Jump to content

ନିତ୍ୟାନନ୍ଦ କାନୁନଗୋ

ଉଇକିପିଡ଼ିଆ‌ରୁ
୦୨:୨୬, ୨ ଅପ୍ରେଲ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Nityanand Kanungo") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Nityanand Kanungo
ଜନ୍ମ(1900-05-04)୪ ମଇ ୧୯୦୦
ମୃତ୍ୟୁ୨ ଅଗଷ୍ଟ ୧୯୮୮(1988-08-02) (ବୟସ ୮୮)
ଜାତୀୟତାIndian
ବୃତ୍ତିPolitician

ନିତ୍ୟାନନ୍ଦ କାନୁନଗୋ,  ଜଣେ ଭାରତିୟ ରାଜନୈତିକ ନେତା ଓ ସେ ଓଡିଶା ରାଜ୍ୟ ରେ ଜନ୍ମ ଗ୍ରହଣ କରି ସେଠାରେ ବିଦ୍ୟାଲାଭ କରିବା ସହ ରାଜ୍ୟ ରାଜନୀତି ରେ ସକ୍ରିୟ ଥିଲେ । ସେ ରାଜ୍ୟ ରେ ବିଭିନ୍ନ ପଦବୀ ରେ କାର୍ଯ୍ୟ କରିବା ପରେ ଗୁଜୁରାଟ ରାଜ୍ୟ ର ରାଜ୍ୟପାଳ ଭାବରେ ନିଯୁକ୍ତ ହେଇଥିଲେ । 


ପ୍ରାରମ୍ଭିକ ଜୀବନୀ ଓ କାର୍ଯ୍ୟ ଅବଦାନ  ନିତ୍ୟାନନ୍ଦ  କାନୁନଗୋ ଙ୍କ ଜନ୍ମ କଟକ ଠାରେ ୪ ମେ ୧୯୦୦ ହେଇଥିଲା । ତାଙ୍କ ପିତା  ବି . ଏମ . କାନୁନଗୋ ଥିଲେ । ନିତ୍ୟାନନ୍ଦ କଟକ ସ୍ଥିତ ରେଭେନଶା କଲେଜ ରୁ ଆର୍ଟସ ରେ ଡିଗ୍ରୀ କଲାପରେ କଲିକତା ବିଶ୍ୱବିଦ୍ୟାଳୟ ରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପ୍ରଥମ ରୁ ସେ ଓକିଲାତି ଆରମ୍ଭ କରି ତାହା ସହ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗଦାନ କରିଥିଲେ । ସେ ଓଡିଶା ବିଧାନ ସଭା ର ସଦସ୍ୟ ଭାବରେ ୧୯୩୭ ମସିହା ରୁ ୧୯୩୯ ମସିହା ଯାଏ କାର୍ଯ୍ୟ କରିଥିଲେ ଓ ପୁନର୍ବାର ୧୯୪୬ ମସିହା ରୁ ୧୯୫୨ ମସିହା ଯାଏ ରହିଥିଲେ । [] 

ଓଡିଶା ରାଜ୍ୟ ଭାରତ ସରକାର ଙ୍କ ଦ୍ଵାରା ସ୍ଵଯାଂଶାସିତ ମାନ୍ୟତା ପାଇଲା ପରେ ନିତ୍ୟାନନ୍ଦ କାନୁନଗୋ ବିଶ୍ଵନାଥ ଦାସ ଙ୍କ ମନ୍ତ୍ରୀମଣ୍ଡଳ ରେ ରାଜସ୍ୱ ଓ ଜନ କାର୍ଯ୍ୟ ବିଭାଗ ମନ୍ତ୍ରୀ ରହିଥିଲେ । ତାଙ୍କର ଦ୍ଵିତୀୟ ପର୍ଯ୍ୟାୟ ୧୯୪୬ ମସିହା ରେ ଆରମ୍ଭ ହେଇଥିଲା ଓ ସେତେବେଳେ ସେ ଆଇନ ବିଭାଗ , ଶ୍ରମ ତଥା କୃଷି ବିଭାଗ ଦାୟିତ୍ଵ ରେ ରହିଥିଲେ । ୧୯୫୨ ମସିହା ରେ ନିତ୍ଯାନନ୍ଦ ଲୋକ ସଭା କୁ କେନ୍ଦ୍ରପଡା ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହେଇଥିଲେ ଏବଂ ଓ କେନ୍ଦ୍ର ରେ ବାଣିଜ୍ୟ ଓ ଶିଳ୍ପ ବିଭାଗ ର ଉପମନ୍ତ୍ରୀ ଭ୍ବାରେ ନିଯୁକ୍ତ ହେଇଥିଲେ ।

