାନେ ଜୀବନ ସଂଗ୍ରାମ ରେ ଆଗେଇ ଚାଲି ଥିଲେ ଓ ସାଧାରଣ ପଟି ପତ୍ନୀ ଙ୍କ ପରି ସଫଳ ଜୀବନ ବିତେଇବାରେ ସଫଳ ହେଇଥିଲେ । ।
ଅଭିନୟ
- ସଂଜୀବ କୁମାର , ମୁକ ବଧିର ମୁଖ୍ୟ ଚରିତ୍ର ରେ
- ଜୟା ଭାଦୁରି ,ମିକ ବଧିର ପତ୍ନୀ ଭୂମିକା ରେ
- ଓମ ଶିବପୁରୀ , ଅନ୍ଧ କକା ଭୂମିକା ରେ
- ସୀମା କପୁର, ଶିକ୍ଷୟତ୍ରୀ ଭୂମିକା ରେ
- ଆଶ୍ରାନୀ , ଆରତୀ ଙ୍କ ଦୁଷ୍ଟ ଭାଇ ହିସାବ ରେ
- ଦିନା ପାଠକ , ଆରତୀ ଙ୍କ ମା ଭୂମିକା ରେ
ସଙ୍ଗୀତ Music
କ୍ରମ | ଗୀତ | Singer(s) | ସମୟ |
---|---|---|---|
1. | "Soja Baba Mere" | Mohammad Rafi | |
2. | "Humse Hai Watan Hamara" | Sushma Shreshta |
ପୁରସ୍କାର ଓ ମନୋନୟନ
Year | Award | Category | Recipient | Result |
---|---|---|---|---|
1973 | National Film Awards | Best Screenplay | Gulzar | ବିଜୟୀ |
1973 | National Film Awards | Best Actor | Sanjeev Kumar | ବିଜୟୀ |
1974 | Filmfare Awards | Best Actor | Sanjeev Kumar | ମନୋନୀତ |
1974 | Filmfare Awards | Best Actress | Jaya Bhaduri | ମନୋନୀତ |
ବାହ୍ୟ ସଂଯୋଗ
- ଇଣ୍ଟରନେଟ ମୁଭି ଡାଟାବେସରେ କୋଶିସ୍ ଫିଲ୍ମ