Jump to content

ରିମା କଳିଙ୍ଗାଲ

ଉଇକିପିଡ଼ିଆ‌ରୁ
୧୮:୩୦, ୩୦ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Rima Kallingal") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Rima Kallingal
Rima Kallingal at IFFK 2016
ଜନ୍ମ
19 January 1984 Thrissur, Kerala, India
ବୃତ୍ତି(ସମୂହ)Actress, model, television anchor
ସକ୍ରିୟ ବର୍ଷ2009–present
ବୈବାହିକ-ସାଥୀAashiq Abu (2013–present)

ରିମା କଳିଙ୍ଗାଲ ଜଣେ ଭାରତୀୟ ମଡେଲ ଓ ଫିଲ୍ମ ଅଭିନେତ୍ରୀ । ସେ ମୁଖ୍ଯତଃ ମାଳୟାଲାମ ଫିଲ୍ମ ରେ ଅଭିନୟ କରିଥାନ୍ତି । 

୨୦୦୮ ମସିହା ରେ ମିସ କେରାଲା ପ୍ରତିଯୋଗୀତା ରେ ପ୍ରଥମ ରନର୍ସ ଅପ ହେଇ ଲୋକ ନଜର କୁ ଆସିଥିଲେ । ଏହା ପରେ ସେ ଅଭିନୟ ଆରାହ୍ନ କରିଥିଲେ । ୨୦୦୯ ମସିହା ରେ ତାଙ୍କର " ରିତୁ " ଓ " ନିଲଠାମରା " ନାମକ ୨ ଟି ଫିଲ୍ମ ମାଲାୟାଲାମ ଭାଷା ରେ ନିର୍ମିତ ହେଇଥିଲା । ଏହା ପରେ ସେ " City of  GOD "( ୨୦୧୧ ) ,ଇଣ୍ଡିଆନ ରୂପୀ" ( ୨୦୧୧) , " ନିଦ୍ରା " ( ୨୦୧୨ ) ଆଦି ସଫଳ ମାଳୟାଲାମ ଫିଲ୍ମ ରେ ଅଭିନୟ କରିଥିଲେ ।   

ଜୀବନୀ 

କେରଳ ରାଜ୍ୟ ର ଥିସୁର ଠାରେ ୧୯୮୪ ମସିହା ରେ ଜନ୍ମଗ୍ରହଣ କରିଥିବା ରିମା ୩ ବର୍ଷ ବୟସ ରୁ ନୃତ୍ୟ ଶିକ୍ଷୟା କରୁଥିଲେ । .[] ଶିଶୁ କଳାକାର ଭାବରେ ରେ ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ,ମଞ୍ଚ ରେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ସେ କୁନନୁର ଠାରେ ତାଙ୍କର ପ୍ରାଥମିକ ଶିକ୍ଷୟା ଲାଭ କରଥିଲେ ।.[] ସେ ଥିସୁର ସ୍ଥିତ ଚିନ୍ମୟ ବିଦ୍ୟାଳୟ ରୁ ତାଙ୍କ ପାଠପଢା ଜାରି ରଖି ପରେ  ବାଙ୍ଗାଲୋର ର  ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟ ରୁ  ଜର୍ନାଲିଜମ  ରେ ଡିଗ୍ରୀ ପାଇଥିଲେ । .[][] ସେ ତାଇକୁଣ୍ଡୋ, ଓ ଚାଓ  ସାମରିକ କଳା ମଧ୍ୟ ଶିକ୍ଷୟା ଲାଭ କରିଥିଲେ  .

ଆସିଆନେଟ ଟେଲିଭିଜନ ର ଏକ ରିଆଲିଟି ଶୋ ରେ ସେ ରନର୍ସ ଅପ ହେବା ପରେ ବାଙ୍ଗାଲୋର କୁ ମଡେଲିଙ୍ଗ ପେଶଗତ ଭାବରେ କରିବାକୁ ଆସିଥିଲେ । ଏହି ସମୟ ମଧ୍ୟ ରେ ସେ କେରାଳ ର ମିସ କେରଲ ପ୍ରତିଯୋଗୀତା ରେ ଭାଗ ନେଇ ରନର୍ସ ଅପ ହେଇଥିଲେ । .[]

ଏହି ସମୟ ରେ ସେ ଏକ ତାମିଲ ଫିଲ୍ମ " ମଝାଇ ଭରପ୍ପୋଗୁଠୁ " ନାମକ  ଫିଲ୍ମ ରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହେଇଥିଲେ ମଧ୍ୟ ଫିଲ୍ମ ଟି ନିର୍ମିତ ହେଇ ପାରିନଥିଲା । [] ଏହା ପରେ ସେ " ରିତୁ" ନାମକ ଫିଲ୍ମ ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । . ସେତେବେଳେ ତାଙ୍କୁ ୨୫ ବର୍ଷ ହେଇଥିଲା । .

