Jump to content

ଅର୍ମାଞ୍ଝି

ଉଇକିପିଡ଼ିଆ‌ରୁ
୧୦:୫୧, ୧ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ormanjhi") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Ormanjhi
village
Country India
StateJharkhand
DistrictRanchi
Elevation
607 m (1,991 ft)
Languages
Time zoneUTC+5:30 (IST)
PIN
835219
ଯାନବାହାନ ପଞ୍ଚୀକରଣJH
Coastline0 kilometres (0 mi)

ଅର୍ମାଞ୍ଝି  , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ର ରାଁଚୀ ଜିଲ୍ଲା ର ଏକ ସହର । ଏହା ଏକ ପିକ୍ନିକ ସ୍ଥଳ ହିସାବ ରେ ଅଞ୍ଚଳ ରେ ପ୍ରସିଦ୍ଧ । ଏଠାରେ ଆପ୍ପୋଲୋ ଓ HCG ନାମକ ଦୁଇଟି ବୃହତ ହସ୍ପିଟାଲ , ସିକିଦିରି ଜଳବିଦ୍ୟୁତ ପ୍ରକଳ୍ପ ରହିଛି । 

ଭୌଗୋଳିକ ଅବସ୍ଥିତି 

ଅର୍ମାଞ୍ଝି ର ଭୌଗୋଳିକ ଅବସ୍ଥିତି  23°29′0″N 85°29′0″E / 23.48333°N 85.48333°E / 23.48333; 85.48333 ଓ ଏହା ସମୁଦ୍ରପତ୍ତାନ ଠାରୁ 607 ମିଟର ଉପରେ ରହିଛି । []

ଅବସ୍ଥିତି 

ଏଠାରେ ଜାତୀୟ ରାଜପଥ 33 ଯାଇଥିବା ବେଳେ ନିକଟସ୍ଥ ରେଳ ଷ୍ଟେସନ ଓ ବିମାନ ବନ୍ଦର ରାଁଚୀ ଠାରେ ରହିଛି । 

ପର୍ଯ୍ୟଟକ ଆକର୍ଷଣ 

  •  ଜିଭିକ ଉଦ୍ୟାନ ଜୈବ ପାର୍କ 
  • ଗୋନଦା ପାହାଡ 
  • ହୁଟୁପ 
  • ରାଁଚୀ ହୀଳ 
  • ଟେଗୋର ହୀଳ 
  • ଗେଟଳସୁଦ ବନ୍ଧ 

ଆଧାର 

ବାହ୍ୟ ସଂଯୋଗ