ରିମା କଳିଙ୍ଗାଲ

ଉଇକିପିଡ଼ିଆ‌ରୁ
ରିମା କଳିଙ୍ଗାଲ
Rima Kallingal in 2018
Born
19 January 1984 Thrissur, Kerala, India
Occupation(s)Actress, model, television anchor
Years active2009–present
SpouseAashiq Abu (2013–present)

ରିମା କଳିଙ୍ଗାଲ ଜଣେ ଭାରତୀୟ ମଡେଲ ଓ ଫିଲ୍ମ ଅଭିନେତ୍ରୀ । ସେ ମୁଖ୍ଯତଃ ମାଲାୟାଲାମ ଫିଲ୍ମରେ ଅଭିନୟ କରିଥାନ୍ତି । ୨୦୦୮ ମସିହାରେ ମିସ କେରଳ ପ୍ରତିଯୋଗୀତାରେ ପ୍ରଥମ ରନର୍ସ ଅପ ହେଇ ଲୋକ ନଜରକୁ ଆସିଥିଲେ । ଏହା ପରେ ସେ ଅଭିନୟ ଆରାହ୍ନ କରିଥିଲେ । ୨୦୦୯ ମସିହାରେ ତାଙ୍କର " ରିତୁ " ଓ " ନିଲଠାମରା " ନାମକ ୨ଟି ଫିଲ୍ମ ମାଲାୟାଲାମ ଭାଷାରେ ନିର୍ମିତ ହେଇଥିଲା । ଏହା ପରେ ସେ " City of  GOD "( ୨୦୧୧ ) ,ଇଣ୍ଡିଆନ ରୂପୀ" ( ୨୦୧୧) , " ନିଦ୍ରା " ( ୨୦୧୨ ) ଆଦି ସଫଳ ମାଲାୟାଲାମ ଫିଲ୍ମରେ ଅଭିନୟ କରିଥିଲେ ।   

ଜୀବନୀ [ସମ୍ପାଦନା]

କେରଳ ରାଜ୍ୟର ଥିସୁରଠାରେ ୧୯୮୪ ମସିହାରେ ଜନ୍ମଗ୍ରହଣ କରିଥିବା ରିମା ୩ ବର୍ଷ ବୟସରୁ ନୃତ୍ୟ ଶିକ୍ଷା କରୁଥିଲେ । .[୧] ଶିଶୁ କଳାକାର ଭାବରେରେ ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ,ମଞ୍ଚରେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ସେ କୁନନୁରଠାରେ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରଥିଲେ ।.[୨] ସେ ଥିସୁରସ୍ଥିତ ଚିନ୍ମୟ ବିଦ୍ୟାଳୟରୁ ତାଙ୍କ ପାଠପଢ଼ା ଜାରି ରଖି ପରେ  ବାଙ୍ଗାଲୋରର  ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟରୁ  ଜର୍ନାଲିଜମ  ରେ ଡିଗ୍ରୀ ପାଇଥିଲେ । [୩][୪][୫] ସେ ତାଇକୁଣ୍ଡୋ, ଓ ଚାଓ  ସାମରିକ କଳା ମଧ୍ୟ ଶିକ୍ଷା ଲାଭ କରିଥିଲେ  .

ଏସିଆନେଟ ଟେଲିଭିଜନର ଏକ ରିଆଲିଟି ଶୋରେ ସେ ରନର୍ସ ଅପ ହେବା ପରେ ବାଙ୍ଗାଲୋରକୁ ମଡେଲିଙ୍ଗ ପେଶଗତ ଭାବରେ କରିବାକୁ ଆସିଥିଲେ । ଏହି ସମୟ ମଧ୍ୟରେ ସେ କେରାଳର ମିସ କେରଳ ପ୍ରତିଯୋଗୀତାରେ ଭାଗ ନେଇ ରନର୍ସ ଅପ ହେଇଥିଲେ । .[୬]

ଏହି ସମୟରେ ସେ ଏକ ତାମିଲ ଫିଲ୍ମ " ମଝାଇ ଭରପ୍ପୋଗୁଠୁ " ନାମକ  ଫିଲ୍ମରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହେଇଥିଲେ ମଧ୍ୟ ଫିଲ୍ମଟି ନିର୍ମିତ ହେଇ ପାରିନଥିଲା ।  ଏହା ପରେ ସେ " ରିତୁ" ନାମକ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । . ସେତେବେଳେ ତାଙ୍କୁ ୨୫ ବର୍ଷ ହେଇଥିଲା । .

I୨୦୧୨ ମସିହାରେ ତାଙ୍କର ଫିଲ୍ମ " ୨୨ Female Kottayam" ଏକ ବ୍ଯବସାୟିକ ଭାବରେ ଲାଭଜନକ ଫିଲ୍ମ ହେଇଥିଲା ଓ ଏଥିରେ ତାଙ୍କର ଅଭିନୟକୁ ଖୁବ ପ୍ରସଂଶା ଓ ପୁରସ୍କାର ମିଳିଥିଲା ।  [୭][୮] " ତେସ୍ସା" ଚରିତ୍ରରେ ତାଙ୍କର ଅଭିନୟ ଏହି ଫିଲ୍ମରେ ଖୁବ ଜୀବନ୍ତ ଥିଲା ।  [୯] ଏହି ଫିଲ୍ମ ପାଇଁ ସେ କେରଳ ରାଜ୍ୟ ଫିଲ୍ମ ପୁରସ୍କାର ଲାଭ କରିଥିଲେ । .