I୨୦୧୨ ମସିହା ରେ ତାଙ୍କର ଫିଲ୍ମ " ୨୨ Female Kottayam" ଏକ ବ୍ଯବସାୟିକ ଭାବରେ ଲାଭଜନକ ଫିଲ୍ମ ହେଇଥିଲା ଓ ଏଥିରେ ତାଙ୍କର ଅଭିନୟ କୁ ଖୁବ ପ୍ରସଂଶା ଓ ପୁରସ୍କାର ମିଳିଥିଲା ।  [][] " ତେସ୍ସା" ଚରିତ୍ର ରେ ତାଙ୍କର ଅଭିନୟ ଏହି ଫିଲ୍ମ ରେ ଖୁବ ଜୀବନ୍ତ ଥିଲା । [] [୧୦] ଏହି ଫିଲ୍ମ ପାଇଁ ସେ କେରଲ ରାଜ୍ୟ ଫିଲ୍ମ ପୁରସ୍କାର ଲାଭ କରିଥିଲେ । .

୨୦୧୩ ମସିହା ରେ ସେ ଟେଲିଭିଜନ ରେ ଆଙ୍କର ଭାବରେ ରେଏଲିଟି ଶୋ ରେ   କାର୍ଯ୍ୟ କରିଥିଲେ ।.[୧୧][୧୨] ଏହା ଦ୍ଵାରା ତାଙ୍କୁ କେରଲ ଫିଲ୍ମ ଚାମବାର ତାଙ୍କୁ ଫିଲ୍ମ ରୁ ବାସନ୍ଦ କରିଥିଲେ । ପରେ ସେହି ବାସନ୍ଦ ହଟାଇ ନିଆ ଯାଇଥିଲା ।.[୧୩]

ବ୍ୟକ୍ତିଗତ ଜୀବନୀ 

ରିମା ଫିଲ୍ମ ନିର୍ଦେଶକ ଆଶିକ ଆବୁ ଙ୍କୁ ବିବାହ କରିଥିଲେ । ବିବାହ ଅତି ସାଧାରଣ ଭାବରେ ହେଇଥିଲା ଓ ରିମା ବିବାହ ପୂର୍ବ ଦିନ କେନସର  ପୀଡିତ ମାନଙ୍କ ଚିକିସ୍ତା ପାଇଁ ୧୦ ଲକ୍ଷ ତାଙ୍କ ଦାନ କରିଥିଲେ । ବିବାହ ଦିନ ମଧ୍ୟ ହସ୍ପିଟାଲ ରେ ସେ ଭୋଜି ପାଇଁ ସମସ୍ତ ଖର୍ଚ  ଦେଇଥିଲେ [୧୪][୧୫][୧୬][୧୭] 

.[୧୮]

ଫିଲ୍ମୋଗ୍ରାଫି 

Year Film Role Language Notes
2009 Ritu Varsha John Malayalam Nominated—Asianet Award for Best Actress
Kerala Cafe Malayalam Segment Mrityunjayam
Neelathaamara Shaarath Ammini Malayalam
2010 Happy Husbands Diana Malayalam
Best of Luck Diya Malayalam
2011 City of God Surya Prabha Malayalam Nominated—Filmfare Award for Best Actress – Malayalam

Nominated—Vanitha Film Award for Best Actress
Nominated—Asianet Award for Best Actress

Ko Herself Tamil Special appearance
Shankaranum Mohananum Jyotsna Mathew Malayalam
Yuvan Yuvathi Nisha Tamil
Sevenes Aravindan's sister Malayalam
Doubles Malayalam Cameo appearance
Indian Rupee Beena Malayalam Kerala Film Critics Award For Best Actress

Nominated—Asianet Award for Best Actress

2012 Orkut Oru Ormakoot Crystal Falth Ritz Malayalam
Unnam Jennifer Malayalam
Nidra Ashwathy Malayalam Kerala State Film Award for Best Actress
22 Female Kottayam Tessa Kurissuparambil Abraham Malayalam Asiavision Movie Award for Best Actress (also for Nidra)

Filmfare Award for Best Actress
Kerala State Film Award for Best Actress
SIIMA Award for Best Actress (Critics)
Vanitha Film Award for Best Actress
Nominated—Asianet Award for Best Actress