୧୯୫୭ ମସିହା ଲୋକ ସଭା ନିର୍ବାଚନ ରେ ସେ ପୁନର୍ବାର କେନ୍ଦ୍ରାପଡା ରୁ ପାର୍ଲିଆମେଣ୍ଟ କୁ ନିର୍ବାଚିତ ହେଇ ଥିଲେ । ସେହି ସମଯ ରେ ସେ ବାଣିଜ୍ୟ ମନ୍ତ୍ରୀ ଭାବରେ ରହିଥିଲେ । ସେ ୧୯୬୨ ମସିହା ରେ କଟକ ଲୋକ ସଭା ମଣ୍ଡଳୀ ରୁ ନିର୍ବାଚିତ ହେଇଥିଲେ । ସେହି ସମୟ ରେ ସେ ବାଣିଜ୍ୟ ଓ ଶିଳ୍ପ ବିଭାଗ ର ମାତୃ ଭାବରେ ରହି ପରେ ନାଗରିକ ଉଡୟନ ବିଭାଗ ମନ୍ତ୍ରୀ  ରହିଥିଲେ ।

ରାଜ୍ୟପାଳ ଭାବରେ ନିତ୍ୟାନନ୍ଦ କାନୁନଗୋ 

୧୯୬୫ ମସିହା ଅଗଷ୍ଟ ୧ ରେ ନିତ୍ୟାନନ୍ଦ କାନୁନଗୋ ଙ୍କୁ ଗୁଜୁରାଟ ରାଜ୍ୟ ର ରାଜ୍ୟପାଳ ଭାବରେ ଅବସ୍ଥାପିତ କରାଯାଇଥିଲା । ସେ ସେହି ପଦବୀ ରେ ୬ ଡିସେମ୍ବର ୧୯୬୭ ଯାଏ ରହିବା ପରେ ବିହାର ରାଜ୍ୟ କୁ ବଦଳି ହେଇ ସେଠାରେ ୨୦ ଜାନୁଆରୀ ୧୦୭୧ ମସିହା ଯାଏ ରହିଥିଲେ ।

ଏହା ମଧ୍ୟ ରେ ସେ ଭାରତୀୟ ହସ୍ତଶିଳ୍ପ ବୋଡ ,ର ସଦସ୍ୟ , ଓଡିଶା ରାଜ୍ୟ କୋପରେଟିଭ ବେଙ୍କ ର ନିର୍ଦେଶକ , ସର୍ବା ଭାରତୀୟ ବୁଣାକାର ସଂଘ ର ସଭାପତି ସଂଗୀତା ନାଟକ ଏକାଡେମି ର ସଦସ୍ୟ ଭାବରେ ଅନେକ କାର୍ଯ୍ୟ ନିର୍ବାହ ମଧ୍ୟ କରିଥିଲେ ।ସେ ଭାରତୀୟ ଦଳ ର ନେତୃତ୍ଵ ନେଇ ଆନତ୍ର୍ଜାତିକ ରାଇସ କମିଶନ କୁ ଇଣ୍ଡୋନେସିଆ ଜାକର୍ତା ଠାରେ ପ୍ରତିନିଧିତ୍ଵ କରିଥିଲେ । and again from 1946 to 1952.[]

http://164.100.47.132/LssNew/biodata_1_12/779.htm      In 1952, Kanungo was elected to the Lok Sabha from the Kendrapara constituency. In September, 1954 he was appointed Union Deputy Minister of Commerce and Industry. From August, 1955, he was Minister of Industries and in June, 1956 was designated Minister of Consumer Industries. In 1957, he was again returned to the Lok Sabha and was appointed Minister of Commerce. Kanungo was a member of the Indian Delegation to the International Labour Conference in San Francisco (1948) and was the Leader of the Delegation to the Conference of the International Rice Commission held in Jakarta in 1952.

Kanungo served as the Governor of Gujarat from 1 August 1965 to 6 December 1967. He was the Governor of Bihar from 7 December 1967 to 20 January 1971.http://www.rajbhavan.gujarat.gov.in/honorable-governors/past-governor-details.aspx?PastGovernerId=2

ପୁନଶ୍ଚ ଦେଖଣା 

  • List of Governors of Bihar

ଆଧାର ସମୂହ 

  1. ୧.୦ ୧.୧ {{cite web}}: Empty citation (help)