Jump to content

ଗିତୁ ମୋହନଦାସ

ଉଇକିପିଡ଼ିଆ‌ରୁ
୦୦:୩୪, ୨୭ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Geetu Mohandas") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Geetu Mohandas
ଜନ୍ମ
Gayathri Mohandas

(1981-02-14) ୧୪ ଫେବୃଆରୀ ୧୯୮୧ (ବୟସ ୪୩)
Kannur, India
ଅନ୍ୟ ନାମGeetu
ବୃତ୍ତି(ସମୂହ)Film director, actress
ସକ୍ରିୟ ବର୍ଷ1986 – present
ବୈବାହିକ-ସାଥୀRajeev Ravi (2009 – present)
ସନ୍ତାନAradhana
ପୁରସ୍କାରKerala State Film Award for Best Child Artist (1986), Kerala State Film Award for Best Actress (2004)

ଗାୟତ୍ରୀ ମୋହନଦାସ ବା ଗିତୁ ମୋହନଦାସ  (ଜନ୍ମ ୧୪ ଫେବ୍ରୁଆରି ୧୯୮୧ ) ଜଣେ ଭାରତୀୟ ମହିଳା ଅଭିନେତ୍ରୀ ଓ ନିର୍ଦେଶିକା । ସେ ମାଳୟାଲମ ଭାଷା ଫିଲ୍ମ ରେ ମୁଖ୍ଯତଃ କାର୍ଯ୍ୟ କରନ୍ତି । ମୁମ୍ବାଇ ଠାରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । .[][] ୨୦୧୩ ମସିହା ରେ ସେ ସାମାଜିକ- ରାଜନୈତିକ କାହାଣୀ ଉପରେ ପର୍ଜ୍ୟବେଶିତ ଫିଲ୍ମ " Liar"s Dice " ନାମକ ଫିଲ୍ମ ରେ ନିର୍ଦେଶନା ଦେଇ ଚର୍ଚା କୁ ଆସିଥିଲେ । ଏହି ଫିଲ୍ମ ୨ ଟି ଜାତୀୟ ଫିଲ୍ମ ପୁରସ୍କାର ପାଇବା ସହ ୮୭ ତମ ଏକଡେମି ( ଓସ୍କାର )  ପୁରସ୍କାର ପାଇଁ ମନୋନୀତ ହେଇଥିଲା ।,[][]

କାର୍ଯ୍ୟ ଜୀବନୀ 

ଗାୟତ୍ରୀ ମୋହନଦାସ ଙ୍କ ଡାକ ନାମ ଗିତୁ ଫିଲ୍ମ ଶିଳ୍ପ ରେ ମଧ୍ୟ ରହିଥିଲା । .[] ଗିତୁ ଙ୍କ ପ୍ରଥମ ଅଭିନୀତ ଫିଲ୍ମ ୧୯୮୬ ମସିହା ରେ ମାଳୟାଲାମ ଭାଷା ରେ " ଓନ୍ନୁ ମୁଥାଳ ପୂଜ୍ୟମ ବରେ " ଥିଲା ଓ ସେଥିରେ ସେ   ୫ ବର୍ଷ ସାନ ଝିଅ ହିସାବ ରେ  ଅଭିନୟ କରି ଫିଲ୍ମ ଜଗତ ରେ ପରିଚିତ ହେଇଥିଲେ ।  .[] ମାଲାୟାଲାମ ଭାଷା ର ଲୋକପ୍ରିୟ ଅଭିନେତା ମୋହନଲାଲ ଙ୍କ ସହ ସେ ଅନେକ ଫିଲ୍ମ ରେ ଅଭିନୟ କରିଥିଲେ । ନିର୍ଦେଶିକା ଭାବରେ ତାଙ୍କର ପ୍ରଥମ ଫିଲ୍ମ ମାଳୟାଲାମ ଭାଷା ରେ ଥିଲା ଓ ତା ପରେ ସେ ନିର୍ଦେଶନା ଦେଇଥିବା ଫିଲ୍ମ " Liar"s Dice " ତାଙ୍କ ପାଇଁ ବହୁତ ଖ୍ଯାତି ଆଣିଦେଇଥିଲା । ଏହି ଫିଲ୍ମ ସୋଫିଆ ଆନ୍ତର୍ଜାତିକ ଫିଲ୍ମ ମହୋତ୍ଶବ ରେ ସ୍ଵତନ୍ତ୍ର ଜୁରୀ ପୁରସ୍କାର ମଧ୍ୟ ପାଇଥିଲା । 

