ଗିତୁ ମୋହନଦାସ

ଉଇକିପିଡ଼ିଆ‌ରୁ
ଗିତୁ ମୋହନଦାସ
Born
ଗାୟତ୍ରୀ ମୋହନଦାସ

(1981-02-14) ୧୪ ଫେବୃଆରୀ ୧୯୮୧ (ବୟସ ୪୩)
କନ୍ନୁର, ଭାରତ
Other namesGeetu
Occupation(s)ଫିଲ୍ମ ନିର୍ଦ୍ଦେଶକ , ଅଭିନେତ୍ରୀ
Years active1986 – present
SpouseRajeev Ravi (2009 – present)
ChildrenAradhana
AwardsKerala State Film Award for Best Child Artist (1986), Kerala State Film Award for Best Actress (2004)

ଗାୟତ୍ରୀ ମୋହନଦାସ ବା ଗିତୁ ମୋହନଦାସ  (ଜନ୍ମ ୧୪ ଫେବୃଆରୀ ୧୯୮୧ ) ଜଣେ ଭାରତୀୟ ମହିଳା ଅଭିନେତ୍ରୀ ଓ ନିର୍ଦ୍ଦେଶିକା । ସେ ମାଳୟାଲମ ଭାଷା ଫିଲ୍ମରେ ମୁଖ୍ଯତଃ କାର୍ଯ୍ୟ କରନ୍ତି । ମୁମ୍ବାଇଠାରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । .[୧][୨] ୨୦୧୩ ମସିହାରେ ସେ ସାମାଜିକ- ରାଜନୈତିକ କାହାଣୀ ଉପରେ ପର୍ଯ୍ୟବସିତ ଫିଲ୍ମ " Liar"s Dice " ନାମକ ଫିଲ୍ମରେ ନିର୍ଦ୍ଦେଶନା ଦେଇ ଚର୍ଚାକୁ ଆସିଥିଲେ । ଏହି ଫିଲ୍ମ ୨ଟି ଜାତୀୟ ଫିଲ୍ମ ପୁରସ୍କାର ପାଇବା ସହ ୮୭ ତମ ଏକଡେମି ( ଓସ୍କାର )  ପୁରସ୍କାର ପାଇଁ ମନୋନୀତ ହେଇଥିଲା ।,[୩]

କାର୍ଯ୍ୟ ଜୀବନୀ [ସମ୍ପାଦନା]

ଗାୟତ୍ରୀ ମୋହନଦାସଙ୍କ ଡାକ ନାମ ଗିତୁ ଫିଲ୍ମ ଶିଳ୍ପରେ ମଧ୍ୟ ରହିଥିଲା । .[୪] ଗିତୁଙ୍କ ପ୍ରଥମ ଅଭିନୀତ ଫିଲ୍ମ ୧୯୮୬ ମସିହାରେ ମାଲାୟାଲାମ ଭାଷାରେ " ଓନ୍ନୁ ମୁଥାଳ ପୂଜ୍ୟମ ବରେ " ଥିଲା ଓ ସେଥିରେ ସେ   ୫ ବର୍ଷ ସାନ ଝିଅ ହିସାବରେ  ଅଭିନୟ କରି ଫିଲ୍ମ ଜଗତରେ ପରିଚିତ ହେଇଥିଲେ ।  [୫] ମାଲାୟାଲାମ ଭାଷାର ଲୋକପ୍ରିୟ ଅଭିନେତା ମୋହନଲାଲଙ୍କ ସହ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ନିର୍ଦ୍ଦେଶିକା ଭାବରେ ତାଙ୍କର ପ୍ରଥମ ଫିଲ୍ମ ମାଲାୟାଲାମ ଭାଷାରେ ଥିଲା ଓ ତା ପରେ ସେ ନିର୍ଦ୍ଦେଶନା ଦେଇଥିବା ଫିଲ୍ମ " Liar"s Dice " ତାଙ୍କ ପାଇଁ ବହୁତ ଖ୍ଯାତି ଆଣିଦେଇଥିଲା । ଏହି ଫିଲ୍ମ ସୋଫିଆ ଆନ୍ତର୍ଜାତିକ ଫିଲ୍ମ ମହୋତ୍ଶବରେ ସ୍ୱତନ୍ତ୍ର ଜୁରୀ ପୁରସ୍କାର ମଧ୍ୟ ପାଇଥିଲା । 

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ମୋହନଦାସ ଓ ସୁଧାଙ୍କ କନ୍ୟା ଗିତୁଙ୍କ ଜଣେ ଭାଇ ଅର୍ଜୁନ ମଧ୍ୟ ରହିଛନ୍ତି । ଗିତୁ ସିନେମାଟୋଗ୍ରାଫର ରାଜୀବ ରବିଙ୍କୁ ବିବାହ କରିଛନ୍ତି । [୬]  [୭]  ତାଙ୍କର ଏକ ଝିଅ  ରହିଛି । 