Husbands in Goa Tina Malayalam
Ayalum Njanum Thammil Diya Malayalam
Bavuttiyude Namathil Noorjahan Malayalam
2013 Kammath & Kammath Mahalakshmi Malayalam
Natholi Oru Cheriya Meenalla Annie Malayalam
August Club Savithri Malayalam Nominated-3rd South Indian International Movie Awards for Best Actress
Zachariayude Garbhinikal Fathima Malayalam
Escape from Uganda Shikha Samuel Malayalam Nominated—Asianet Award for Best Actress
Ezhu Sundara Rathrikal Sini Alex Malayalam Nominated—Asianet Award for Best Actress
2015 Chirakodinja Kinavukal Sumathi Malayalam
Rani Padmini Rani Malayalam
2017 Kaadu Pookkunna Neram Malayalam

ଟେଲିଭିଜନ 

Year Program Role Channel Notes
2013 Midukki Host Mazhavil Manorama reality show
2009 Vodafone Thakadhimi contestant Asianet Dance reality show

ପୁରସ୍କାର ସମୂହ 

Year Ceremony Film Result
2010 Asianet Film Award for Best Actress Ritu ମନୋନୀତ
Vanitha Film Awards for Best New Face Ritu , Kerala Cafe , Neelathaamara ବିଜୟୀ
2012 Asianet Film Award for Best Actress City of God ମନୋନୀତ
Filmfare Award for Best Actress – Malayalam ମନୋନୀତ
Vanitha Film Award for Best Actress ମନୋନୀତ
Ritz Icon Awards ବିଜୟୀ
Asianet Film Award for Best Actress Indian Rupee ମନୋନୀତ
Kerala Film Critics Association Awards for Best Actress ବିଜୟୀ
2013 Kerala State Film Award for Best Actress 22 Female Kottayam, Nidra ବିଜୟୀ
Asiavision Movie Award for Best Actress ବିଜୟୀ
Asianet Film Award for Best Actress 22 Female Kottayam ମନୋନୀତ
Filmfare Award for Best Actress – Malayalam ବିଜୟୀ
Vanitha Film Award for Best Actress ବିଜୟୀ
2nd South Indian International Movie Award for Best Actress (Critics) ବିଜୟୀ
Indian Movie Awards in Qatar for Best Actress[୧୯] ବିଜୟୀ
Southspin Fashion Awards ବିଜୟୀ
2014 Asianet Film Award for Best Actress Escape from Uganda, Ezhu Sundara Rathrikal ମନୋନୀତ
3rd South Indian International Movie Awards for Best Actress August Club ମନୋନୀତ

ଆଧାର ସମୂହ 

  1. {{cite web}}: Empty citation (help)
  2. http://timesofindia.indiatimes.com/tv/news/hindi/Youve-got-to-react-girl/articleshow/12174436.cms
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. http://www.sify.com/movies/Rima-Kallingal-strikes-a-pose-imagegallery-kollywood-lhzo8rhgefb.html?html=5
  6. {{cite web}}: Empty citation (help)
  7. P.K. Ajith Kumar (7 May 2012). "22 Female Kottayam's success has Rima on cloud nine". Chennai, India: The Hindu. Retrieved 1 December 2013. {{cite news}}: More than one of |author= and |last= specified (help)
  8. Shiba Kurian, TNN 17 August 2012, 02.10PM IST (17 August 2012). "A proud moment for '22 Female Kottayam' crew – Times of India". Articles.timesofindia.indiatimes.com. Retrieved 1 December 2013. {{cite news}}: More than one of |author= and |last= specified (help)CS1 maint: multiple names: authors list (link) CS1 maint: numeric names: authors list (link)
  9. {{cite web}}: Empty citation (help)
  10. "Kochi Times Film Awards '13- The Times of India Photogallery". Photogallery.indiatimes.com. Retrieved 1 December 2013.
  11. Sajini Sahadevan (8 November 2012). "Quest for the smartest woman". Chennai, India: The Hindu. Retrieved 1 December 2013. {{cite news}}: More than one of |author= and |last= specified (help)
  12. {{cite web}}: Empty citation (help)
  13. {{cite web}}: Empty citation (help)
  14. "Rima Kallingal and Aashiq Abu tie the knot – The Times of India". The Times of India.
  15. http://ibnlive.in.com/news/ashiq-abu-marries-rima-kallingal-in-a-low-key-affair/432047-71-175.html
  16. http://www.deccanchronicle.com/131101/entertainment-mollywood/article/rima-kallingal-marries-director-aashiq-abu
  17. http://entertainment.oneindia.in/malayalam/news/2013/pictures-aashiq-abu-rima-kallingal-wedlock-124040.html
  18. "Rima Kallingal and Aashiq Abu tie the knot – The Times of India". The Times of India.
  19. https://www.facebook.com/IMAQatar/posts/580212605344491

ବାହ୍ୟ ସଂଯୋଗ