ବ୍ୟକ୍ତିଗତ ଜୀବନ 

ମୋହନଦାସ ଓ ସୁଧା ଙ୍କ କନ୍ୟା ଗିତୁ ଙ୍କ ଜଣେ ଭାଇ ଅର୍ଜୁନ ମଧ୍ୟ ରହିଛନ୍ତି । ଗିତୁ ସିନେମାଟୋଗ୍ରାଫର ରାଜୀବ ରବି ଙ୍କୁ ବିବାହ କରିଛନ୍ତି । []  []  ତାଙ୍କର ଏକ ଝିଅ  ରହିଛି । 

ପୁରସ୍କାର 

  • ୨୦୦୪- କେରଳ ରାଜ୍ୟ ଫିଲ୍ମ ପୁରସ୍କାର , ଶ୍ରେଷ୍ଠ ଅଭିନେତ୍ରୀ ଭାବରେ 
  • ୧୯୮୬ - କେରଳ ରାଜ୍ୟ ଫିଲ୍ମ ପୁରସ୍କାର , ଶ୍ରେଷ୍ଠ ଶିଶୁ ଚରିତ୍ରାଭିନୟ ପାଇଁ 
  • ୨୦୦୪- ଏସିଆନେଟ ପୁରସ୍କାର 

ଫିଲ୍ମୋଗ୍ରାଫି 

ଅଭିନୟ 

Year Film Role Language Notes
1986 Onnu Muthal Poojaym Vare Deepa Malayalam Kerala State Film Award for Best Child Artist
1986 Sayam Sandhya Vinu Mol Malayalam
1986 Veendum Anu Malayalam
1986 Rareeram Geethu Malayalam
1988 En Bommukutty Ammavukku Tinnu Tamil
2000 Life Is Beautiful Bala Malayalam
2000 Thenkasipattanam Sangeetha Malayalam
2002 Valkannadi Devu Malayalam
2002 Sesham Meera Malayalam
2002 Pakalppooram Seemandini / Ghost Malayalam
2002 Krishna Gopalakrishna Gayathri Malayalam
2002 Kannaki Kumudam Malayalam
2002 Kakke Kakke Koodevide Sudharma Malayalam
2003 Sahodharan Sahadevan Arathi Malayalam
2003 Mullavalliyum Thenmavum Eva Cherian Malayalam
2003 Shingari Bolona Maya Malayalam
2003 Choonda Mohini Varma/Archana Malayalam
2003 Nala Damayanthi Damayanthi Tamil
2004 Oridam No name in the movie Malayalam
2004 Thudakkam Karthika Malayalam
2004 Akale Rose Malayalam Kerala State Film Award for Best Actress

Filmfare Award for Best Actress – Malayalam

2005 Ullam Radha Malayalam
2005 Rappakal Malavika Varma Malayalam
2005 Pauran Annie Malayalam
2006 Kisan Ammu/Ambili Varma Malayalam
2006 Poi Ramya Tamil
2006 Arunam Seetha Malayalam
2007 Bharathan Effect Geetha Malayalam
2007 Thakarachenda Latha Malayalam
2007 Naalu Pennungal The Virgin Malayalam aka Four Women (Canada: English title: festival title)
2008 Akasha Gopuram Catherine Malayalam Nominated - Filmfare Award for Best Supporting Actress – Malayalam
2009 Seetha Kalyanam Abhirami Malayalam
2009 Nammal Thammil Anu Malayalam

ନିର୍ଦେଶକ ଭାବରେ 

Year Film Language Notes
2009 Kelkkunnundo Malayalam Short Film
2014 Liar's Dice Hindi Special Jury award at the 18th Sofia International Film Festival

Received two National Film Awards

2018 Moothon Malayalam Global filmmaking award for story in Sundance film festival 2016

ଆଧାର ସମୂହ 

  1. Nala Damayandhi – Review Retrieved 13 April 2009.
  2. Geetu Mohandas
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. "I, Me, Myself – Geethu Mohandas". The Hindu. 4 July 2003. Retrieved 13 April 2009.
  6. {{cite web}}: Empty citation (help)
  7. http://cinidiary.com/people.php?pigsection=Actor&picata=2&no_of_displayed_rows=8&no_of_rows_page=10&sletter= Retrieved 5 May 2015.
  8. "ഗീതു മോഹന്‍ദാസ്‌ വിവാഹിതയായി" Retrieved 18 April 2011.

ବାହ୍ୟ ସଂଯୋଗ