ପୁରସ୍କାର [ସମ୍ପାଦନା]

  • ୨୦୦୪- କେରଳ ରାଜ୍ୟ ଫିଲ୍ମ ପୁରସ୍କାର , ଶ୍ରେଷ୍ଠ ଅଭିନେତ୍ରୀ ଭାବରେ 
  • ୧୯୮୬ - କେରଳ ରାଜ୍ୟ ଫିଲ୍ମ ପୁରସ୍କାର , ଶ୍ରେଷ୍ଠ ଶିଶୁ ଚରିତ୍ରାଭିନୟ ପାଇଁ 
  • ୨୦୦୪- ଏସିଆନେଟ ପୁରସ୍କାର 

ଫିଲ୍ମୋଗ୍ରାଫି [ସମ୍ପାଦନା]

ଅଭିନୟ [ସମ୍ପାଦନା]

Year Film Role Language Notes
1986 Onnu Muthal Poojaym Vare Deepa Malayalam Kerala State Film Award for Best Child Artist
1986 Sayam Sandhya Vinu Mol Malayalam
1986 Veendum Anu Malayalam
1986 Rareeram Geethu Malayalam
1988 En Bommukutty Ammavukku Tinnu Tamil
2000 Life Is Beautiful Bala Malayalam
2000 Thenkasipattanam Sangeetha Malayalam
2002 Valkannadi Devu Malayalam
2002 Sesham Meera Malayalam
2002 Pakalppooram Seemandini / Ghost Malayalam
2002 Krishna Gopalakrishna Gayathri Malayalam
2002 Kannaki Kumudam Malayalam
2002 Kakke Kakke Koodevide Sudharma Malayalam
2003 Sahodharan Sahadevan Arathi Malayalam
2003 Mullavalliyum Thenmavum Eva Cherian Malayalam
2003 Shingari Bolona Maya Malayalam
2003 Choonda Mohini Varma/Archana Malayalam
2003 Nala Damayanthi Damayanthi Tamil
2004 Oridam No name in the movie Malayalam
2004 Thudakkam Karthika Malayalam
2004 Akale Rose Malayalam Kerala State Film Award for Best Actress

Filmfare Award for Best Actress – Malayalam

2005 Ullam Radha Malayalam
2005 Rappakal Malavika Varma Malayalam
2005 Pauran Annie Malayalam
2006 Kisan Ammu/Ambili Varma Malayalam
2006 Poi Ramya Tamil
2006 Arunam Seetha Malayalam
2007 Bharathan Effect Geetha Malayalam
2007 Thakarachenda Latha Malayalam
2007 Naalu Pennungal The Virgin Malayalam aka Four Women (Canada: English title: festival title)
2008 Akasha Gopuram Catherine Malayalam Nominated - Filmfare Award for Best Supporting Actress – Malayalam
2009 Seetha Kalyanam Abhirami Malayalam
2009 Nammal Thammil Anu Malayalam

ନିର୍ଦ୍ଦେଶକ ଭାବରେ [ସମ୍ପାଦନା]

Year Film Language Notes
2009 Kelkkunnundo Malayalam Short Film
2014 Liar's Dice Hindi Special Jury award at the 18th Sofia International Film Festival

Received two National Film Awards

2018 Moothon Malayalam Global filmmaking award for story in Sundance film festival 2016

ଆଧାର [ସମ୍ପାଦନା]

  1. Nala Damayandhi – Review Archived 2004-12-09 at the Wayback Machine. Retrieved 13 April 2009.
  2. Geetu Mohandas
  3. Gitanjali Roy (23 September 2014). "India will send Hindi-language road film Liar's Dice to the Oscars next year, the Film Federation of India (FFI) announced today". Retrieved 23 September 2014.
  4. "I, Me, Myself – Geethu Mohandas". The Hindu. 4 July 2003. Retrieved 13 April 2009.
  5. Shobha Warrier (11 February 2003). "Geetu Mohandas is Damayanthi". Rediff.com. Retrieved 13 April 2009.
  6. http://cinidiary.com/people.php?pigsection=Actor&picata=2&no_of_displayed_rows=8&no_of_rows_page=10&sletter= Archived 2015-05-05 at the Wayback Machine. Retrieved 5 May 2015.
  7. "ഗീതു മോഹന്‍ദാസ്‌ വിവാഹിതയായി" Retrieved 18 April 2011.

ବାହାର ଲିଙ୍କ [ସମ୍ପାଦନା]