୨୦୧୩ ମସିହାରେ ସେ ଟେଲିଭିଜନରେ ଆଙ୍କର ଭାବରେ ରେଏଲିଟି ଶୋରେ   କାର୍ଯ୍ୟ କରିଥିଲେ ।.[୧୦][୧୧] ଏହାଦ୍ୱାରା ତାଙ୍କୁ କେରଳ ଫିଲ୍ମ ଚାମବାର ତାଙ୍କୁ ଫିଲ୍ମରୁ ବାସନ୍ଦ କରିଥିଲେ । ପରେ ସେହି ବାସନ୍ଦ ହଟାଇ ନିଆ ଯାଇଥିଲା ।.[୧୨]

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

ରିମା ଫିଲ୍ମ ନିର୍ଦ୍ଦେଶକ ଆଶିକ ଆବୁଙ୍କୁ ବିବାହ କରିଥିଲେ । ବିବାହ ଅତି ସାଧାରଣ ଭାବରେ ହେଇଥିଲା ଓ ରିମା ବିବାହ ପୂର୍ବ ଦିନ କେନସର  ପୀଡିତମାନଙ୍କ ଚିକିସ୍ତା ପାଇଁ ୧୦ ଲକ୍ଷ ତାଙ୍କ ଦାନ କରିଥିଲେ । ବିବାହ ଦିନ ମଧ୍ୟ ହସ୍ପିଟାଲରେ ସେ ଭୋଜି ପାଇଁ ସମସ୍ତ ଖର୍ଚ  ଦେଇଥିଲେ [୧୩][୧୪][୧୫][୧୬] 

.[୧୭]

ଆଧାର[ସମ୍ପାଦନା]

  1. 18 October 2011 By Keerthy Ramachandran DC (20 October 2011). "Rima Kallingal: A bold and new face | Deccan Chronicle". Web.archive.org. Archived from the original on 19 October 2011. Retrieved 1 December 2013.{{cite web}}: CS1 maint: numeric names: authors list (link)
  2. http://timesofindia.indiatimes.com/tv/news/hindi/Youve-got-to-react-girl/articleshow/12174436.cms
  3. http://timesofindia.indiatimes.com/tv/news/hindi/Youve-got-to-react-girl/articleshow/12174436.cms
  4. "Playing by their own rules | Society". Times Crest. 20 July 2013. Archived from the original on 13 October 2016. Retrieved 1 December 2013.
  5. "Manorama Online | Picture Gallery | Campus | Rima Kallingal". Manoramanews.com. Archived from the original on 18 May 2020. Retrieved 1 December 2013.
  6. http://www.sify.com/movies/Rima-Kallingal-strikes-a-pose-imagegallery-kollywood-lhzo8rhgefb.html?html=5
  7. P.K. Ajith Kumar (7 May 2012). "22 Female Kottayam's success has Rima on cloud nine". Chennai, India: The Hindu. Retrieved 1 December 2013. {{cite news}}: More than one of |author= and |last= specified (help)
  8. Shiba Kurian, TNN 17 August 2012, 02.10PM IST (17 August 2012). "A proud moment for '22 Female Kottayam' crew – Times of India". Articles.timesofindia.indiatimes.com. Archived from the original on 3 December 2013. Retrieved 1 December 2013. {{cite news}}: More than one of |author= and |last= specified (help)CS1 maint: multiple names: authors list (link) CS1 maint: numeric names: authors list (link)
  9. "Kochi Times Film Awards '13- The Times of India Photogallery". Photogallery.indiatimes.com. Retrieved 1 December 2013.
  10. Sajini Sahadevan (8 November 2012). "Quest for the smartest woman". Chennai, India: The Hindu. Retrieved 1 December 2013. {{cite news}}: More than one of |author= and |last= specified (help)
  11. "Exclusive: Lal Jose's Tamil debut". rediff.com. Retrieved 1 December 2013.
  12. "KFC lifts ban on Rima". filmibeat.com. 25 April 2013. Retrieved 8 February 2016.
  13. "Rima Kallingal and Aashiq Abu tie the knot – The Times of India". The Times of India.
  14. "ଆର୍କାଇଭ୍ କପି". Archived from the original on 2013-11-09. Retrieved 2017-03-30. {{cite web}}: Cite has empty unknown parameter: |1= (help)
  15. "ଆର୍କାଇଭ୍ କପି". Archived from the original on 2013-11-07. Retrieved 2017-03-30. {{cite web}}: Cite has empty unknown parameter: |1= (help)
  16. "ଆର୍କାଇଭ୍ କପି". Archived from the original on 2013-11-06. Retrieved 2017-03-30. {{cite web}}: Cite has empty unknown parameter: |1= (help)
  17. "Rima Kallingal and Aashiq Abu tie the knot – The Times of India". The Times of India.

ବାହାର ଲିଙ୍କ [ସମ୍ପାଦନା]